କର୍ଣ୍ଣାଟକ କ୍ଲାଇମାକ୍ସ
ଶେଷରେ କଣ୍ଟାଟକରେ ସ୍ୱାମୀ ସରକାରର ପତନ ଘଟିଛି । ଆଜି ଆସ୍ଥା ଭୋଟରେ ହାରିଛନ୍ତି ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ । ସପକ୍ଷରେ ୯୯ଟି ଭୋଟ ମିଳିଥିବାବେଳେ ୧୦୫ ଜଣ ସ୍ୱାମୀ ସରକାରଙ୍କ ବିପକ୍ଷରେ ଭୋଟ ଦେଇଥିଲେ । ଆସ୍ଥା ଭୋଟ...
ନାରୀ ନିର୍ଯାତନା ବିରୋଧରେ କାଲି ରାସ୍ତାକୁ ଓହ୍ଲାଇବ କଂଗ୍ରେସ
ରାଜ୍ୟରେ ଦିନକୁ ଦିନ ନାରୀ ପ୍ରତି ଅସମ୍ମାନ ହେବା ସହ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ନାରୀ ଆଜିର ସମାଜରେ ଅସୁରକ୍ଷିତ ହୋଇପଡ଼ିଛି । କେବେ ନାରୀ ନିର୍ଯାତନା ଖବର ଆସୁଛି ତ କେବେ ଦୁଷ୍କର୍ମର ଶିକାର ହେଉଛି...
ରେକର୍ଡ ଭାଙ୍ଗୁଛି ସୁନାଦର
ହୁହୁ ହୋଇ ବଢିଚାଲିଛି ସୁନା ଦର । ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ସୁନାଦର । ମଙ୍ଗଳବାର ସୁନାଦର ବୃଦ୍ଧିପାଇ ୧୦ ଗ୍ରାମପ୍ରତି ୩୫,୯୧୫ରେ ପହଞ୍ଚିଛି । ଆନ୍ତର୍ଜାତିକ ସ୍ତରଠାରୁ ଆରମ୍ଭକରି ଉଭୟ ଜାତୀୟ ଏବଂ ରାଜ୍ୟ ମାନଙ୍କରେ ସୁନାଦର ମହଙ୍ଗା...
ବିଜେଡି ନା ବିଜୟ
ସମସ୍ତଙ୍କ ନଜର ଆସନ୍ତାକାଲି ସକାଳ ୮ ଟାକୁ । ସମୟ ଯେତିକି ପାଖଉଛି, ହାର୍ଟବିଟ୍ ସେତିକି ବଢୁଛି । କିଏ ଉଡାଇବ ବିଜୟ ଧ୍ୱଜା । କିଏ ପିନ୍ଧିବ ବିଜୟ ଟିକା । କାହିଁକି ନା ଆସନ୍ତାକାଲି ବାହାରିବ ବହୁ ଚର୍ଚ୍ଚିତ...
ଅର୍କେଲ ପୋଲିସକୁ ବଡ ସଫଳତା
ଅର୍କେଲ ପୋଲିସକୁ ବଡ ସଫଳତା । ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଅର୍କେଲ ପୋଲିସ ଚଢାଉ କରି ୧୧୨୩ କେଜି ଗଂଜେଇ ଜବଦ କରିବା ସହିତ ୨ ଜଣକୁ ଗିରଫ କରିଛି । ମାଲକାନଗିରି ଜିଲ୍ଲାରୁ ଗଂଜେଇ ଚୋରାଚାଲାଣ...
ଶ୍ରାବଣ ମାସରେ ଟାଇଁ ଟାଇଁ ଖରା
ଆକାଶରେ ମେଘ ଭର୍ତ୍ତି । ଭେଳା ଭେଳା ବାଦଲ ସାଙ୍ଗରେ ଯେମିତି ଲୁଚକାଳି ଖେଳୁଛନ୍ତି ସୂର୍ଯ୍ୟ । ମେଘଭର୍ତ୍ତି ଆକାଶକୁ ଚାହିଁ ଆଶ୍ୱସ୍ତ ହେଉଛନ୍ତି ଚାଷୀକୁଳ, ବୃକ୍ଷଲତା ଓ ପ୍ରାଣୀଜଗତ । ମାତ୍ର ବର୍ଷାର ଦେଖା ନାହିଁ । ଖରାଦିନ...
ମୁକୁଳିବା ପରେ କୁଆଡେ ଯିବେ?
ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ମିଳିଛି ସର୍ତ୍ତ ମୂଳକ ଜାମିନ । ତିନୋଟି ଯାକ ମାମଲାରେ ସାରଥୀଙ୍କୁ ମିଳିଛି ଜାମିନ୍ । ସୋମବାର ତୃତୀୟ ତଥା ଶେଷ ମାମଲାରେ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି...
ଭାଇରାଲ ଭାଇଜାନଙ୍କ ଡ୍ୟାନ୍ସ
ଭାଇରାଲ ହେଲା ଭାଇଜାନଙ୍କ ଭାଇରାଲ ଭିଡିଓ । ନିଜ ମାଙ୍କ ସହ ଡ୍ୟାନ୍ସ କଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍ । କିଛିଦିନ ପୂର୍ବରୁ ସଲମାନ ପ୍ରଭୁଦେବାଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଏବେ ତାଙ୍କର ଆଉ...
୧୨ ଘଣ୍ଟିଆ ବନ୍ଦ ପାଳନ
ମାଲକାନଗିରି ଚିତ୍ରକୋଣ୍ଡାରେ ଆଜି ଯାଏଁ ଉତ୍ତମ ମୋବାଇଲ ସେବା ହୋଇପାରିନାହିଁ । ଫଳରେ କାହା ସହ ଯୋଗାଯୋଗ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନୁ ହେବାକୁ ପଡୁଛି ଏମାନଙ୍କୁ । ତେଣୁ ଆଜି ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା...
ଶବରୁ କିଏ ନେଉଛି ଆଖି
ପୁଣି ଶବରୁ ଆଖି ଗାଏବ । ଅନୁଗୁଳ ମେଡିକାଲରେ ପୁଣିଥରେ ଆଉ ଏକ ଶବରୁ ଆଖି ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଦୂର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଖି ତାଡି ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ...















