ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ପାଇଁ ଚାଲିଛି ଛକାପଞ୍ଝା
କେନ୍ଦ୍ରରେ ମୋଦି ସରକାର ଦେଶବାସୀଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଆରମ୍ଭ କରିଥିବା ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ପାଇଁ ଚାଲିଛି ଛକାପଞ୍ଝା । ଆୟୁଷ୍ମାନ ଯୋଜନାକୁ ନିର୍ବାଚନର କିଛିମାସ ପୂର୍ବରୁ ଲାଗୁ କରିଥିଲେ କେନ୍ଦ୍ର ସରକାର । କିନ୍ତୁ...
ସରକାରୀ ବାବୁଙ୍କ ପ୍ରଶଂସନୀୟ କାମ
ଲାଲ କରିଡରରେ ପହଁଞ୍ଚିବ ବିକାସର ଧାରା । ସେଥିପାଇଁ ୮ରୁ ୧୦ କିଲୋମିଟର ନଦୀ ନାଳ ଓ ଘାଟି ପାହାଡ ରାସ୍ତା ପାର ହୋଇ ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳ ଧୂଳିପୁଟ ପଞ୍ଚାୟତରେ ପହଞ୍ଚିଛନ୍ତି ଚିତ୍ରକୋଣ୍ଡା ବିଡିଓ ଲରେମୋହନ କରସେଲ ।...
ସୁପ୍ରିମୋ ଚାହିଁଲେ ବିଜେଡିକୁ ଫେରିବେ ବାପା
ବାପାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପୁଅ । ବାପା ବିଜେପିକୁ ଯାଇ ଖୁସି ନାହାଁନ୍ତି ବୋଲି ତାଙ୍କ ପୁଅ ତଥା ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଅନୁମାନ କରିଛନ୍ତି । ଯଦି ସୁପ୍ରିମୋ ଚାହିଁବେ ତାହା ହେଲେ ବାପା ନିଶ୍ଚିତ...
ବିଧବା ଯନ୍ତ୍ରଣାରୁ ବଳିଗଲା ବାସନ୍ଦ
ସ୍ୱାମୀଙ୍କ ମୃତୁ୍ୟ ପରେ ଶିଶୁକନ୍ୟାକୁ ଜନ୍ମ ଦେବାରୁ ସମାଜ କଲା ବାସନ୍ଦ । ଗାଁଲୋକ କଥା ହେବା ବନ୍ଦ କରିଦେଲେ । ଘରଲୋକ ବି ମୁହଁ ଆଡେଇ ଦେଲେ । ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ବି ମିଳିଲାନି ।...
ରବିବାର ମୋଦୀଙ୍କୁ ଭେଟିବେ ନବୀନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଭଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ୍ ୯ତାରିଖରେ ଦିଲ୍ଲୀରେ ଭେଟିବା ନେଇ ସମ୍ଭାବନା ରହିଛି । ନିର୍ବାଚନ ଫଳାଫଳ ପରେ ଏହା ହେବ ମୋଦି ନବୀନଙ୍କ ପ୍ରଥମ ସାକ୍ଷାତ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ...
ବିଧାୟକଙ୍କ ନିର୍ଦ୍ଦେଶରେ ଜୟକାନ୍ତଙ୍କୁ ମାଡ ମାରିଥିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ସୋସିଆଲ ମିଡିଆରେ ଭୁଲ ମାଗିବା ପରେ ବି ନୂଆମୋଡ ନେଉଛି ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି ଘଟଣା । ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଗଣମାଧ୍ୟମକୁ ଦେଇଥିବା ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜୟକାନ୍ତଙ୍କୁ ବିଧାୟକ ଉଠ୍...
ଟାଙ୍ଗିଆ ଚୋଟରେ ଦୁଇ ଭାଇଙ୍କ ମୃତ୍ୟୁ
ଦୁଇ ଭାଇଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା । ଏଭଳି ଅମାନୁଷିକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁର ବ୍ଲକ ଅନ୍ତର୍ଗତ ମଲଦା ନିକଟବର୍ତ୍ତୀ କାସିଆ ଗାଁରେ । ଏହି ଗାଁର ଉଧବ ନାୟକ ନାମକ ଜଣେ ବ୍ୟକ୍ତି ନିଶାଶକ୍ତ...
ଫସିଲେ ବିଧାୟକ: ନିର୍ଯାତିତ ଯନ୍ତ୍ରୀଙ୍କ ପତ୍ନୀ ଦେଲେ ଏତଲା
ମହଙ୍ଗା ପଡିଲା ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି । ବିଧାୟକଙ୍କ ଦବଙ୍ଗଗିରିର ଶିକାର ହୋଇଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କ ପତ୍ନୀ ଥାନାରେ ଏତଲା ଦେଇଛନ୍ତି । ପାଟଣାଗଡ ଥାନାରେ ହୋଇଥିବା ଏତଲାରେ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ...
ଭୋଗ ଖାଇ ୫୦ ଅସୁସ୍ଥ
ବିଷାକ୍ତ ଭୋଗ ଖାଇ ୫୦ରୁ ଅଧିକ ଗ୍ରାମବାସୀ ଅସୁସ୍ଥ । ମାଲକାନଗିରି ଜିଲ୍ଲାର ଏମଭି -୨୫ ଗାଁରେ ଘଟିଛି ଏଭଳି ଘଟଣା । ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଏବେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି।...
ଅଦ୍ଭୁତ କୁମ୍ପି
ସାଧାରଣତଃ ସମସ୍ତେ ଛୋଟବେଳେ ମାଟି ନିର୍ମିତ କୁମ୍ପିରେ ପଇସା ରଖିଥାନ୍ତି । ଏବେ କିନ୍ତୁ ରବର, ପ୍ଲାଷ୍ଟିିକ ଏବଂ ବିଭିନ୍ନ ପ୍ରକାରର କୁମ୍ପି ବଜାରକୁ ଆସିବାକୁ ଲାଗିଲାଣି ଓ ତାର ଚାହିଦା ମଧ୍ୟ ବଜାରରେ ବଢିବାକୁ ଲାଗିଛି । ତେବେ...

















