ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନବାଣ
କୋଲ୍ ବ୍ଲକ୍ ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତିକୁ କେନ୍ଦ୍ର କରି ନବୀନହ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ଏହାକୁ ନେଇ ଗୁରୁବାର ସେ ନବୀନଙ୍କୁ ତିନୋଟି ପ୍ରଶ୍ନବାଣ କରିଛନ୍ତି. ପ୍ରଥମରେ ଖଣି ଲିଜ ଦିଆଯାଇଥିବା ମହାରାଷ୍ଟ୍ରର ଜି.ଡି ଡାଗା କିଏ...
ବିଜେପିରେ ମିଶିଲେ ବିଦୁସ୍ମିତା, ଅଖିଳ
ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ସବୁଦଳରେ ଏବେ ଚାଲିଛି ମିଶ୍ରଣ ପର୍ବ । ଏହିକ୍ରମରେ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ଅଖିଳ ଓ ଅଭିନେତ୍ରୀ ବିଦୁସ୍ମିତା । ଏହାସହ ଗୁରୁବାର...
ମାସୁଦ ପାଇଁ ପାକିସ୍ତାନ ରଖିଲା ସର୍ତ୍ତ
ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ସଦସ୍ୟ ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ସବୁ ରାଷ୍ଟ୍ର ଚେଷ୍ଟା କରୁଥିବା ବେଳେ ଚୀନ ବାରମ୍ବାର ତାକୁ ରକ୍ଷା କରିଆସୁଥିଲା. ଏହାକୁ ନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ...
ସୁରକ୍ଷା କର୍ମୀଙ୍କ ଗୁଳିରେ ପୁଣି ଟଳିରେ 3 ଆତଙ୍କବାଦୀ
ଜମ୍ମୁ କଶ୍ମୀର ସୋପିଆନ ଅଞ୍ଚଳରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଗୁରୁବାର ସକାଳ ସମୟରେ କଶ୍ମୀରର କେଲାର ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା. ସେହି ଅଞ୍ଚଳରେ କିଛି...
ବିଜେପିକୁ ଫେରିଲେ ବିଜୟ ମହାପାତ୍ର
ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର . ଗତବର୍ଷ ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଦଳରୁ ଇସ୍ତଫା ଦେଇଥିଲେ. ଏହାପରେ ବିଜୟ ବିଜେଡି କିମ୍ବା କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା. କିନ୍ତୁ...
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗୁରୁବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି. ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ...
ବାବାଙ୍କୁ ମିଳିଲାନି ଟିକଟ୍
ଗେରୁଆ ପୋଷାକ ଓ ହାତରେ ନାଲି ବାଡି ଧରି ଲଗାତର ପାଞ୍ଚଥର ଭୁବନେଶ୍ୱର ଲୋକସଭା ଆସନରୁ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଏଥର ମିଳିଲାନି ଟିକଟ । ବାବାଙ୍କ ଟିକଟ କାଟିବାକୁ ବହୁ ଆଗରୁ ଦଳ ନିଷ୍ପତ୍ତି...
ବିଜେଡିର ଲୋକସଭା,ବିଧାନସଭା ପ୍ରାର୍ଥୀ ତାଲିକା
ଭୁବନେଶ୍ୱର- ଅରୂପ ପଟ୍ଟନାୟକ
ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ
ସମ୍ବଲପୁର-ନଳୀନି ପ୍ରଧାନ
କେନ୍ଦ୍ରାପଡା-ଅନୁଭବ ମହାନ୍ତି
ଯାଜପୁର-ଶର୍ମିଷ୍ଠା ସେଠୀ
ବାଲେଶ୍ୱର-ରବୀନ୍ଦ୍ର ଜେନା
ମୟୁରଭଞ୍ଜ-ଡାକ୍ତର ଦେବାଶିଷ ମାରାଣ୍ଡି
ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା
ବ୍ରହ୍ମଗିରୀ-ସଞ୍ଜୟ ଦାଶବର୍ମା
ସତ୍ୟବାଦୀ-ଉମାକାନ୍ତ ସାମନ୍ତରାୟ
ରଣପୁର-ସତ୍ୟ ନାରାୟଣ...
ଶଙ୍ଖ ଧରିଲେ ସୁବାସ
ବିଜେଡିରେ ଯୋଗଦେଲେ ସୁବାସ ଚୌହାନ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁବାସ । ସୁବାସଙ୍କୁ ଦଳରେ ଭଲ ସ୍ଥାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମଙ୍ଗଳବାର...
ନିର୍ବାଚନ ଲଢିବେନି ପ୍ରଭାତ ବିଶ୍ୱାଳ
ନିର୍ବାଚନ ଲଢିବେନି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି ପ୍ରଭାତ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ଚିଠିରେ ସ୍ପଷ୍ଟ...










