ନନ୍ଦିନୀ ମୃତ୍ୟୁ ପାଇଁ ଦାୟୀ କିଏ?
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନୀରିହ ଜୀବନ । ସବୁଦିନ ଭଳି ନନ୍ଦିନୀ ସ୍କୁଲ ଯାଏ ଏବଂ ସାଙ୍ଗମାନଙ୍କ ସହ ଖେଳାବୁଲା କରେ । ହେଲେ ଗତକାଲି ରାତିରେ ଖାଇ ସାରିବା ପରେ ହଷ୍ଟେଲକୁ ଫେରିବା ବାଟରେ କାନ୍ଥକୁ...
ମନ୍ତ୍ରୀଙ୍କୁ ୫ ମନ୍ତ୍ର
ପଞ୍ଚମପାଳି ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଆଜି ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ...
କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା
ପାଟକୁରା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ତାଲିକାରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ସହ ପ୍ରଭାରୀ ଟି.ଏସ୍. ସିଂହଦେଓ,ପିସିସି...
ମାପ ଓ ଓଜନ ଯାଞ୍ଚ କରିବାକୁ ପ୍ରଶାସନର ଚଢାଉ
ମାପ ଓ ଓଜନ ଯାଞ୍ଚ କରିବାକୁ ପ୍ରଶାସନର ଚଢାଉ । ରାୟଗଡା ସହରର ମୁଖ୍ୟ ବଜାରରେ ଥିବା ସୁନା ଗହଣା ଦୋକାନ, ଚିକେନ ସେଣ୍ଟର ଏବଂ କେତେକ ତେଜରାତି ଦୋକାନ ଉପରେ ଚଢାଉ କରାଯାଇଛି । ଆଦାୟ କରାଯାଇଛି ୧୬...
ବଢିଲା ବସ୍ ଭଡା
ବଢିଲା ବସ ଭଡା । ଅର୍ଡିନାରି ବସରେ କିମି ପିଛା ୬୮ ପଇସା ଥିଲା ଯାହାକି ଡିଜେଲ ଦର ବୃଦ୍ଧି ହେବା ପରେ ଏବେ ୬୯ ପଇସା ହୋଇଯାଇଛି । ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୧ ଯାହାକି ୭୨...
ଦଳିଦେଲା ଦନ୍ତା
କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଦୁର୍ଦାନ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଧୀନରେ ଥିବା ବାମେବାରୀ ଫରେଷ୍ଟ ସେକ୍ସନ ଅର୍ନ୍ତଗତ ମଲଦା ଗାଁରେ ଗତ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା । ଘର ଭିତରେ...
ସହି ପାରିଲେନି ଭାରତର ପରାଜୟ
ଗତକାଲି ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦା ହୋଇଛି ଟିମ୍ ଇଣ୍ଡିଆ । ଭାରତର ପରାଜୟରେ ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗିଯାଇଛି କହିଲେ ଭୁଲ ହେବ ନାହିଁ...
ବିଦ୍ୟୁତ ଆଘାତରେ ଛାତ୍ରୀଙ୍କ ମୃତ୍ୟୁ
ମୁନିଗୁଡା ବ୍ଲକ କୁମୁଡାବାଲି ସ୍ଥିତ କସ୍ତୁରବା ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ । ସବୁଦିନ ଭଳି କସ୍ତୁରବା ହଷ୍ଟେଲରେ ଥିବା ୧୩୦ ଜଣ ଛାତ୍ରୀ ଖାଇବା ପାଇଁ ଯାଇଥାନ୍ତି । ନନ୍ଦିନୀ କାଡ୍ରକା ନାମକ ଜଣେ ଛାତ୍ରୀ ଏବଂ ତାଙ୍କ...
ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା
ବାପାକୁ ହତ୍ୟାକଲା ନିଜ ଜନ୍ମକଲା ପୁଅ । ନୂଆପଡା କେନ୍ଦୁପାଟି ଗାଁରେ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ନିଜ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିବାବେଳେ ସେ ଆହତ ହୋଇଛନ୍ତି । ଘରୋଇ କଳିରୁ ଏହି ଆକ୍ରମଣ...
ବିଜେଡି-ବିଜେପି ଜାରି କଲେ ଷ୍ଟାର ପ୍ରଚାରକ ତାଲିକା
ଜମୁଛି ପାଟକୁରା ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିୱେଟ । ଆସନ୍ତା ୨୦ ତାରିଖରେ ନିର୍ବାଚନ । ହାତରେ ସମୟ କମ । ଏବେ ଶାସକ ବିଜେଡି ଏବଂ ବିଜେପି ଜାରି କରିଛନ୍ତି ୪୦ ଜଣିଆ...















