ଫନି ପାଇଁ ଚିଲିକା ମନା
ମାଡି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି । ବର୍ତ୍ତମାନ ଓଡ଼ିଶା ମୁହାଁ ହୋଇଛି ଫନି। ଫନି ପାଇଁ ଚିଲିକାକୁ ଆସନ୍ତା ୫ ଯାଏଁ ଡଙ୍ଗା ଯିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ...
ଉପକୂଳବର୍ତ୍ତି ଇଲାକାରେ ଭୟର ବାତାବରଣ
ସମୁଦ୍ର ଅଶାନ୍ତ । ବେଳାଭୂମିର ଏ ଭୀମକାନ୍ତ ରୂପ, ଭୟଙ୍କର ରୂପ ନେଇ ମାଡି ଆସୁଥିବା ଫନିର ପୂର୍ବାଭାସ । ଫନି ଗତିପଥ ବଦଳାଇବା ପରେ ଓଡିଶା ଉପକୂଳବର୍ତ୍ତି ଇଲାକାରେ ଭୟର ବାତାବରଣ । ବିଶେଷ କରି ସମୁଦ୍ରକୂଳରେ ରହୁଥିବା...
ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ
କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ଅଜଣା ନମ୍ବରରେ ହ୍ୱାଟସଆପ ନମ୍ବରରେ ମେସେଜ କରି କେହି ଧମକ ଦେଇଛି । ୧୦ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବେ ବୋଲି ଧମକ ଆସିଛି । ଏହି ଘଟଣା...
ହାତରେ ଗରା, ବାଲ୍ଟି ଧରି ବିକ୍ଷୋଭ ପ୍ରଦର୍ଶନ
ରାୟଗଡାଜିଲ୍ଲା ପିତାମହଲ ପଞ୍ଚାୟତରେ ଉକôଟ ଜଳାଭାବ ଦେଖାଦେଇଛି । ଦୀର୍ଘବର୍ଷ ଧରି ଲାଗିରହିଥିବା ଉକôଟ ଜଳାଭାବକୁ ନେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଜଳସମସ୍ୟାନେଇ ଅଭିଯୋଗ କରି ବିଫଳ ହେବାପରେ ଗ୍ରାମର ଶତାଧିକ ମହିଳା ହାତରେ ଗରା, ବାଲ୍ଟି ଧରି ପ୍ରଥମେ...
ନାମାଙ୍କନ ଦାଖଲ କଲେ ସାବିତ୍ରୀ
ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ଦଳ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ମଇଦାନକୁ ଓହ୍ଲାଇଛି । ଏନେଇ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପାଟକୁରାରେ ସାବିତ୍ରୀ...
ମୁକ୍ତ ଓ ଅବାଧ ଉପରେ ପ୍ରଶ୍ନବାଚୀ
୨୯ ତାରିଖରେ ଚତୁର୍ଥ ପର୍ୟ୍ୟାୟ ଭୋଟ ସହ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି. ମତଦାନ ବେଳେ କିଛି ଅସାଧୁ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି. ମାତ୍ର ଭୋଟ ସରିବା ପରେ...
ମଦ ନେଉଛି ମୁଣ୍ଡ, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି
ବିଷାକ୍ତ ମଦ ପିଇ 6ମୃତ ଅନେକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟରେ । ପୀରହାଟ ଅଞ୍ଚଳର ଦୌଲତପୁର ପଞ୍ଚାୟତର ନିମେଇ ସାହିରେ ଗତକାଲି ଭୋଟ ଗ୍ରହଣ ଶେଷ ହେବା...
ଘଣ୍ଟାକୁ ୧୬ କିମି ବେଗରେ ଆସୁଛି ‘ଫନି’, ଓଡିଶା ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍
ଭୟ ବଢାଉଛି ବାତ୍ୟା ଫନି । ମେ ୩ତାରିଖ ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ଫନି । ଏନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ...
ଓଡିଶା ମୁହାଁ ଫନି, ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ
ସାମୁଦ୍ରିକ ଘୁର୍ଣ୍ଣିବାତ୍ୟା ଫନି ଉଗ୍ର ରୂପ ନେଉଛି । ବର୍ତ୍ତମାନ ଓଡ଼ିଶା ମୁହାଁ ହୋଇଛି ଫନି । ଭଦ୍ରକ, ବାଲେଶ୍ୱରରେ ବାତ୍ୟା ଫନି ଲ୍ୟାଣ୍ଡଫଲ କରିପାରେ । ଏନେଇ ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଓଡ଼ିଶା...
ସରିଲା ଭୋଟ, 23କୁ ଅପେକ୍ଷା
ସରିଲା ନିର୍ବାଚନ.
ଚତୁର୍ଥ ପର୍ଯ଼୍ୟାୟ ମତଦାନ ସହ ଶେଷ ହୋଇଛି 2019 ନିର୍ବାଚନ ପରୀକ୍ଷା.
ନିର୍ବାଚନକୁ ନେଇ ଭୋଟର ଦେଇଥିବା ସେମାନଙ୍କ ରାୟ କଏଦ ହୋଇଛି ଇଭିଏମରେ.
ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା. 6ଟି ଲୋକସଭା ନିର୍ବାଚନମଣ୍ଡଳୀ...









