ଦିଦି ମିଛ କହିଲେ
ପଶ୍ଚିମବଙ୍ଗରେ ସିବିଆଇକୁ ନେଇ ଚାଲିଥିବା ଝାମେଲାରେ ତାଙ୍କ ସହ ଟିଏମସିର କେହି ଯୋଗାଯୋଗ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ପଷ୍ଟ କରିଛନ୍ତି. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ....
ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ଟି-20
ବିଦେଶୀ ମାଟିରେ ଗତ ତିନି ମାସ ମଧ୍ୟରେ ସଫଳତା ହାସଲ କରିଥିବା ଭାରତୀୟ ଟିମ ବୁଧବାର ଟି-20 ମ୍ୟାଚ ଖେଳିବ. ଟି-20 ସିରିଜ କବଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତୀୟ ଦଳ. ଭାରତୀୟ ସମୟ ଅନୁସାରେ ଦିନ 12.30ରେ...
ପୁନଃ ପରୀକ୍ଷା ପାଇଁ ଦାବି
ଜାନୁୟାରୀ 20 ତାରିଖରେ ହୋଇଥିବା ଏଏସଓ ପରୀକ୍ଷାକୁ ନେଇ ରାସ୍ତାକୁ ଓହ୍ଲାଇଛି ଆଶାୟୀ ଛାତ୍ରଛାତ୍ରୀ ପରିଷଦ. ଓପିଏସସି ଦ୍ୱାରା ପରିଚାଳିତ ହେଉଥିବା ଏଏସଓ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା କହିଛି ଏହି ପରିଷଦ. ଏଥିପାଇଁ ପୁନଃ ଏଏସଓ ପରୀକ୍ଷା କରାଯାଉ...
ପୋଲିସ କବଜାରେ ଗଞ୍ଜେଇ ବେପାରୀ
ଚୋରାରେ ଗଞ୍ଜେଇ ବେପାର କରୁଥିବା ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ. ମାଲାକାନଗିରି ଜିଲ୍ଲା ବାଲିମେଳାଠାରେ ଅର୍କେଲ ପୋଲିସ ଉକ୍ତ ମାଫିଆକୁ କେବେଠାରୁ ଖୋଜୁଥିଲା. ମାତ୍ର ସେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା. ସୂଚନାଯୋଗ୍ୟଯେ, ଗତ ନଭେମ୍ବର...
ଆଦିତ୍ୟନାଥଙ୍କ ଶିବିରରେ ଅଗ୍ନିକାଣ୍ଡ
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଘଟିଛି ଅଗ୍ନିକାଣ୍ଡ. ମଙ୍ଗଳବାର ସେକ୍ଟର 14ସ୍ଥିତ ନାଥ ସଂପ୍ରଦାୟ ଶିବିରରେ ନିଆଁ ଲାଗିଯାଇଛି. ଫଳରେ 2ଟି ଟେଣ୍ଟ ସଂପୂର୍ଣ୍ଣରୂପେ ପୋଡି ପାଉଁଶ ହୋଇଯାଇଛି. ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା. ସର୍ଟସର୍କିଟ...
ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିବେ ଆମିକସ କ୍ୟୁରି
ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଚଳିତ ମାସ ୨୨ଓ ୨୩ରେ ପୁରୀ ଆସିବେ । ମଙ୍ଗଳବାର ସୁପ୍ରିମକୋର୍ଟ ଆମିକସକ୍ୟୁରୀଙ୍କୁ ପୁରୀ ଶ୍ରୀମନ୍ଦିର ଯାଇ ରିପୋର୍ଟ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିବାକୁ...
7ରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା
ଆସନ୍ତା 7 ତାରିଖରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା. ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ. 19 ବର୍ଷ ଧରି ବିଜେଡି ସରକାର ଶାସନରେ ରହିଥିଲେ ବି ଯୁବକ...
ମୃତଦେହ ଜବତ
ବଲାଙ୍ଗିର ଜିଲ୍ଲା ଗୋଳାବାରୁଦ କାରଖାନା ଅଞ୍ଚଳରେ କଲରାପତରିଆ ବାଘର ମୃତଦେହ ଜବତ କରାଯାଇଛି । ବାର୍ହା ଶିକାର ପାଇଁ ବସା ଯାଇଥିବା ଫାଶରେ ପଡି ବାଘଟି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି...
ରାଜ୍ୟରେ ‘ଭାରତ କେ ମନ୍ କି ବାତ୍’
ମୋଦି ସରକାର ଆରମ୍ଭ କରିଥିବା ‘ଭାରତ କେ ମନ୍ କି ବାତ୍’ ଅଭିଯାନ ଏବେ ଓଡିଶାରେ ଆରମ୍ଭ ହୋଇଛି. ଏଥିରେ ବିଜେପି ସରକାର ଜନତାଙ୍କ ପାଇଁ କେଉଁ ପ୍ରକାର ସୁବିଧା ଉପଲବ୍ଧ କରାଉଛନ୍ତି ତାହା ବର୍ଣ୍ଣନା କରାଯାଇଛି. ‘ସବକା ସାଥ...
ପୁଣି ବିବାହ କରିବେ ରଜନୀକାନ୍ତଙ୍କ ଝିଅ
ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବେ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା. ଏ ନେଇ ସେ ନିଜେ ସୋମବାର ଟ୍ୱିଟ କରି ଜଣାଇଛନ୍ତି. ଅଭିନେତା ତଥା ବ୍ୟବସାୟୀ ବିଶାଗନ ବନଙ୍ଗମୁଡିଙ୍କୁ ସୌନ୍ଦର୍ଯ୍ୟା ବିବାହ କରିବେ ବୋଲି ସୂଚନା ମିଳିଛି. ଫେବୃୟାରୀ...


















