ବିଶ୍ୱେଶ୍ୱର ହେଗଡେ କର୍ଣ୍ଣାଟକର ନୂଆ ବାଚସ୍ପତି
କର୍ଣ୍ଣାଟକର ରାଜନୈତିକ ହାଇଡ୍ରାମାର ଅନ୍ତ ହେଲା । କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଲା ଏବଂ ୟେଦୁରପ୍ପା କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ହେଲେ । କର୍ଣ୍ଣାଟକ ହାଇଡ୍ରାମାରେ ମୁଖ୍ୟ ଭୂମିକା ଥିବା କୁମାରସ୍ୱାମୀଙ୍କ ସରକାର ସମୟରେ ଥିବା ବାଚସ୍ପତି ରମେଶ କୁମାରଙ୍କ କାର୍ଯ୍ୟାବଳୀକୁ...
୧୫ ଜଣ ଶିଶୁ ଶ୍ରମିକ ଉଦ୍ଧାର
ରାୟଗଡା ପୋଲିସ ଦ୍ୱାରା ୧୫ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଟାଉନ ପୋଲିସ ଅପରେସନ ମୁସ୍କାନ ଅଭିଯାନରେ ସହରର ବିଭିନ୍ନ ହୋଟେଲ, ଲର୍ଜ ଓ ଫାଷ୍ଟଫୁଡ ଦୋକାନ ଉପରେ ଚଢାଉ କରି ୧୫ ଜଣ ଶିଶୁ ଶ୍ରମିକଙ୍କୁ...
ଆଇନପ୍ରଣେତାଙ୍କ ପାଇଁ କାହିଁକି ରହିବନି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସମଗ୍ର ବିଶ୍ୱସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଉତ୍ତମ ବୈଦେଶିକ ନୀତି ଯୋଗୁ ବିଭିନ୍ନ ରାଷ୍ଟ୍ର ସହ ସୁସଂପର୍କ ସୁଦୃଢ ହୋଇଛି । ସେଥିପାଇଁ ମୋଦୀଙ୍କ ନେତୃତ୍ୱରେ ବିଜେପି ପୁଣି କେନ୍ଦ୍ରରେ...
ରସୁଲଗଡରେ ରାସ୍ତାରୋକ
ଗତକାଲି ରାତିରେ ମଂଚେଶ୍ୱର ଅଂଚଳରେ ଜଣେ ହୋଟେଲ ମାଲିକଙ୍କଠୁ ଲୁଟ ଘଟଣା ଉଗ୍ର ରୂପ ଧାରଣ କରିଛି । ଲୁଟେରାଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟଲୋକେ ରସୁଲଗଡରେ ରାସ୍ତା ରୋକ କରିଛନ୍ତି । ଫଳରେ କଟକ-ଭୁବନେଶ୍ୱର ମଧ୍ୟରେ ଗାଡି ଚଳାଚଳ...
ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା
ଆଦିବାସୀ ଇଲାକାରେ ପୁଣି ଜନନୀ ଯନ୍ତ୍ରଣା I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର କୋଡିଗୁପ୍ପା ଗାଁର ଜଣେ ମହିଳାଙ୍କ ପ୍ରସବ ପାଇଁ ଗାଁ ଲୋକେ କାନ୍ଧେଇକି ଆଣିଥିଲେ I ମାତ୍ର ପାହାଡି ରାସ୍ତାରେ ଅଧା ବାଟରେ ସେ ଏକ ଶିଶୁକନ୍ୟା...
ରାଜ୍ୟସଭାରେ ପାରିତ ହେଲା ଟ୍ରିପଲ ତଲାକ ବିଲ
ବହୁ ପ୍ରତିକ୍ଷିତ ଏବଂ ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲ୍ ଲୋକସଭାରେ ଜୁଲାଇ ୨୧ରେ ପାସ ହେବାପରେ ଆଜିଥିଲା ରାଜ୍ୟସଭା ପାଳି । ଶାସକ ବିଜେପିର ଲୋକସଭାରେ ସଂଖ୍ୟାଗରିଷ୍ଠତା ଥିବାରୁ ଟ୍ରିପଲ ତଲାକ ବିଲ୍ ପାସ କରିବାରେ କିଛି ଅସୁବିଧା...
ଗଣଶିକ୍ଷା ବିଭାଗର ମୋ ସ୍କୁଲ ପରେ ଉଚ୍ଚଶିକ୍ଷା ବିଭାଗର ମୋ କଲେଜ ଅଭିଯାନ
ଗଣଶିକ୍ଷା ବିଭାଗର ମୋ ସ୍କୁଲ ପରେ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟରେ ଆରମ୍ଭ କରିବ ମୋ କଲେଜ ଅଭିଯାନ । କଲେଜର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଆଉ ଲୋକାଭିମୂଖୀ କରାଇବାକୁ ଏହି ମୋ କଲେଜ ଯୋଜନା ଆରମ୍ଭ ହେବ ବୋଲି ଉଚ୍ଚ...
ପାହାଳ ବ୍ୟବସାୟୀ ସଘଂ ପକ୍ଷରୁ ଦାବୀ
ପ୍ରତିକ୍ଷାର ଅନ୍ତ ହେଲା । ଓଡିଶାର ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍ । ବହୁ ଦିନ ଧରି ପଶ୍ଚିମବଙ୍ଗ ସହ ଚାଲିଥିବା ରସଗୋଲା ଲଢେଇରେ ଶେଷରେ ଓଡିଶାର ବିଜୟ ହେଲା ଏହି ଖବର ମିଳିବା ମାତ୍ରେ ପୁରୀରୁ ଆରମ୍ବ କରି...
ପାକିସ୍ତାନୀ ଦ୍ରୁତବୋଲର ହେବେ ଭାରତ ଜ୍ୱାଇଁ
ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ହସନ ଅଲୀ । ତାଙ୍କ ବୋଲିଂର ମାୟା ଜାଲରେ ବ୍ୟାଟ୍ସମ୍ୟାନ ମାନଙ୍କୁ ଛନ୍ଦି ପକାନ୍ତି । କେଉଁ ବ୍ୟାଟ୍ସମ୍ୟାନଙ୍କୁ ଏଲବି ତ ଆଉ କେଉଁ ବ୍ୟାଟ୍ସମ୍ୟାନକୁ କ୍ୟାଚ ଆଉଟ କରାଇ ପ୍ୟାଭିଲିଅନ ଫେରାଇ...
କିଏ କାଟିଲା ରାଜକୁମାରଙ୍କ ବେକ ..
ଏକତରଫା ପ୍ରେମର ଭୟଙ୍କର ପରିଣତି । ବେକ କାଟି ରକ୍ତ ଜୁଡୁବୁଡୁ ହେଲେ ଯୁବକ । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଅଞ୍ଚଳରୁ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ...














