ଆଜିଠୁ ଯୁକ୍ତ ୨ ନାମଲେଖା ଆରମ୍ଭ
ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତଦୁଇ ନାମ ଲେଖା ପ୍ରକ୍ରିୟା । ଗତ ମଙ୍ଗଳବାର ପ୍ରକାଶ ପାଇଥିଲା ପ୍ରଥମ ମେରିଟ୍ ଲିଷ୍ଟ । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନେ ଜୁଲାଇ ୩ରୁ ୬ ତାରିଖ ମଧ୍ୟରେ ନାମ ଲେଖାଇ...
ଚର୍ଚ୍ଚାରେ ଚାରୁଲତା
କ୍ରିକେଟ ମଇଦାନରେ ସବୁଠୁ ବୟସ୍କା ଫ୍ୟାନ. ବିଶ୍ବକପରେ ଭାରତ ବାଂଲାଦେଶ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିଅମରେ ଭରପୁର ଦର୍ଶକଙ୍କ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ସେ. କ୍ରିକେଟକୁ ବେଶ୍ ଉପଭୋଗ କରୁଥିବା ଏହି ବୟସ୍କା ମହିଳାଙ୍କୁ ନେଇ ଖୁବ୍ ଚର୍ଚ୍ଚା...
ଆସିଲା ଯୁକ୍ତ ଦୁଇ ପ୍ରଥମ କର୍ଟ ଅଫ ମାର୍କ
ଆସିଲା ଯୁକ୍ତ ଦୁଇ ପ୍ରଥମ କର୍ଟ ଅଫ ମାର୍କ । କଳାରେ ବିଜେବି ଜୁନିୟର୍ କଲେଜ ଆଗରେ ଥିବାବେଳେ ବିଜ୍ଞାନରେ ରେଭେନ୍ସା ଜୁନିୟର୍ କଲେଜ ଆଗରେ ରହିଛି । ସେହିପରି ଗଞ୍ଜାମ ଗୋପାଳପୁର ଜୁନିୟର୍ କଲେଜର କଟ୍ ଅଫ୍ ମାର୍କ...
ରୋହିତଙ୍କ ଶତକ
ବର୍ମିଂହାମରେ ଭାରତ-ବାଂଲାଦେଶ ବିଶ୍ୱକପ କ୍ରିକେଟ । ଓପନର ରୋହିତ ଶର୍ମାଙ୍କ ଆକର୍ଷଣୀୟ ଶତକ ସମସ୍ତଙ୍କୁ ଚକିତ କରିଦେଇଛି । ଚଳିତ ବିଶ୍ୱକପରେ ଚତୁର୍ଥ ଶତକ ଲଗାଇଲେ ରୋହିତ । ୯୦ ବଲରେ ୫ ଛକା ଏବଂ ୬ ଚୌକା ସହାୟତାରେ ଶତକ...
ବାଲିରୁ ମିଳିଲା ମୃତ ଶରୀର
ବାଲି ଗୋଦାରୁ ମିଳିଛି ଯୁବକର ମୃତ ଦେହ । ତେବେ ଏହି ଘଟଣା ହତ୍ୟା ବୋଲି ସନ୍ଦେହ କରାଯାଉଛି । ମୟୂରଭଞ୍ଜ ଜିଲ୍ଲା ରାୟରଙ୍ଗପୁର ଗ୍ରମାଞ୍ଚଳ ଥାନା କେସିଡିକେ କଲେଜ ପରିସରରେ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି...
ଚୋରୀ , ଡକାୟତି , ହତ୍ୟା ମୁକ୍ତ ହେବ ରାୟଗଡା ସହର
ରାୟଗଡା ସହରରେ ଦିନକୁ ଦିନ ଚୋରୀ ,ଡକାୟତି ,ହତ୍ୟା ଘଟଣା ବଢିବାରେ ଲାଗିଛି । ପେଟ୍ରୋଲିଂକୁ ଜୋରଦାର କରିବା ପାଇଁ ୩ଟି ପେଟ୍ରୋଲିଂ ବାଇକ୍ ଉନ୍ମଚନ କରାଯାଇଛି । ଏସପି ଶ୍ରବଣ ବିବେକ ଏମ ହେଲ୍ପ ଲାଇନ ନମ୍ବର ମଧ୍ୟ...
ବଦଳୁଛି ମାଲକାନଗିରିର ଚିତ୍ର
ଦିନ ଥିଲା ଯେତେବେଳେ ପ୍ରଖର ସୁଅର ସାମ୍ନା କରି ଯାତାୟାତ କରିବାକୁ ପଡୁଥିଲା ମାଲକାନଗିରି ଜିଲ୍ଲାର ସାରକୁବନ୍ଦ ଓ ରଲେଗାଡା ପଞ୍ଚାୟତବାସୀଙ୍କୁ । ବର୍ଷା ଦିନ ହେଲେ ଜଲବନ୍ଦି ଜୀବନ ଯାପନ କରୁଥିଲେ ଏମାନେ । ଗାଁକୁ ଆସିପାରୁନଥିଲା ଆମ୍ବୁଲାନ୍ସ...
ଭାରତ ବନାମ ବାଂଲାଦେଶ: ସେମିଫାଇନାଲରେ ସ୍ଥାନ ପକ୍କା କରିବା ଆଶାରେ ଭାରତ
ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଏସିଆ ମହାଦେଶର ଦୁଇ ଟିମ୍ ଭାରତ ଓ ବାଂଲାଦେଶ । ଅପରାହ୍ନ ୩ ଟାରେ ବର୍ମିଂହାମର ଆଜବେଷ୍ଟନ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଚଳିତ ବିଶ୍ୱକପରେ ଭାରତ ୭ ଟି ମ୍ୟାଚ୍ ଖେଳି...
ମେଡିକାଲକୁ ମୋବାଇଲ ମନା
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସଙ୍କ ଟିକ୍ ଟକ୍ ଭାଇରାଲ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସିଡିଏମଓ ଅଜିତ କୁମାର ମହାନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଣିକି ଡାକ୍ତରଖାନାର ଆଇସିୟୁ , ଏସଏନସିୟୁ ଓ ଲେବର...
ଯୋଡା ଶିଶୁ କନ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଟିମ୍
ଢେଙ୍କାନାଳ ଯୋଡା ଶିଶୁ କନ୍ୟାଙ୍କ ଚିକିସôା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ୭ଜଣିଆ ଟିମ୍ ଗଠନ ହୋଇଥିବା ଶିଶୁଭବନ ଅଧିକ୍ଷ୍ୟକ ସରୋଜ ଶତପଥି ସୂଚନା ଦେଇଛନ୍ତି । ଏବେବି ଶିଶୁ ଦୁଇଜଣଙ୍କର ସ୍ଥିତି ଗୁରୁତର ଅଛି ।...

















