ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ
ଆଜି ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ । ୧୫ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ । ଆଜି ଦିନ ୨ଟା ୩୦ରୁ...
ଜୁଲାଇ ୮ରେ ମାଟ୍ରିକ ସପ୍ଲିମେଣ୍ଟାରି
ଜୁଲାଇ ୮ରେ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଆରମ୍ଭ ହେବ । ଜୁଲାଇ ୧୫ ଯାଏ ପରୀକ୍ଷା ଚାଲି ରହିବ । ତେବେ ୧୨୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୨୭,୬୧୬ ପରୀକ୍ଷାର୍ଥୀ । ୫୫ଟି କେନ୍ଦ୍ରରେ ହେବ ରାଜ୍ୟ ଓପନ ସ୍କୁଲ ପରୀକ୍ଷା...
ବିଶ୍ୱକପରୁ ବାଦ ପଡିଲେ ବିଜୟ ଶଙ୍କର
ଭାରତୀୟ ବିଶ୍ୱକପ କ୍ରିିକେଟ୍ ଟିମରୁ ବିଜୟ ଶଙ୍କର ବାଦ୍ ପଡିଛନ୍ତି । ତେବେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ୱକପ ଟିମରେ ସ୍ଥାନ ମିଳିଛି । ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆଘାତ ବିଜୟଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଦଳରେ...
ଢେଙ୍କାନାଳରେ ଯୋଡ଼ା ଶିଶୁ ଜନ୍ମ
ଭଗବାନଙ୍କ ବିଚିତ୍ର ସୃଷ୍ଟି । ଦୁଇଟି ଜୀବନ ଗୋଟିଏ ଦେହ । ଏ ଦୃଶ୍ୟ ଏମିତି ଯେ ବର୍ଣ୍ଣନା ପାଇଁ ଶଦ୍ଦ ନାହିଁ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଏହି ଯୋଡା ଶିଶୁ ଜନ୍ମ ନେଇଛନ୍ତି । ଛାତିରୁ ପେଟ...
ପରାଜୟ ପରେ ଜର୍ସିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ।
ଗତକାଲି ବିଶ୍ୱକପର ଏକ ରୋମାଚଂପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ନିକଟରୁ ୩୧ ରନ୍ ରେ ହାରିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ନିୟମିତ ନୀଳ ରଙ୍ଗର ଜର୍ସି ପରିବର୍ତେ କମଳା ଏବଂ ନୀଳ ରଙ୍ଗ ମିଶ୍ରିତ...
୧୦୦ ଟଙ୍କା କମିଲା ଗ୍ୟାସ
ଏଲପିଜି ସିଲିଣ୍ଡର ଦର ହ୍ରାସ ହୋଇଛି । ଅଣ ରିହାତି ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଥିବା ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ୭୩୭ ଟଙ୍କା ୫୦ ପଇସାରେ ମିଳୁଥିବା ସିଲିଣ୍ଡର ଏଣିକି...
ବର୍ଷାରେ ବେହାଲ ମୟାନଗରୀ
ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ମୁମ୍ବାଇବାସୀ । ଗତ ଶନିବାର ଓ ରବିବାର ଲଗାତାର ଦୁଇଦିନ ଧରି ଭୀଷଣ ବର୍ଷା ମାୟାନଗରୀ ମୁମ୍ବାଇକୁ ବେହାଲ କରିଦେଇଛି । ବର୍ଷା ହେବା ଦ୍ୱାରା ସହରର ବିଭିନ୍ନ...
କାଉନସିଲର ଦାୟିତ୍ୱହୀନତା
ରାୟଗଡା ମହାବିଦ୍ୟାଳୟର ଛାତ୍ରୀ ପିନିଣ୍ଟି ଲିକିତା । ଚଳିତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ବୋର୍ଡ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ସବୁ ବିଷୟରେ ଭଲ କରିଥିଲେ । ହେଲେ ପରୀକ୍ଷା ଫଳ ବାହାରିବା ପରେ ସେ ଫେଲ ହୋଇଥିବା ଜଣାପଡିଛି...
ପିଉସୀର ଗଳା କାଟିଲା ପୁତୁରା
ପିଉସୀକୁ ଦୁର୍ଷମ ଉଦ୍ୟମ କରି ବିଫଳ ହେବାପରେ ଗଳାକାଟି ହତ୍ୟାକଲା ସମ୍ପର୍କୀୟ ପୁତୁରା । ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ।ଗତକାଲି ଅଭିଯୁକ୍ତ ପୁତୁରା ବିନୋଦ ନିଜ ପିଉସୀକୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା...
କଂଗ୍ରେସ ଛାଡିଲେ ଅଶ୍ୱିନୀ ପୂଜାହାରୀ
କଂଗ୍ରେସ ଛାଡିଲେ ଭିମସାରର ପୂର୍ବତନ ନିର୍ଦେଶକ ଡାକ୍ତର ଅଶ୍ୱନୀ ପୂଜାହାରୀ । ନିର୍ବାଚନର କିଛି ଦିନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇ ଡାକ୍ତର ପୂଜାହାରୀ କଂଗ୍ରେସର ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ଶୋଚନୀୟ ପରାଜୟ ବରଣ...



















