ବିଧାୟକ ସରୋଜ ମେହେରଙ୍କୁ ଜାମିନ
ପାଟଣାଗଡ଼ ସ୍ୱତନ୍ତ୍ର ଏଡିଜେ କୋର୍ଟ ଜେଇଙ୍କୁ ଉଠ୍ବସ୍ କରାଇବା ମାମଲାର ଶୁଣାଣି କରିଛନ୍ତି । ମାମଲାର ଶୁଣାଣି କରି ପାଟଣାଗଡ଼ ଏଡିଜେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସରୋଜଙ୍କୁ ୨୫ ହଜାର ଟଙ୍କା ଜରିମାନା ଓ ଦୁଇ...
ଆଖି ବୁଜିଲେ ଯୋଡା ଶିଶୁ
ଆଖି ବୁଜିଲେ ଯୋଡା ଶିଶୁ । କଟକ ଶିଶୁ ଭବନରେ ଆଖି ବୁଜିଲେ ଢେଙ୍କାନାଳ ଖାଲପାଳ ଗାଁର ଯୋଡା ଶିଶୁ । ଗତ ୧ ତାରିଖରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଛାତିରୁ ପେଟ ପର୍ଯ୍ୟନ୍ତ ଯୋଡି ହୋଇ ଜନ୍ମ ନେଇଥିବା...
ବଢିବ ସୁନା ଦର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଉପସ୍ଥାପନ କରିଥିବା ପୂର୍ଣ୍ଣାଙ୍ଗ ବଜେଟରେ ପେଟ୍ରୋଲ, ଡିଜେଲ ଓ ସୁନା ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏସବୁରେ ଏକ୍ସାଇଜ ଡ୍ୟୁଟି ଓ ସେସ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାରୁ ଆଗାମୀ ଦିନରେ ଏସବୁ...
ବଜେଟ୍ରେ ବଡ଼ ଘୋଷଣା
୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି।...
୫ ବର୍ଷରେ ଅର୍ଥନୀତି ୫ ଟ୍ରିଲିୟନ ଡଲାର ଲକ୍ଷ୍ୟ
ଶୁକ୍ରବାର ଦିନ ମୋଦୀ ସରକାରର ୨.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ବଜଟେ ଉପସ୍ଥପନା କରି ଅର୍ଥମନ୍ତ୍ରୀ କହିଛନ୍ତି ଚଳିତ ନିର୍ବାଚନ ଦେଶକୁ ନୂଆ ଦିଗ ଦେଖାଇଛି । ଦେଶବାସୀ ଦେଶକୁ...
ବ୍ରିଫକେସ ବଦଳରେ “ବହି-ଖାତା”ବଜେଟ୍
ସ୍ୱାଧିନତା ପରଠାରୁ ଚାଲିଥିବା ବ୍ରିଫକେସ ପ୍ରଥାକୁ ଶେଷ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବ୍ରିଫକେସ ବଦଳରେ ଗୋଟିଏ ଫୋଲ୍ଡରରେ ବଜେଟର ଦସ୍ତାବିଜକୁ ଆଣିଥିଲେ । ମଧ୍ୟବର୍ତ୍ତୀକାଳୀଣ ବଜେଟରେ ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଲାଲ ରଙ୍ଗର...
୨୦ରେ ପାଟକୁରା ବିଧାନସଭା ନିର୍ବାଚନ
ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୨୦ ତାରିଖରେ ନିର୍ବାଚନ ହେବ। ଜୁଲାଇ ୨୪ରେ ଭୋଟ୍ ଗଣତି ହେବ। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...
ରଥଯାତ୍ରା: ବଡ ଦାଣ୍ଡରେ ଭକ୍ତ ଭଗବାନଙ୍କ ମହାମିଳନ
ରଥ ଯାତ୍ରାର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଶେଷ ହୋଇଛି । ଗୋଟି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରବୀର ସୁଦର୍ଶନଙ୍କ ପହଁଣ୍ଡି ହୋଇଛି । ଏହା ପରେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା...
ଲାଞ୍ଚ ନେଇ ଧରାପଡିଲେ ତହସିଲଦାର
କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଳକ ତହସିଲଦାର ଭିଜିଲ୍ାନ୍ସ ଜାଲରେ । ରିଞ୍ଜା ପଞ୍ଚାୟତ ଦେଓ ଗାଁ ଲାଲସାହେବ ସାହୁଙ୍କ ଜମିର ମ୍ୟୁଟେସନ କରିବା ପାଇଁ ଲାଞ୍ଚନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ । ତହସିଲଦାର...
ପୋଲିସ ହାତରୁ ଖସିପାରିଲାନି ଅଭିଯୁକ୍ତ
ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ଗତ ଦେଢମାସ ତଳେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । ଗତ ମେ ୨୩ ତାରିଖରେ ବୋମାମାଡ କରି ଡିଙ୍ଗର ଗାଁର...















