ଜିଲ୍ଲାକୁ ଗଡିବ ରାଜଧାନୀ ଏକ୍ସପ୍ରେସ୍
ରାଜଧାନୀରୁ ବିଭିନ୍ନ ଜିଲ୍ଲାକୁ ଗଡିବ ରାଜଧାନୀ ଏକ୍ସପ୍ରେସ ବସ୍ . ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଦ୍ୱାରା ରାଜ୍ୟବାସୀଙ୍କ ପାଇଁ ଏହି ସେବା ଆରମ୍ଭ କରାଯାଇଛି . ଶୁକ୍ରବାର ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ଭୁବନେଶ୍ୱରରୁ...
ନକଲି ମସଲା ପ୍ରସ୍ତୁତ କାରଖାନା ଠାବ
କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ନକଲି ମସଲା ପ୍ରସ୍ତୁତ କାରଖାନା ଠାବ କରାଯାଇଛି. ସେଠାରେ ନକଲି ମସଲା ପ୍ରସ୍ତୁତ କରାଯାଉଥିବା ଜୟପୁର ପୋଲିସକୁ ସୂଚନା ମିଳିଥିଲା. ପରେ ଗୁରୁବାର ବିଳମ୍ବିତ ରାତିରେ ଜୟପୁର ପୋଲିସ ସେଠାରେ ଚଢଉ କରି...
ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି
ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦପଡା ନିକଟରେ ଥିବା ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ହୋଇଛି. ତେବେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ମନ୍ଦିର ଗ୍ରୀଲ ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ଏକ ଅଢେଇ ଫୁଟର ମୂର୍ତ୍ତି ଚୋରି...
ପରଦାରେ ‘ହ୍ୱାଏ ଚିଟ୍ ଇଣ୍ଡିଆ’
ଫିଲ୍ମ ଫ୍ରାଇଡେରେ ବଡ ପରଦାରେ ମୁକ୍ତିଲାଭ କରିଛି ଇମରାନ ହାଶମୀଙ୍କ ଫିଲ୍ମ ‘ହ୍ୱାଏ ଚିଟ୍ ଇଣ୍ଡିଆ’. ଭାରତୀୟ ଏଜୁକେଶନ ସିଷ୍ଟମ ଉପରେ ଆଧାରିତ ଏହି ଫିଲ୍ମରେ ଇମରାନ ହାଶମୀ ନିଜର ସିରିୟଲ କିସର ଇମେଜକୁ ବଦଳାଇ ଫିଲ୍ମରେ ଏକ ଜବରଦସ୍ତ...
‘ଭାରତ’ର ପ୍ରଥମ ଝଲକ
ସଲମାନ ଖାନ ଅଭିନୀତ ଫିଲ୍ମ ‘ଭାରତ’ର ଟିଜର ବହୁତ ଜଲଦି ରିଲିଜ ହେବାକୁ ଯାଉଛି. ମାତ୍ର ତା ପୂର୍ବରୁ ଏହି ଫିଲ୍ମର ପ୍ରଥମ ଝଲକ ଦର୍ଶକଙ୍କ ସାମ୍ନାକୁ ଆସିଛି. ଫିଲ୍ମ ପ୍ରଯୋଜକ ଅତୁଲ ଅଗ୍ନିହୋତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହି...
ଆଲୋକ ବର୍ମାଙ୍କ ପରେ ସିବିଆଇରୁ ବିଦା ହେଲେ ଏହି ଅଧିକାରୀ
ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କ ଇସ୍ତଫା ପରେ ଏବେ ସ୍ପେଶାଲ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସିବିଆଇରୁ ବିଦା ହେବାକୁ ପଡିଛି. ତେବେ ଅସ୍ଥାନାଙ୍କ ସହ ଜଏଣ୍ଟ ଡାଇରେକ୍ଟର ଏକେ ଶର୍ମା, ଡିଆଇଜି ଏମକେ ସିହ୍ନା ଏବଂ ଏସପି...
ଟାର୍ଗେଟ ପୂରା ନ କଲେ ମିଳେ ଏହି ଦଣ୍ଡ
କୌଣସି କମ୍ପାନୀରେ ଯଦି ଆପଣ କାମ କରୁଛନ୍ତି ଆଉ ଟାର୍ଗେଟ ପୂରା କରିପାରୁନାହାନ୍ତି, ତାହେଲେ ଆପଣ ସାଧାରଣଭାବେ କଣ ଭାବିବେ. ଆପଣ ଭାବିବେ ଯେ, ହୁଏତ ମାସିକ ଦରମାରୁ କିଛି ଟଙ୍କା କଟିବ, ନହେଲେ ପଦୋନ୍ନତି ହେବ ନାହିଁ. ମାତ୍ର...
ରାହୁଲଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ
ଝାରସୁଗୁଡା ବିଧାୟକ ନବ ଦାସଙ୍କ ରାସ୍ତାରେ ଯିବା ପୂର୍ବରୁ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କୁ ପିସିସି ଶୃଙ୍ଖଳା କମିଟି ଦଳରୁ ସସପେଣ୍ଡ୍ କରିଛି. ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ରହିବେ ନାହିଁ ବୋଲି ପୂର୍ବରୁ ଯୋଗେଶ ରୋକଠୋକ୍ କହିଦେଇଥିଲେ. ସେ ତାଙ୍କ...
୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପାଗଳର ଆକ୍ରମଣରେ ୨ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା ଅନୁସାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ। ଆକ୍ରମଣ ଘଟଣାରେ...
ଗାତରୁ ବାହାରୁଛି ଧୂଆଁ !
ଗାତରୁ ବାହାରୁଛି ଧୂଆଁ । ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁରେ। ବିଦ୍ୟୁତ୍ ଆର୍ଥିଂ ଖୁଣ୍ଟ ପୋତିବା ପାଇଁ ଗାତ ଖୋଳା ଯାଉଥିଲା । ପ୍ରାୟ ୫/୬ ଫୁଟ୍ ଖୋଳିବା...


















