ନୀଳଗିରିରେ ହାତୀ ଆତଙ୍କ
ନୀଳଗିରି ଗୋପାଳପୁର ନିକଟ ଜଙ୍ଗଲରେ 25ରୁ ଅଧିକ ହାତୀ ରହିଥିବା ଦେଖିବାକୁ ମିଳିଛି. ଗତକାଲି ଝାଡଖଣ୍ଡ ଦଲମା ଅଞ୍ଚଳରୁ ହାତୀପଲ ଆସିଥିବା ଅନୁମାନ କରାଯାଉଛି. ତେବେ ବେତନଟୀ ରେଞ୍ଜ ନଡପୁର ଦେଇ ହାତୀପଲ ପ୍ରବେଶ କରିଥିବା ସୂଚନା ମିଳିଛି. ଝାଡଖଣ୍ଡୀ...
ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
କଟକରେ ପୋଲିସର ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଓରଫ ମନୁଆ. ଗତକାଲି ରାତିରେ କଟକର ମାଲଗୋଦାମ ଅଞ୍ଚଳରେ ପୋଲିସ ଏହି ଏନକାଉଣ୍ଟର କରିଥିଲା. ଫଳରେ ମନୋଜର ବାମ ଗୋଡରେ ଗୁଳି ବାଜିଥିଲା. ମନୋଜ ମଧ୍ୟ ପୋଲିସ...
ଗୋଆର ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାୱନ୍ତ, ରାତି ଅଧିଆ ଶପଥ ଗ୍ରହଣ ସମାରୋହ
ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ଗୋଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଅନେକ ଅଙ୍କ କଷା ଚାଲିଥିଲା. ମାତ୍ର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପିର...
କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ବ୍ରହ୍ମପୁରରୁ ଲଢିବେ ଚନ୍ଦ୍ରଶେଖର
ସୋମବାର ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମଙ୍ଗଳବାର କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି. 6ଟି ଲୋକସଭା ଓ36ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି. ବରଗଡ଼ରୁ ପ୍ରଦୀପ କୁମାର ଦେବତାଙ୍କ...
ଏସଏଚଜି ସଦସ୍ୟାରୁ ଲୋକସଭା ପ୍ରାର୍ଥୀ
ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟାରୁ ଲୋକସଭା ପ୍ରାର୍ଥୀ. ଲୋକସଭାରେ ତେତିଶ ପ୍ରତିଶତ ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରିଥିବା ନବୀନ ପଟ୍ଟନାୟକ ଆସିକା ଲୋକସଭା ଆସନରେ ମହିଳା କାର୍ଡ ଖେଳିଛନ୍ତି . ପ୍ରମିଳା ବିଶୋୟୀ ରାଜନୀତିର ଧାର୍ ଧାରୁ...
ଏମିତି ଜଣେ ବ୍ୟକ୍ତି, ଯିଏ ବିନା ସ୍ୱାର୍ଥରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରନ୍ତି
ସେ ଜଣେ ଏମିତି ବ୍ୟକ୍ତିତ୍ୱ, ଯାହା ବିଷୟରେ ଯେତେ କହିଲେ ମଧ୍ୟ କମ ହେବ. ଆମେ କହୁଛୁ ଏମିତି ଜଣେ ଅଟୋ ଚାଳକଙ୍କ କଥା ଯିଏ, ବିନା କୌଣସି ସ୍ୱାର୍ଥରେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନିଜ ଅଟୋରେ ନିଅନ୍ତି....
ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲେ ନବୀନ
ଦୀର୍ଘ ୪ ବର୍ଷ ଦଳେ ବିଜେଡ଼ିରୁ ବିହିଷ୍କୃତ ହୋଇଥିବା ପ୍ରଫୁଲ୍ଲ ଘଡ଼େଇଙ୍କ ଉପରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ପୂର୍ବତନ ରାଜ୍ୟ ଅର୍ଥମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଫୁଲ୍ଲ ଘଡ଼େଇଙ୍କୁ ଏବେ ଆଶ୍ୱସ୍ତି...
ଫେରାଦ ହେଲେ ଛାତ୍ରୀ
ଗୁହାରୀ ଶୁଣିଲେନି ଜିଲ୍ଲାପାଳ.
ଏମିତିକି 35 କିଲୋମିଟର ଦୂରରୁ ଚାଲି ଚାଲି ଆସିଥିବା ଝିଅମାନଙ୍କୁ ଦେଖା ବି କଲେନି.
ଏଭଳି ଘଟଣା ଘଟିଛି ମାଲକାନଗିରିରେ. ବାଲିମେଳା ବାଳିକା ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇବାକୁ ବାଲିମେଳାରୁ ମାଲକାନଗିରି ଚାଲି ଚାଲି ଯାଇଥିଲେ...
ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ହିଂଜିଳି ଓ ବିଜେପୁରରୁ ଲଢିବେ ନବୀନ
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି. ନବୀନ ନିବାସରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସେ ନିଜେ ହିଂଜିଳିକାଟୁ ଓ ବିଜେପୁର ବିଧାନସଭା ଆସନରୁ ଲଢିବେ...
ପୋଲିସ ଲାଠି ମାଡରେ ୨ ଶ୍ରମିକ ମୃତ
କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା କାରଖାନା ସମ୍ମୁଖରେ ଉତ୍ତେଜନା । ସ୍ଥାୟୀ ନିଯୁକ୍ତି ଦାବିରେ ବେଦାନ୍ତର ଶ୍ରମିକମାନେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଲାଠିମାଡରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୩୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି ।...



















