ପିପିଲି ପଟ୍ଟନାଇକିଆ ଟ୍ରିପଲ ମର୍ଡର :୬ ଗିରଫ
ପିପିଲି ପଟ୍ଟନାଇକିଆ ଛକରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ବିଚ୍ ରାସ୍ତାରେ ତିନି ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ହତ୍ୟାକରୀ । ଦିନ ଦ୍ୱିପହରେ ଗୋଟିଏ ପରିବାରର ୩ ଭାଇଙ୍କୁ ବର୍ବୋରଚିତ...
ଚନ୍ଦ୍ର ଗ୍ରହଣ: କେଉଁ ରାଶି ପାଇଁ ଶୁଭଫଳ ଦେବ
ଜୁଲାଇ ୧୬ରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏହା ଚଳିତ ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସହ ବିଶ୍ୱର ଅଧିକାଶଂ ଅଞ୍ଚଳରେ ଦୃଶ୍ୟମାନ ହେବ । ଏହିଦିନ ମଙ୍ଗଳଗ୍ରହ ଦୀର୍ଘ ୧୫ ବର୍ଷ...
ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ପାଣିରେ ବୁଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ବଙ୍ଗଲା ଆବାସିକା ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ । ଘଟଣାକୁ ନେଇ ଆବାସିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରାଙ୍କ ପାଣିରେ...
୪୪ବର୍ଷପରେ ବିଶ୍ୱବିଜେତା ଇଂଲଣ୍ଡ
ଶେଷ ହୋଇଛି ଦ୍ୱାଦଶ କ୍ରିକେଟ ମହାକୁମ୍ଭ । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ କ୍ରିକେଟର ଉଦ୍ଭାବକ ଦେଶ ଇଂଲଣ୍ଡ ଚାମ୍ପିୟନ ହୋଇଛି । ଲଣ୍ଡନର ଐତିହାସିକ ଲଡର୍ସ ଷ୍ଟାଡିୟମରେ ଖେଳାଯାଇଥିବା ୨୦୧୯ ବିଶ୍ୱକପ୍ ର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ...
ଧାନ ରଖି ଧାରଣା
ଚାଷୀଙ୍କ ପିଛା ଛାଡୁନି ମଣ୍ଡି ସମସ୍ୟା । ଦିନକୁ ଦିନ ତେଜୁଛି ଚାଷୀ ଆନେ୍ଦାଳନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଚାରି ଛକରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ପ୍ରତିଶ୍ରୁତି ଦିଆଯାଇ ଧାନ ଉଠାନଯିବା ପ୍ରତିବାଦରେ ଚାଷୀମାନେ ରାସ୍ତାରେ...
ରସଗୋଲା ଦିବସ
ରାଜ୍ୟରେ ପ୍ରତିବର୍ଷ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ତିଥୀରେ ପାଳନ କରାଯାଏ ରସଗୋଲା ଦିବସ । ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରୁ ନୀଳାଦ୍ରି ବିଜେ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଉପହାର ଦେବା ବହୁ ପୁରାତନରୁ ଚାଲି ଆସୁଛି...
ସ୍ୱରରେ ଚିତ୍ରରେ ଜଗନ୍ନାଥ
ଓଡିଆ ଡିଜିଟାଲ ନ୍ୟୁଜ୍ ଚ୍ୟାନେଲ ତକ୍ଷକ ଟିଭି ଓ ସଂଭାବନାର ମିଳିତ ଆନୁକୁଲ୍ୟରେ ଜଗନ୍ନାଥେ ହୋ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବିଭାଗର ପିଲାମାନଙ୍କୁ ନେଇ ଜଗନ୍ନାଥ...
ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି
ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଘୋଷ ଯାତ୍ରା ଶେଷ ହୋଇଛି । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅୁଷ୍ଟିତ ହେବ । ପବିତ୍ର ଘୋଷଯାତ୍ରା ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ । ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ...
୨୦୨୩ ବିଶ୍ୱକପ୍ ଜିିତିବାକୁ ଭାରତ ପାଖରେ ସୁବର୍ଣ୍ଣ ସୁଯୋଗ
୨୦୧୯ ବିଶ୍ୱକପ୍ ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ପାଖରୁୁ ପରାସ୍ତ ହୋଇ ବିଦା ହେଲା ଚଳିତ ବିଶ୍ୱକପ୍ ର ପ୍ରମୁଖ ଦାବିଦାର କୁହାଯାଉଥିବା ଟିମ୍ ଇଣ୍ଡିଆ । ଯାହା ୧୩୩ କୋଟି ଭାରତୀୟଙ୍କ ଆଶାକୁ ଧୂଳିସାତ କରିଦେଇଥିଲା । କିନ୍ତୁ ୨୦୨୩ରେ...

















