ଗୋଡରେ ଆଙ୍କିଲେ ସଲମାନଙ୍କ ଚିତ୍ର
ବଲିଉଡର ଦବଙ୍ଗ ସଲମାନ୍ ଖାନ୍ ଜଣେ ଏମିତି ଷ୍ଟାର ଯାହାଙ୍କ ଫ୍ୟାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦବଙ୍ଗ ଖାନଙ୍କ ଫ୍ୟାନ ମାନେ ନିଜର ପ୍ରିୟ ହିରୋଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି...
ହଳ କରୁଥିବାବେଳେ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ
ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦୀ ଗ୍ରାମରେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ ହୋଇଛି । ଆଜି ସକାଳୁ ଦେବେନ୍ଦ୍ର ଚାର୍କୀ ନାମକ ଏକ ଯୁବକ ଟ୍ରାକ୍ଟର ସାହାର୍ଯ୍ୟରେ ଜମିରେ ହଳ କରୁଥିବା ସମୟରେ କାଦୁଅରେ ଗାଡି ଲାଖିଯାଇଥିଲା ।...
ଆଜିଠୁ କଟକରେ ରାଜ୍ୟଗୋଷ୍ଠି ଟେବୁଲ ଟେନିସ୍ ଚାମ୍ପିଅନଶିପ
ଆଜିଠୁ କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠି ଟେବୁଲ ଟେନିସ୍ ଚାମ୍ପିଅନଶିପ । ଜୁଲାଇ ୧୭ ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଚାମ୍ପିଅନଶିପରେ ୧୪ ଟି ଦେଶ ଭାଗ ନେଉଛନ୍ତି ।...
କୋଣାର୍କ ହେବ ସ୍ୱଚ୍ଛ ସହର
ଗାନ୍ଧି ଜୟନ୍ତୀ ପୂର୍ବରୁ କୋଣାର୍କ ହେବ ସ୍ୱଚ୍ଛ ସହର । ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ସହରକୁ ଆସନ୍ତା ଗାନ୍ଧି ଜୟନ୍ତୀ ପୂର୍ବରୁ, ସ୍ୱଚ୍ଛ ସହରର ମାନ୍ୟତା ଦିଆଯିବ ବୋଲି...
କୋଲକାତାରେ ମର୍ମନ୍ତୁତ ସଡକ ଦୁର୍ଘଟଣା, ୫ ଓଡିଆ ମୃତ
କୋଲକାତାର ହାୱଡାର ଶଙ୍କରାଇରେ ସଡକ ଦୁର୍ଘଟଣାରେ ୫ ଓଡିଆ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ମାନେ ଯାଜପୁର ,ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ଏକ କାରରେ ୮ ଜଣ ଯୁବକ ହାୱାଡା ଅଞ୍ଚଳରେ...
ଗୁଣି, ଗାରେଡି ସନ୍ଦେହରେ ଗାଁରୁ ୪ ପରିବାର ବାସନ୍ଦ
ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗାଁରେ ଅଭାବନୀୟ ଘଟଣା । ଆଜିକାଲି ଅନେକ ଲୋକମାନେ ଗୁଣିଆଙ୍କୁ ଅନ୍ଧଭଳି ବିଶ୍ୱାସ କରି ଆସୁଛନ୍ତି । ତେବେ ରାୟଗଡା ପୂଜାରୀଗୁଡା ଗାଁରେ ଗୁଣିଗାରେଡି ସନ୍ଦେହ କରି ଗାଁରୁ ୪ଟି ପରିବାରକୁ ବାସନ୍ଦ କରାଯାଇଛି...
ହାଫିଜ ସୟିଦ ଗିରଫ
କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ । ପାକିସ୍ତାନ ଲାହୋରରୁ ତାକୁ ଗିରଫ କରାଯାଇଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଟ ହାଫିଜ ସୟିଦ । ଗିରଫ ପରେ ହାଫିଜକୁ ହେପାଜତକୁ ନେଲା ପାକିସ୍ତାନ ପୋଲିସ
ଡି.ପ୍ରକାଶ ରାଓ ଅସୁସ୍ଥ
ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ । ଡି ପ୍ରକାଶ ରାଓଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ମେଡିସିନ ୱାର୍ଡର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶ୍ରୀ ଡି ପ୍ରକାଶ ରାଓଙ୍କୁ...
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତ ଦିଆଯାଇଛି । ରାଷ୍ଟ୍ରପତିଭବନରୁ ଏ ସମ୍ପର୍କରେ ବିଗ୍ୟପ୍ତି ପ୍ରକାଶ ପାଇଛି । ବିଶ୍ୱଭୂଷଣ ରାଜ୍ୟ ରାଜନୀତିର ଜଣେ ଟାଣୁଆ ନେତା ଓ ସେ ବିଧାନସଭାକୁ ୫ ଥର...
କଠୋର ହେଲେ ମୋଦି ,ମାଗିଲେ ଗୃହରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦଙ୍କ ତାଲିକା
ମନ୍ତ୍ରୀ ଓ ସାଂସଦଙ୍କ ପାଇଁ କଠୋର ହେଲେ ମୋଦି । ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦ ମାନଙ୍କ ତାଲିକା ପ୍ରତିଦିନ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ଦ୍ଦେଶ ଦେଇ...














