ପାଟଣାଗଡ଼ ପାର୍ସଲ ବୋମା ଘଟଣା : ପୁଞ୍ଜିଲାଲଙ୍କ ବିରୋଧରେ 300 ପୃଷ୍ଠାର ଚାର୍ଜସିଟ୍ ଦାଖଲ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ପାଟଣାଗଡ଼ ଏସ୍ଡିଜେଏମ କୋର୍ଟରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ । ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ...
ବଦଳିଲେ ସାତଟି ରାଜ୍ୟର ରାଜ୍ୟପାଳ
କେନ୍ଦ୍ର ସରକାରଙ୍କ ଦ୍ୱାରା ମଙ୍ଗଳବାର ସାତଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାତଟି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀରର ନୂଆ ରାଜ୍ୟପାଳ ଭାବେ...
ହାର୍ଦ୍ଦିକଙ୍କ ଅନଶନରେ ଲାଗିଲା ଗ୍ରହଣ, ସରକାର ଲଗାଇଲେ 144 ଧାରା
ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଦ୍ୱାରା 25 ଅଗଷ୍ଟକୁ ଆରମ୍ଭ ହେବାକୁ ଥିବା ଅନିଶ୍ଚିତକାଳୀନ ଅନଶନରେ ଲାଗିଲା ଗ୍ରହଣ । ଅପିଲ୍ ସତ୍ତ୍ୱେ ସରକାର ହାର୍ଦ୍ଦିକ ପଟେଲଙ୍କୁ ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ଅନଶନ କରିବା ପାଇଁ ଅନୁମତି ଦେଲେନାହିଁ ।...
‘ଅଟଳ ନଗର’ ନାଁ ରେ ନୂଆ ପରିଚୟ ପାଇଲା ଛତିଶଗଡ଼ର ନୂଆ ରାୟପୁର
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଦେଇ ନୂଆ ରାୟପୁରକୁ ‘ଅଟଳ ନଗର’ ନାମରେ ନାମିତ କରାଯିବ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ।
ନ୍ୟୁ ରାୟପୁର ସହର ଛତିଶଗଡ଼ର ରାଜଧାନୀ ହେବାର ପ୍ରସ୍ତାବ...