ପଦ୍ମରୁ ଟିକେଟ ନେଇ ଶଙ୍ଖ ଫୁଙ୍କିଲେ ଭାଗିରଥୀ
ବିଜେପିକୁ ଝଟକା । କେନ୍ଦୁଝର ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ଯାହା ଉପରେ ଆଶା ରଖିଥିଲା ସେ ଏବେ ବିଜେଡିରେ ଯୋଗ ଦେଇଛନ୍ତି । ଆନନ୍ଦପୁରର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ...
ବଡଗାମରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିହତ
ପୁଣି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଜମ୍ମୁ କଶ୍ମୀରର ବଡଗାମ ଜିଲ୍ଲାରେ ସର୍ଚ୍ଚ ଅପରେସନ ସମୟରେ ଏହି ଗୁଳି ବିନିମୟ ହୋଇଛି. ଫଳରେ 2 ଆତଙ୍କବାଦୀ ନିହତ ହୋଇଥିବା ବେଳେ 4...
୭ଟି ଲୋକସଭା ଏବଂ ୨୦ଟି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା
ପୁରୀ-ସତ୍ୟପ୍ରକାଶ ନାୟକ
କେନ୍ଦ୍ରାପଡା- ଧରଣୀଧର ନାୟକ
କେନ୍ଦୁଝର-ଫକୀର ମୋହନ ନାୟକ
ବାଲେଶ୍ୱର-ନବଜ୍ୟୋତି ପଟ୍ଟନାୟକ
ଭଦ୍ରକ- ମଧୁମିତା ସେଠୀ
ଢେଙ୍କାନାଳ- କାମାକ୍ଷା ପ୍ରସାସ ସିଂହଦେଓ
ଜଗତସିଂହପୁର-ପ୍ରତିମା ମଲ୍ଲିକ
୨୦ଟି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା
ତେଲକୋଇ- ମୋହନ ହେମ୍ବ୍ରମ
ପାଟଣା- ଗୋପେଶ୍ୱର ନାଏକ
ଯଶୀପୁର-ମହେନ୍ଦ୍ର ନାଏକ
ଉଦଳା- ବେଣୁଧର ମହାପାତ୍ର
ବାରିପଦା- ଦଶରଥ ସିଂହ
ଭୋଗରାଇ-ସତ୍ୟଶିବ...
ରାଜଧାନୀରେ ଗହଣା ଦୋକାନରୁ ଲୁଟ
ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରର ଏର ଗହଣା ଦୋକାନରୁ ଲୁଟ ହୋଇଛି. ଲୁଟେରାମାନେ 30 ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି. ସୂଚନା ଅନୁସାରେ, ଏହି ଲୁଟ ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ଗହଣା ଦୋକାନରୁ...
ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
ବାଲେଶ୍ୱର ଜିଲ୍ଲାରେ ଜଣେ 5 ବର୍ଷର ଶିଶୁ କନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି. ଶିଶୁ କନ୍ୟାର ମୃତ୍ୟୁ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି. ସୂଚନା ଅନୁସାରେ, ବସ୍ତା ଥାନା ଅନ୍ତର୍ଗତ ଶିଆଳିପଦା...
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମୋହନ ଜେନା
ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା. ନିଜ ଇସ୍ତଫା ପତ୍ରକୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି. ଇସ୍ତଫା ପତ୍ରରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରି ଦଳ ତାଙ୍କୁ...
ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ପ୍ରଶ୍ନ ବାଣ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.କୋଲ୍ ବ୍ଲକ୍ ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ନବୀନଙ୍କୁ. ପ୍ରଥମ ପ୍ରଶ୍ନ ଖଣି ଲିଜ ଦିଆଯାଇଥିବା ମହାରାଷ୍ଟ୍ରର ଜି.ଡି ଡାଗା କିଏ ? ଦ୍ୱିତୀୟ ପ୍ରଶ୍ନ...
ଷ୍ଟେସନ ପାଖରୁ ଲେମ୍ବୁ ସରବତ ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ସାଧାରଣତଃ ଖରାଦିନେ ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି. ଶୋଷ ମେଣ୍ଟାଇବାକୁ ଯାଇ ସମସ୍ତେ ଯେଉଁଠି ନାଇଁ ସେଇଠି ଲେମ୍ବୁ ସରବତ ଓ ବିଭିନ୍ନ ପ୍ରକାର ଜୁସ ପିଇଥାନ୍ତି. ହେଲେ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ପାଇଁ...
କାରରୁ ଜବତ ହେଲା 10 ଲକ୍ଷ
ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଜବତ ହୋଇଛି 10 ଲକ୍ଷ ଟଙ୍କା. ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୋତାପେଟ ନିକଟରେ ଏକ କାରରୁ 10 ଲକ୍ଷ ଟଙ୍କା ଜବତ କରିଛି ଫ୍ଲାଇଙ୍ଗ ସ୍କ୍ୱାର୍ଡ . ଏଥିରେ ଜଣଙ୍କୁ...
ରାୟଗଡାରେ କଂଗ୍ରେସର ପ୍ରାର୍ଥୀ ଚୟନ
ସାଧରଣ ନିର୍ବାଚନ ପାଇଁ ଏବେ ରାଜନୀତିରେ ଉଷ୍ମତା ଜୋର ଧରିଲାଣି. ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲାରେ କଂଗ୍ରେସ ଦଳ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିଛି. କଂଗ୍ରେସ କମିଟି ଓ ଏଆଇସିସିଙ୍କ ଦ୍ୱାରା ପ୍ରାର୍ଥୀ ଚୟନ କରାଯାଇଛି. ତେବେ ଏହାପୂର୍ବରୁ...









