30 C
Bhubaneswar
Tuesday, August 4, 2026
-Advertisement-

୧୧୨ ବିଧାନସଭା ଆସନରେ ବିଜେଡିର ବାଜିମାତ୍

ଗଣତନ୍ତ୍ରର ମାହାପର୍ବକୁ ନେଇ ଯେଉଁ ଉସôାହ ଉଦ୍ଦୀପନା ଥିଲା ତାହା ଗତକାଲି ଅବସାନ ହୋଇଛି । ରାଜ୍ୟରେ ବହୁ ହେଭିଓ୍ୱେଟ୍‌ ନେତାଙ୍କ ଭାଗ୍ୟପେଡି ଖୋଲିଛି । ବିଭିନ୍ନ ଦଳରେ ନୂଆକରି ପ୍ରାର୍ଥୀ ହୋଇଥିବା ନେତା ମଧ୍ୟ ବାଜି ମାରି ନେଇଛନ୍ତି...

ରାଜନୀତି ମଇଦାନରେ ଗୌତମଙ୍କ ଛକା

କ୍ରିକେଟରରୁ ରାଜନୀତି । ବିଜେପି ପ୍ରାର୍ଥୀ ଭାବେ ଏଥର ରାଜନୀତି ମଇଦାନକୁ ଓହ୍ଲାଇଥିଲେ କ୍ରିକେଟର ଗୌତମ ଗମ୍ଭିର । ଦିଲ୍ଲୀ ଲୋକସଭା ଆସନରୁ ସେ ୩.୯ ଲକ୍ଷ ଭୋଟ୍ ପାଇ ବିଜୟଲାଭ କରିଛନ୍ତି । ୩୭ ବର୍ଷ ବୟସରେ କ୍ରିକେଟରୁ...

୨୧ ଲୋକସଭା ଆସନରେ କିଏ କେଉଁଠାରୁ ଜିତିଲେ, ପଢନ୍ତୁ

ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୨ଟି ବିଜେଡି ହାତେଇ ଥିବାବେଳେ ବିଜେପିକୁ ୮ଟି ଏବଂ କଂଗ୍ରେସକୁ ମିଳିଛି ମାତ୍ର ଗୋଟିଏ ଆସନ । ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି...
video

ଇସ୍ତଫା ଦେଲେ ନିରଞ୍ଜନ

ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଶେଷରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସାମ୍ବାଦିକମାନଙ୍କୁ ସୂଚନା ଦେଇ ନିରଞ୍ଜନ କହିଛନ୍ତି,“ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଛି । ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ...

ପାରାଦୀପରେ ଶଙ୍ଖନାଦ

ସବୁ ଅପେକ୍ଷାର ଅନ୍ତ ଘଟାଇ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ତେବେ ପାରାଦୀପ ବିଧାନସଭା ଆସନରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ...
video

ପଡିଲା ପୂର୍ଣ୍ଣଚ୍ଛେଦ, ବାଜିଲା ଶଙ୍ଖ

ସବୁ ହିସାବନିକାଶରେ ପୂର୍ଣ୍ଣଚ୍ଛେଦ ପଡିଲା. ଓଡିଶାରେ କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେନି ଏବଂ ଝୁଲା ବିଧାନସଭା ନେଇ ଚାଲିଥିବା ସବୁ କଳ୍ପନାଜଳ୍ପନାର ଅବସାନ ଘଟିଲା. ବିଜେପିର ୧୨୦ ପ୍ଲସ ମିଶନ ଓ କଂଗ୍ରେସର କ୍ଷମତା ଦଖଲ...

ହାରିଗଲେ ହେଭିୱେଟ

ଚଳିତ ନିର୍ବାଚନରେ ବିଜେଡି, ବିଜେପି ଏବଂ କଂଗ୍ରେସର ବହୁ ବରିଷ୍ଠ ନେତା ପରାଜୟର ସାମ୍ନା କରିଛନ୍ତି । ରାଜ୍ୟରେ ଫେଲ ମାରିଯାଇଛି ମୋଦୀ ହାୱା । ପୁଣି ଥରେ ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ ଲଗାତାର ପଂଚମଥର ପାଇଁ ବିଜୁ...

କେନ୍ଦ୍ରରେ କାମ କଲା ମୋଦି ମ୍ୟାଜିକ୍

କେନ୍ଦ୍ରରେ ପୁଣି କ୍ଷମତାସୀନ ହେଲା ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ. ୫୪୨ ଆସନରୁ ବିଜେପି ମେଣ୍ଟ ୩୪୮ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ମିଳିଛି ମାତ୍ର ୯୧ ଆସନ. ମେଣ୍ଟ ବାହାରେ ଥିବା ଅନ୍ୟ ଦଳମାନେ ୧୦୩ଟି ଆସନରେ...
video

ଦେବାଶିଷଙ୍କୁ ହରାଇ ବାଜି ମାରିଲେ ମୋକିମ୍

ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବିଜେଡି ପ୍ରାର୍ଥୀ ଦେବାଶିଷଙ୍କୁ ହରାଇ ବାଜି ମାରିଛନ୍ତି । ୩୭ ଶହରୁ ଅଧିକ ଭୋଟ୍‌ରେ ହରାଇଛନ୍ତି ମୋକିମ । ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଥିବା ସୂଚନା ଅନୁଯାୟୀ, ମୋକିମ୍‌ ୪୬,୨୦୭...

ନିଜ ନାଁ ଆଗରୁ କାହିଁକି ଚୌକିଦାର ଶଦ୍ଦ ହଟାଇଲେ ମୋଦି, ପଢନ୍ତୁ

ପ୍ରଧାନମନ୍ତ୍ରୀ ନୁହେଁ ନିଜକୁ ଦେଶର ଚୌକିଦାର ବୋଲି କହି ଖୁବ୍ ଗର୍ବ କରୁଥିବା ନରେନ୍ଦ୍ର ମୋଦି ଶେଷରେ ନିଜ ନାଁ ପୂର୍ବରୁ ଚୌକିଦାର ଶଦ୍ଦକୁ ଉଠାଇନେଇଛନ୍ତି । କେବଳ ନିଜେ ଉଠାଇ ନାହାଁନ୍ତି ଦଳର ଅନ୍ୟ ନେତା ଓ ମନ୍ତ୍ରୀମାନଙ୍କୁ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...