ଅଷ୍ଟ୍ରେଲିଆ ବ୍ରିସବେନ ସହରରେ ଗଣେଶ ପୂଜା: ଅନଲାଇନରେ ମନ୍ତ୍ରପାଠ କଲେ ଓଡିଆ ନନା
ସେପ୍ଟେମ୍ବର ୧୬ରେ ଖୁବ ଧୁମଧାମରେ ଆୟୋଜନ ହୋଇଥିଲା ଗଣେଶ ପୂଜା । ଓଡିଶା ତଥା ଓଡିଶା ବାହାରେ ବି ଗଜାନନଙ୍କ ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥିଲା । ତେବେ ଅଷ୍ଟ୍ରେଲିଆ ବ୍ରିସବେନ ସହରରେ କିଛି ଲୋକ ଏକତ୍ର ହୋଇ...
ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟ ନିଯୁକ୍ତ ଆମିକସ କ୍ୟୁରୀ: ଆନନ୍ଦବଜାରରୁ ହଟିଲା ଅବଢା ଦର ତାଲିକା
ଶ୍ରୀମନ୍ଦିରରେ ଆମିକସ କ୍ୟୁରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରସ୍ତାବ ଗୁଡିକ...
ମାଲକାନଗିରି ପାଇଁ ୭ଦିନିଆ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ସାମଦ୍ରିକ ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ମାଲକାନଗିରିର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କୋଲାବ ନଦୀର ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି । ଜିଲ୍ଲାର...
‘ପ୍ରହାର’ର ସଫଳ ପରୀକ୍ଷଣ
ଗୁରୁବାର ଦିନ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ପ୍ରହାର’ର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ୱରର ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର 3 ନମ୍ବର ଲଞ୍ଚିଂ ପ୍ୟାଡରୁ ମଧ୍ୟାହ୍ନ 1 ଟା 35 ରେ ମିସାଇଲ ପ୍ରହାରକୁ ପରୀକ୍ଷଣ କରାଯାଇଥିଲା...
ରାଜ୍ୟରେ ହାଇ ଆଲର୍ଟ ଜାରି : ସରକାରୀ ଛୁଟି ବାତିଲ କଲେ ଜିଲ୍ଲାପାଳ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଳୋନିକ୍ ଷ୍ଟ୍ରୋମ୍ ର ରୂପ ନେବାକୁ ଯାଉଛି । ଏହି ଝଡ଼ ବାତ୍ୟା ଯୋଗୁଁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି 5ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି...
ଜାମିନ ପାଇଲେ ଅଭିଜିତ୍
ଓଡିଶା ସଂସ୍କୃତି ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି । ୨୮ ତାରିଖ ପରେ...
ବରମୁଣ୍ଡା ବସଷ୍ଟାଣ୍ଡରେ ‘ସ୍ୱଚ୍ଛତା ହିଁ ସେବା: ସାମିଲ ହେଲେ ଧର୍ମେନ୍ଦ୍ର
‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ବରମୁଣ୍ଡା ବସଷ୍ଟାଣ୍ଡରେ ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଭିଯାନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ବିଜେପି ନେତାମାନେ ବସଷ୍ଟାଣ୍ଡରେ ଅଳିଆ ସଫା କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ...
ବାତ୍ୟାର ରୂପ ନେଉଛି ଲଘୁଚାପ: ମଧ୍ୟରାତ୍ରରେ ଝଡ ବାତ୍ୟାର ସମ୍ଭାବନା, ସାରା ରାଜ୍ୟରେ ପ୍ରବଳ ବର୍ଷା
ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଫଳରେ ଆଜି ମଧ୍ୟରାତ୍ରିରେ ଓଡିଶାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।...
ଶେଷ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ
ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି । ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା । ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ୧୨ଟି ବିଲ୍ ଗୃହରେ...
ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ: ଗିରଫ ହେଲେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ
ଓଡିଶା , କୋଣାର୍କ ମନ୍ଦିର ଓ ଓଡିଶାର ବିଧାୟକମାନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଶେଷରେ ଓଡିଶା ପୁଲିସ ନୂଆଦିଲ୍ଲୀର ନିଜାମ୍ମୁଦିନ ଥାନା ଅଞ୍ଚଳରୁ ଗିରଫ କରିଥିବା ସୁଚନା ମିଳିଛି । ଏନେଇ ଅଭିଜିତଙ୍କ ବନ୍ଧୁ...