ଲୋକସଭା ନିର୍ବାଚନ ଲଢିବେ ସେହ୍ୱାଗ !
ମୁଣ୍ଡ ଉପରେ ଲୋକସଭା ନିର୍ବାଚନ. ଏହାକୁ ଦୃଷ୍ଟିରେ ରଖି କିଏ କିପରି ଭୋଟ ହାତେଇବ ସେ ନେଇ ଏବେ ସବୁ ଦଳ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି. ଲୋକମାନଙ୍କୁ ପ୍ରଲୋଭିତ କରିବା ପାଇଁ ନେତାମାନେ ବଲିଉଡ ଷ୍ଟାରଙ୍କୁ ମଧ୍ୟ ଟିକେଟ...
ନୋଏଡା ମେଟ୍ରୋ ହସ୍ପିଟାଲରେ ଅଗ୍ନିକାଣ୍ଡ
ଗୁରୁବାର ନୋଏଡାର ମେଟ୍ରୋ ହସ୍ପିଟାଲରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି. ସୂଚନା ଅନୁସାରେ, ନୋଏଡାର ସେକ୍ଟର 12ସ୍ଥିତ ହସ୍ପିଟାଲରେ ମଧ୍ୟାହ୍ନ ସମୟରେ ନିଆଁ ଲାଗିଥିଲା. ଫଳରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଝରକା ଭାଙ୍ଗି ଦୌଡିବାକୁ ଲାଗିଥିଲେ. ପରେ...
ମନର କଥା କହିବେ ପ୍ରେମୀ ଯୁଗଳ
ରଂଗ ଭିତରେ ନାଲି ରଂଗ ହେଉଛି ସବୁଠୁ ଖାସ୍. କାରଣ ଏହି ନାଲି ରଂଗ ହେଉଛି ପ୍ରେମର ପ୍ରତୀକ. ଆଉ ଯଦି ରୋଜ୍ ଡେ'ରେ କିଏ ଆପଣଙ୍କୁ ଗୋଟିଏ ଗୋଲାପ ଫୁଲ ଉପହାର ଦେଉଛି, ତାହେଲେ ଆପଣ ବୁଝିଯିବେ ଯେ,...
ଜଣେ ମୁସଲିମ୍ ମହିଳାଙ୍କ ନିର୍ଯାତନାର କାହାଣୀ
ରୀତି-ନୀତି ଓ ପରଂପରା ନାଁରେ ଯୌନ ନିର୍ଯାତନା. ଜଣେ ବିବାହିତା ମହିଲାଙ୍କୁ କେତେବେଳେ ନିଜ ଶଶୁରଙ୍କ ସହ ତ ଆଉ କେତେବେଳେ ଦିଅରଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରାଯାଉଛି. ସ୍ବାମୀ ତିନ୍ ତଲାକ କହି ଛାଡପତ୍ର (ଡିଭୋର୍ସ)...
୧୦ ମାଓବାଦୀ ସଫା
ଛତିଶଗଡ଼ ପୁଲିସକୁ ବଡ଼ ସଫଳତା । ପୋଲିସ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଂଟରରେ ୧୦ ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ଆଜି ଛତିଶଗଡ ବିଜାପୁରରେ ନକ୍ସଲମାନେ ଲୁଚିଥିବା ସୁରକ୍ଷାକର୍ମୀମାନେ କୌଣସୀ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଭୈରମଗଡ ଜଙ୍ଗଲରେ ଆରମ୍ଭ...
ବଡ ନିଷ୍ପତ୍ତି : ରେପୋ ରେଟ୍ ହ୍ରାସ କଲା ଆରବିଆଇ
ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ହେବାର ଦୁଇମାସ ମଧ୍ୟରେ ବଡ ନିଷ୍ପତ୍ତି. ରେପୋ ରେଟ୍ ହ୍ରାସ କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି. ଆରବିଆଇ ରେପୋ ରେଟ 6.5 କୁ ହ୍ରାସ କରି 6.25 ପ୍ରତିଶତ କରିଛି,...
ମହଙ୍ଗା ପଡିବ କୁମାରୀତ୍ବ ପରୀକ୍ଷା
ଏଣିକି ମହଙ୍ଗା ପଡିବ ମହିଳାଙ୍କ ଭର୍ଜିନିଟି ଟେଷ୍ଟ. ଏବେ ମହାରାଷ୍ଟ୍ରରେ କୌଣସି ମହିଳାଙ୍କୁ ଭର୍ଜିନିଟି ଟେଷ୍ଟ କରାଇବା ପାଇଁ ବାଧ୍ୟ କଲେ ଉକ୍ତ ବ୍ୟକ୍ତିଙ୍କୁ ମିଳିବ କଠିନରୁ କଠିନ ଦଣ୍ଡ. ମହାରାଷ୍ଟ୍ରର କିଛି ଜାଗାରେ ଏମିତି କିଛି ପରମ୍ପରା ଅଛି,...
ଆଇସିୟୁରେ ସୋନୁ ନିଗମ
ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଏବେ ଆଇସିୟୁରେ. ତାଙ୍କର ଏପରି ଏକ ଆଲର୍ଜି ହୋଇଛି, ଯେଉଁଥିପାଇଁ ସେ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି. ଏହି କଥା ସୋନୁ ନିଜେ ଇନଷ୍ଟ୍ରାଗ୍ରାମରେ କହିଛନ୍ତି. ନିଜର ଦୁଇଟି ଫଟୋ ସୋନୁ ଶେୟାର...
ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ
ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟାକୁ ନେଇ ଗୁରୁବାର ବିଧାନସଭା ଘେରିଛି ବିଜେପି ଯୁବ ମୋର୍ଚ୍ଚା । ରାଜଧାନୀ ରାଜରାସ୍ତାରେ ନିଜର ଶକ୍ତି ଦେଖାଇଛି ଯୁବ ମୋର୍ଚ୍ଚା । କର୍ମୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଆନେ୍ଦାଳନରେ ସାମିଲ ହୋଇଥିଲେ...


















