ରାଜଧାନୀକୁ ବ୍ୟାପିଲା ବଲାଙ୍ଗିର ଓକିଲ ଆନ୍ଦୋଳନ
ବଲାଙ୍ଗିରର ଓକିଲ ବିକ୍ଷୋଭ ରାଜଧାନୀକୁ ବ୍ୟାପିଲା । ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଭୁବନେଶ୍ୱରରେ ବିକ୍ଷୋଭ । ବଲାଙ୍ଗିର ଓକିଲ ସଂଘ ପକ୍ଷରୁ ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରା କରାଯାଇଛି । ଜିଲ୍ଲାର ଓକିଲ ସଂଘ ସହ...
ଭୁଷୁଡିଲା ୪ ମହଲା କୋଠା , ଫଶି ରହିଛନ୍ତି ୪୦ରୁ ୫୦ ଲୋକ
ମାୟାନଗରୀ ମୁମ୍ବାଇରେ ବଡ ଦୁର୍ଘଟଣା । ମୁମ୍ବାଇର ଡଙ୍ଗୋରୀ ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଷୁଡି ପଡିବା ଫଳରେ ୫୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ଆଜି ୧୧ ଟା ୪୮ ସମୟରେ ଡଙ୍ଗୋରୀର...
ପୁଣି ଭାରରେ ବୁହାହେଲା ମୃତଦେହ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ
ପୁଣି ସାମ୍ନାକୁ ଆସିଛି ଦାନ ମାଝି ଭଳି ଘଟଣା । ଏଥର ମଧ୍ୟ ଘଟଣା ଘଟିଛି ସେହି କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକରେ । ଆମ୍ବୁଲାନ୍ସ ନମିଳିବାରୁ ମୃତଦେହକୁ ଭାରକରି ବୋହିଲେ ପରିବାର ଲୋକେ । ଏହି ଘଟଣା ଉପରେ...
ପିପିଲି ଟ୍ରିପଲ ମର୍ଡର ଘଟଣା: ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ
ଗତ ରବିବାର ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳାଇ ଦେଇଥିଲା । ଦିନ ଦ୍ୱିପହରେ ଜାତୀୟ ରାଜପଥ ପୋଲିସ ଚେକ ପୋଷ୍ଟ ନିକଟରେ ୩ ଜଣଙ୍କୁ ବର୍ବୋରଚିତ ଭାବେ...
ପିପିଲି ପଟ୍ଟନାଇକିଆ ଟ୍ରିପଲ ମର୍ଡର :୬ ଗିରଫ
ପିପିଲି ପଟ୍ଟନାଇକିଆ ଛକରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ବିଚ୍ ରାସ୍ତାରେ ତିନି ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ହତ୍ୟାକରୀ । ଦିନ ଦ୍ୱିପହରେ ଗୋଟିଏ ପରିବାରର ୩ ଭାଇଙ୍କୁ ବର୍ବୋରଚିତ...
ଚନ୍ଦ୍ର ଗ୍ରହଣ: କେଉଁ ରାଶି ପାଇଁ ଶୁଭଫଳ ଦେବ
ଜୁଲାଇ ୧୬ରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏହା ଚଳିତ ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସହ ବିଶ୍ୱର ଅଧିକାଶଂ ଅଞ୍ଚଳରେ ଦୃଶ୍ୟମାନ ହେବ । ଏହିଦିନ ମଙ୍ଗଳଗ୍ରହ ଦୀର୍ଘ ୧୫ ବର୍ଷ...
ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ପାଣିରେ ବୁଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ବଙ୍ଗଲା ଆବାସିକା ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ । ଘଟଣାକୁ ନେଇ ଆବାସିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରାଙ୍କ ପାଣିରେ...
୪୪ବର୍ଷପରେ ବିଶ୍ୱବିଜେତା ଇଂଲଣ୍ଡ
ଶେଷ ହୋଇଛି ଦ୍ୱାଦଶ କ୍ରିକେଟ ମହାକୁମ୍ଭ । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ କ୍ରିକେଟର ଉଦ୍ଭାବକ ଦେଶ ଇଂଲଣ୍ଡ ଚାମ୍ପିୟନ ହୋଇଛି । ଲଣ୍ଡନର ଐତିହାସିକ ଲଡର୍ସ ଷ୍ଟାଡିୟମରେ ଖେଳାଯାଇଥିବା ୨୦୧୯ ବିଶ୍ୱକପ୍ ର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ...
ଧାନ ରଖି ଧାରଣା
ଚାଷୀଙ୍କ ପିଛା ଛାଡୁନି ମଣ୍ଡି ସମସ୍ୟା । ଦିନକୁ ଦିନ ତେଜୁଛି ଚାଷୀ ଆନେ୍ଦାଳନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଚାରି ଛକରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ପ୍ରତିଶ୍ରୁତି ଦିଆଯାଇ ଧାନ ଉଠାନଯିବା ପ୍ରତିବାଦରେ ଚାଷୀମାନେ ରାସ୍ତାରେ...
















