29.2 C
Bhubaneswar
Tuesday, August 4, 2026
-Advertisement-
video

ସରକାରୀ ଜମି ଫେରାଇ ଆଣିବାକୁ ଉଦ୍ୟମ

ସରକାରୀ ଜମି ଅଭାବ ଯୋଗୁ ମେଡିକାଲ କଲେଜ ଠାରୁ ଆରମ୍ଭ କରି ଏୟାର ଷ୍ଟ୍ରିପ ପର୍ଯ୍ୟନ୍ତ ଅନେକ ବଡ ବଡ ଯୋଜନା ରାୟଗଡାରେ ହୋଇ ପାରୁନଥିବା ବେଳେ ଚିନି ଶିଲ୍ପ ନାଁରେ ସରକାରୀ ଜମି ହଡପ ହେଉଥିବା ଅଭିଯୋଗ ହୋଇଛି....

ବଜାରକୁ ଆସିବ ନୂଆ କୋଡିଏ ଟଙ୍କିଆ ନୋଟ୍

ବଜାରକୁ ଆସିବ ନୂଆ କୋଡିଏ ଟଙ୍କିଆ ନୋଟ୍. ରିଜର୍ଭ ବ୍ୟାଙ୍କ ଅଫି ଇଣ୍ଡିଆ ଖୁବ୍ ଶୀଘ୍ର ନୂଆ 20 ଟଙ୍କିଆ ନୋଟ୍ ଛାଡିବା ପାଇଁ ପ୍ରସ୍ତୁତ ହୋଇଛନ୍ତି. ସବୁଜ ଓ ହଳଦିଆ ରଙ୍ଗର ଏହି ନୋଟରେ ମହାତ୍ମା ଗାନ୍ଧୀଙ୍କ ଛବି...
video

ରେମୁଣା ସମାବେଶରେ ରାହୁଲ

ବାଲେଶ୍ବର ରେମୁଣା ସମାବେଶରେ ନିର୍ବାଚନ ପ୍ରଚାର କରିଛନ୍ତି ଏଆଇସିସି ସଭାପତି ରାହୁଲ ଗାନ୍ଧି. ସରକାରକୁ ଆସିଲେ ସର୍ଜିକାଲ ଷ୍ଟ୍ରାଇକ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା, ଗରିବଙ୍କୁ ଭତ୍ତା ଦେବା, ବେକାରୀ...

ଦୁଇ ଭଉଣୀଙ୍କୁ ଧର୍ଷଣ ଅଭିଯୋଗରେ ଆଶାରାମଙ୍କ ପୁଅ ଦୋଷୀ ସାବ୍ୟସ୍ତ

ଦୁଇ ଭଉଣୀଙ୍କୁ ଧର୍ଷଣ କରିଥିବା ମାମଲାରେ ତଥାକଥିତ ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି. ସୁରତର ଏକ ଅଦାଲତ ନାରାୟଣଙ୍କ ମାମଲାର ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆସନ୍ତା ୩୦...

ଆସୁଛି ବାତ୍ୟା ‘ଫାନୀ’, ଓଡିଶାକୁ ପ୍ରଭାବିତ କରିବନି

ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି. ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନର ରୂପ ନେବ. ଚେନ୍ନାଇରୁ ୧୪୯୦କିଲୋମିଟର ଏବଂ ମଛଲିପଟନମରୁ ୧୭୬୦...
video

ଚତୁର୍ଥ ପର୍ଯ୍ୟାୟରେ ବାପପୁଅ ସବୁଠୁ ଧନୀ ପ୍ରାର୍ଥୀ

ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା 334 ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଇଲେକ୍ସନ ଓ୍ବାଚ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ ପ୍ରାର୍ଥୀ. ନିରଞ୍ଜନ...
video

ଦୁବାଇରେ ଉତ୍କଳ ଦିବସ ପାଳନ

ଦୁବାଇରେ ଦୁବାଇ ଓଡିଶା ସମାଜ ମହାଆଡମ୍ବରରେ ପାଳନ କରିଛି ଉତ୍କଳ ଦିବସ । ୨୦୧୦ରୁ ଦୁବାଇରେ ପାଳିତହୋଇ ଆସୁଥିବା ଉତ୍କଳ ଦିବସ ଦଶମ  ବାର୍ଷିକ ସମାରୋହ ପାଳନ କରିଛି ।  ଦୁବାଇସ୍ଥିତ ହରିଜନ ଇଣ୍ଟରନ୍ୟାସନାଲ ସ୍କୁଲରେ ଆୟୋଜିତ ଏହି ସମାରୋହରେ...
video

ନବୀନଙ୍କୁ ଟାର୍ଗେଟ କଲେ ପ୍ରକାଶ ମିଶ୍ର

ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ ଓଡିଶାର ଜନସାଧାରଣଙ୍କୁ ମିଥ୍ୟା ତଥ୍ୟ ଦେବା ଏବଂ ନିଜ ସରକାରଙ୍କର ଦୋଷ ଦୁର୍ବଳତା ଲୁଚାଇବାରେ ପାରଙ୍ଗମ ବୋଲି ବିଜେପିର ଲୋକସଭା ପାର୍ଥୀ ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି...
video

ଜନଜାତି ସମ୍ପ୍ରଦାୟ ପିଲାଙ୍କ ପାଇଁ ସବୁକିଛି ସାନ୍ତନୁ ଅପା

ସକାଳ ହେଲେ ଅନ୍ଧାରି ଇଲାକାରେ ଶୁଭେ ଅ, ଆ ଆଉ ପଣିକିଆର ଶଦ୍ଦ । ମଳି ମସିଆ ସାର୍ଟ ପ୍ୟାଣ୍ଟ ପିନ୍ଧି ବହିବସ୍ତାନୀ ଧରି ପିଲାମାନେ ହାଜର ହୋଇଯାନ୍ତି ସାନ୍ତନୁ ଅପା ସ୍କୁଲରେ । ସାନ୍ତନୁ ଅପା ସ୍କୁଲରେ ପିଲାଏ...

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମିଥୁନ୍

ଗୁରୁବାର ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍‌ ସୁପର ଷ୍ଟାର ମିଥୁନ ଚକ୍ରବର୍ତ୍ତୀ । ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ମିଥୁନ । ତାଙ୍କ ସହ ତାଙ୍କର...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...