ଚର୍ଚ୍ଚାରେ ଷଡଙ୍ଗୀ
ବିନମ୍ରତାର ଆଉ ଏକ ନମୂନା । କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସାଧାରଣ ଜୀବନଚର୍ଯ୍ୟାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ପ୍ରତାପ ଷଡଙ୍ଗୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥରକ ପୋଖରୀରେ ଗାଧେଇବା କି ଗାଁ ମନ୍ଦିର...
ଚାକିରୀ ପାଇଁ ବାହାର ରାଜ୍ୟକୁ ଯିବେନି ଛାତ୍ରଛାତ୍ରୀ
ନୂଆ ସରକାର ଗଠନ ପରେ ଆକ୍ସନ ମୁଡରେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କୁ ଡାକି ତାଗିଦ କରିବା ସହ ପ୍ରତି ମାସରେ କେଉଁ ବିଭାଗରେ କଣ କାର୍ଯ୍ୟ ହେଉଛି ତାର ଏକ ରିପୋର୍ଟ ଦାଖଲ ଏବଂ...
ମକରନ୍ଦଙ୍କ ନାଁରେ ମାମଲା
ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ. ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ମକରନ୍ଦ ନିର୍ବାଚନ ଲଢିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜଣେ ଭୋଟର. ମକରନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଆର. ହରିଶ ପଟ୍ଟନାୟକ ଏ ସଂପର୍କରେ ହାଇକୋର୍ଟଙ୍କ...
ଜୁଲାଇ ୯ରେ ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ କଡା ଟକ୍କର
୨୦୧୯ ବିଶ୍ୱକପ୍ ସେମିଫାଇନାଲ ଲାଇନ ଅପ ଚୁଡାନ୍ତ ହୋଇସାରିଛି । ଅଷ୍ଟ୍ରେଲିଆ ,ଭାରତ ,ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ୨୦୧୯ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିଛନ୍ତି । ଜୁଲାଇ ୯ ରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ...
ନବୀନ ବହିଷ୍କୃତ
ଚିତ୍ରକୋଣ୍ଡାର ମାଓନେତା ତଥା ଗାଳିକୋଣ୍ଡା ମାଓସଙ୍ଗଠନର ସମ୍ପାଦକ ନବୀନଙ୍କୁ ମାଓ ସଙ୍ଗଠନରୁ ବହିଷ୍କାର କରାଯାଇଛି । ଏନେଇ ଆନ୍ଧ୍ର ଓଡିଶା ସ୍ୱତନ୍ତ୍ର ବୋର୍ଡର ଜୋନାଲ କମିଟି ମୁଖ୍ୟ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି । ଦଳ ବିରୋଧୀ ଆଚରଣ ଏବଂ...
ଠେଲାପେଲାରେ ରଥ ଟାଣିଲେ ଷଡଙ୍ଗୀ
ନୀଳଗିରି ରଥଯାତ୍ରାରେ ସାମିଲ ହେଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ନୀଳଗିରିର ପ୍ରସିଦ୍ଧ ରଥଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାଧାରଣ ଭକ୍ତଟିଏ ପରି ସେ ରଥ ଟାଣିବା...
ବିଜେପିରେ ମିଶିଲେ ସପ୍ନା ଚୌଧୁରୀ
ହରିୟାନାର ଲୋକପ୍ରିୟ ଡ୍ୟାନ୍ସର ସପ୍ନା ଚୌଧୁରୀ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ଜବାହାର ଲାଲ ଷ୍ଟାଡିୟମରେ ଆୟୋଜିତ ବିଜେପିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଦିଲ୍ଲୀର ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ଏବଂ ମଧ୍ୟ ପ୍ରଦେଶର ପୂର୍ବତନ ମୂୁଖ୍ୟମନ୍ତ୍ରୀ ଶିବରାଜ...
କଲର୍ସ ଚାନେଲରେ ଧମାକା କଲେ ଓଡିଆ ଝିଅ
ଡ୍ୟାନ୍ସରେ କରିସ୍ମା ଦେଖାଇଛନ୍ତି ଆଉ ଜଣେ ଓଡିଆ ତରୁଣୀ । ସେ ହେଲେ ପଦ୍ମିନୀ ପଟ୍ଟନାୟକ । ଏକମାତ୍ର ଓଡିଆ ଝିଅଭାବେ ରାଜ୍ୟ ପାଇଁ ପଦ୍ମିନୀ ଆଣିଛନ୍ତି ଗର୍ବ ଓ ଗୌରବ । କଲର୍ସ ଚାନେଲ୍ ରେ ପ୍ରସାରିତ ଡ୍ୟାନ୍ସ...
ଅଭିନବ ପ୍ରତିବାଦ
ଏ କୌଣସି ବିଲର ଚିତ୍ର ନୁହେଁ । ଖୋଦ୍ ରାସ୍ତା ଉପରେ ଧାନ ରୋଉଛନ୍ତି ସ୍ଥାନୀୟ ଲୋକେ । କାହିଁକିନା ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ ଆପଣ ବି ଦେଖିଲେ କହିବେ ଏ ରାସ୍ତା ନା ବିଲ ।...
ଟଳିଲେ ୪ ନକ୍ସଲ
ଛତିଶଗଡ ଧମତାରୀରେ ୪ ନକ୍ସଲ ନିପାତ । ଛତିଶଗଡ଼ରେ ସ୍ପେଶାଲ ଟାସ୍କ୍ ଫୋର୍ସ(ଏସ୍ଟିଏଫ୍ )ଙ୍କ ଏନ୍କାଉଣ୍ଟରରେ ୪ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଧାମତାରୀ ଜିଲାର ମେଚକା ଜଙ୍ଗଲ ଅଞ୍ଚଳରେ ମାଓବାଦୀମାନେ ଲୁଚିଥିବା ଖବର ପାଇ ଏସ୍ଟିଏଫ୍ ପକ୍ଷରୁ...
















