31.1 C
Bhubaneswar
Saturday, October 31, 2026
-Advertisement-

ଓଡିଶାରୁ କିଏ ହେବେ ମନ୍ତ୍ରୀ

ଏଥର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶଆରୁ କିଏ ହେବେ ମନ୍ତ୍ରୀ । ଗତଥର ମାତ୍ର ଗୋଟିଏ ଆସନରୁ ବିଜେପି ଜିତିଥିବା ବେଳେ ଓଡିଶାକୁ ମିଳିଥିଲା ଦୁଇଟି କେନ୍ଦ୍ରମନ୍ତ୍ରୀ ପଦବୀ । ଏଥରକ ୮ଟି ଆସନରେ ବିଜେପି ଜିତି ଥିବାରୁ ଅଧିକ କେନ୍ଦ୍ରମନ୍ତ୍ରୀ...

ଜେଟଲି ମନା କଲେ

ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ଶପଥ ନେବେ ବିପୁଳ ମାତ୍ରାରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ପଡ଼ିବ ବାଦ ! ତେବେ...

ଇସ୍ତଫା ଦେଲେ ଶାହ

ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ଅମିତ ଶାହା । ଆଜି ରାଜ୍ୟସଭା ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ୍ୟ ଅମିତ ଶାହା । ଗୁଜରାଟର ଗାନ୍ଧି ନଗର ଆସନରେ ଲୋକସଭା ସାସଂଦ ଭାବେ ନିର୍ବାଚିତ ହେବା ପରେ...
video

ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଳ ନେତାଙ୍କୁ ଗୁରୁତ୍ୱ

ବିଜେପି ଓ କଂଗ୍ରେସରୁୁ ଆସିଥିବା ନେତାଙ୍କ ଉପରେ ନବୀନଙ୍କ ବିଶ୍ୱାସ । ନିର୍ବାଚନରେ ପ୍ରାର୍ଥୀ କରି ବିଧାୟକ ଭାବେ ଜିତାଇବା ପରେ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଳରୁ ଆସିଥିବା ତିନିଜଣ ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି । ସେମାନେ ହେଲେ...
video

ଉତ୍ସାହିତ କଲେ , ସାଙ୍ଗରେ ବି ଗଲେ

ପଞ୍ଚମ ଥର ପାଇଁ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିଲା ବର୍ଣ୍ଣାଢ୍ୟ ସମାରୋହ । ଏଥିପାଇଁ ପ୍ରାୟ ପାଞ୍ଚ ହଜାର ଲୋକ ବସିବା ଭଳି ସୁଦୃଶ୍ୟ ମଣ୍ଡପ ଓ ବାତାନୁକୁଳିତ...
video

ଏମାନେ ନେଲେ ଗୁରୁ ଦାୟିତ୍ୱ

ନିର୍ବାଚନ ପରେ ସାରା ଓଡିଶାରେ ସବୁଠୁ ବଡ ଚର୍ଚ୍ଚା ଥିଲା କେଉଁ ବିଧାୟକ ମନ୍ତ୍ରୀପଦ ପାଇବେ । କେଉଁ ମାନେ ସମ୍ବାଳିବେ ନବୀନଙ୍କ ପଚଂମ ଇନିଂସ୍  ମନ୍ତ୍ରୀଭାର । ବୁଧବାର ଶପଥ ଗ୍ରହଣ ଉତ୍ସବରେ ନବୀନ ଓ ଟିମ୍ ଶପଥ...

ମୋଦୀଙ୍କ ଶପଥ ସମାରୋହରେ ଯୋଗଦେବେ ୧୪ଟି ଦେଶର ନେତା

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଶପଥଗ୍ରହଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶପଥ ସମାରୋହରେ ୬୫୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ...

କାହାକୁ ମିଳିଲା କେଉଁ ଦାୟିତ୍ୱ , ପଢନ୍ତୁ

ନବୀନ ପଟ୍ଟନାୟକ-ଗୃହ ଓ ସାଧାରଣ ପ୍ରଶାସନ ପ୍ରଫୁଲ୍ଲ ମଲ୍ଲିକ-ଖଣି, ଇସ୍ପାତ ଓ ପୂର୍ତ୍ତ, ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ବିକ୍ରମ ଆରୁଖ- ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ- ଅର୍ଥ ଓ ଅବକାରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଓ ଯୋଗାଣ, ସମବାୟ ଅରୁଣ...
video

ଇଶ୍ୱରଙ୍କ ନାମରେ ନେଲେ ଶପଥ

ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଇନିଂସ୍‌ । ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ । ଏହା ପରେ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ...

ପରଲୋକରେ କମେଡି ଅଭିନେତା ସୁନିଲ

ସିନେମା ଓ ଧାରାବାହିକରେ ସବୁଦିନ ହସାଉଥିବା କଳାକାର ସୁନିଲ ନାୟକଙ୍କ ମୃତୁ୍ୟ ଘଟିଛି । ମଙ୍ଗଳବାର ଦିନ ଏକ କମେଡି ଧାରାବାହିକ ସୁଟିଂ ଚାଲିଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏବଂ ତାଙ୍କୁ ସାଙ୍ଗେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...