36.6 C
Bhubaneswar
Tuesday, August 4, 2026
-Advertisement-

ଘର ଭିତରୁ ଉଦ୍ଧାର ହେଲା ୧୦ ଫୁଟର କିଙ୍ଗ୍ କୋବ୍ରା

ଉଦ୍ଧାର ହେଲା ୧୦ ଫୁଟ ଲମ୍ବର କିଙ୍ଗ୍ କୋବ୍ରା । ଆଜି ସକାଳୁ ଜଣଙ୍କ ଘର ଭିତରୁ ଉଦ୍ଧାର ହୋଇଛି ୧୦ ଫୁଟ ଲମ୍ବର କିଙ୍ଗ୍ କୋବ୍ରା । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପଣ୍ଡୁରାବାଡିର ଗାଁରେ...

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ସିବିଏସଇ ୱେବସାଇଟରେ ବର୍ତ୍ତମାନ ଏହି ରେଜଲ୍ଟ ଉପଲବ୍ଧ ହେଉଛି । ଚଳିତ ବର୍ଷ ୩୧ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୮.୧ଲକ୍ଷ ପୁଅ ଏବଂ ୧୨.୯...
video

ସ୍ଥାନାନ୍ତର ହେଉଛନ୍ତି ନୋଳିଆ

ସାମୁଦ୍ରିକ ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ସମୁଦ୍ର ତଟବର୍ତ୍ତି ଖାଲୁଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୁରୀ-କୋଣାର୍କ ମଧ୍ୟଭାଗ ବାଲୁଖଣ୍ଡରେ ବାତ୍ୟା ଲ୍ୟାଣ୍ଡଫଲ...

ଫନି ପାଇଁ ବାଲୁକା କଳା

ସମ୍ଭାବ୍ୟ ବାତ୍ୟା ଫନିକୁ ନେଇ ପୁରୀ ବେଳାଭୂମିରେ ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା କରିଛନ୍ତି । ଓଡିଶାକୁ ବିପଦ ମାଡି ଆସୁଥିବାବେଳେ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ସୁଦର୍ଶନ । ବାତ୍ୟା ଫନିକୁ...

ଫନିର ପ୍ରଭାବ: ଉଡିଗଲା ବଡ ଦେଉଳ ବାନା

ଧିରେ ଧିରେ ଓଡ଼ିଶା ମୁହାଁ ହେଉଛି ଫନି । ବଦଳୁଛି ପାଗ । ଅନେକ ସ୍ଥାନରେ ଆରମ୍ଭ ହୋଇଯାଇଛି ଝିପିଝିପି ବର୍ଷା । ତେବେ ପୁରୀରେ ଫନିର ପ୍ରଭାବ ଦେଖିବାକୁ ମିଳିଛି । ପବନରେ ଶ୍ରୀମନ୍ଦିରର ନୀଳଚକ୍ର ବାନା ଉଡ଼ିଯାଇଛି...
video

ଫନି ପାଇଁ ସଜାଗ

ମାଡି ଆସୁଛି ଫନି । ଘଣ୍ଟାକୁ ୧୪ କିଲୋମିଟର ବେଗରେ ଓଡିଶା ଆଡକୁ ମାଡି ଆସୁଛି । ଫନି ପ୍ରଭାବରେ ୨ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୩ ତାରିଖବେଳକୁ ପବନର ବେଗ ବଢିବା ଆରମ୍ଭ କରିବ ।...

ମାଲକାନଗିରିରେ ଶ୍ରମିକ ଦିବସ ପାଳିତ

ମାଲକାନଗିରି ଜିଲ୍ଲାରେ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହାଟପଦା ଠାରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଙ୍ଘଠନର ସଦସ୍ୟ ଓ ନେତା ଯୋଗ ଦେଇ ବୈଠକ କରିଥିଲେ । ଏହି ବୈଠକରେ ଶ୍ରମିକ ସଙ୍ଘଠନର ବହୁ ନେତା ଯୋଗ...

ଫନି ପାଇଁ ୧୧ ଆଇପିଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ସାମୁଦ୍ରିକ ବାତ୍ୟା ଫନି ପାଇଁ ୧୧ ଆଇପିଏସ ଅଫିସରଙ୍କୁ ମିଳିଛି ସ୍ୱତନ୍ତ୍ର ଦାୟିତ୍ୱ । ଯାଜପୁର ଜିଲ୍ଲା ପାଇଁ ଏସ.କେ.ଉପାଧ୍ୟାୟ ରହିବେ । ଜଗତସିଂହପୁର ପାଇଁ ପ୍ରାଣବିନ୍ଦୁ ଆଚାର୍ଯ୍ୟ । ଭଦ୍ରକ- ବିନୟତୋଷ ମିଶ୍ର । ଖୋର୍ଦ୍ଧା- ଆର.ପି.କୋଚେ ।...

ଫନି ପାଇଁ ୭୪ଟି ଟ୍ରେନ ବାତିଲ

ମାଡି ଆସୁଛି ଭୟଙ୍କର ବାତ୍ୟା ଫନି । ଫନି ପାଇଁ ବାତିଲ ହୋଇଛି ଟ୍ରେନ ସେବା । ୭୪ଟି ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ । ଭଦ୍ରକ-ବିଜୟନଗରମ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ । ୨ ତାରିଖ ସନ୍ଧ୍ୟାରୁ...

ମେ ୧୫ ଯାଏ ରାଜ୍ୟର ସମସ୍ତ ମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ

ବାତ୍ୟା ଫନି ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ମାଡ଼ି ଆସୁଛି । ତେଣୁ ସଜାଗ ରହିବା ସହ ସାମୁଦ୍ରିକ ଝଡ଼ ଫନି ଆସନ୍ତା ୩ତାରିଖ ଅପରାହ୍ନରେ ପୁରୀ ବାଲୁଖଣ୍ଡରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ରାଜ୍ୟରେ ଯେପରି...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...