ସିବିଆଇ ମୁଖ୍ୟ ଦାୟିତ୍ବକୁ ଫେରିବେ ଆଲୋକ ବର୍ମା
ତିନିମାସ ତଳେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ କ୍ଷମତା ଶୂନ୍ୟ କରି ଜବରଦସ୍ତ ଛୁଟିରେ ପଠାଇ ଦେଇଥିଲେ କେନ୍ଦ୍ର ସରକାର. ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥାରେ ରାଜନୈତିକ ହସ୍ତକ୍ଷେପକୁ ନେଇ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା ମୋଦୀ ସରକାରକୁ. ତେବେ...
ମଣିଶଙ୍କରଙ୍କ ବିବାଦୀୟ ମନ୍ତବ୍ୟ-କେଉଁ କୋଠରୀରେ ଜନ୍ମ ହୋଇଥିଲେ ରାମ ?
କଂଗ୍ରେସ ନେତା ମଣିଶଙ୍କର ଆୟର ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାଘେରକୁ ଆସିଛନ୍ତି. ବର୍ତ୍ତମାନ ସେ, ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ବୟାନ ଦେଇଛନ୍ତି, ଯାହାକୁ ନେଇ ଏକପ୍ରକାର ବିବାଦ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି. ସେ...
ଖାଇବା ପ୍ୟାକେଟରେ ମଦ ବାଣ୍ଟିଲେ ନେତାଙ୍କ ପୁଅ
ଖାଇବା ପ୍ୟାକେଟରେ ମଦ ବାଣ୍ଟିଲେ ନେତାଙ୍କ ପୁଅ. ବିଜେପି ନେତା ନରେଶ ଅଗ୍ରୱାଲଙ୍କ ପୁଅ ମନ୍ଦିରରେ ହେଉଥିବା ଏକ ସମାରୋହରେ ଖାଇବା ପ୍ୟାକେଟ ଭିତରେ ମଦ ବାଣ୍ଟୁଥିବା ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି, ନରେଶ ଅଗ୍ରୱାଲ ନିଜେ ମଧ୍ୟ ସେହି...
ନିର୍ମାଣ ହେବ ରାଜ୍ୟର ତୃତୀୟ ବିମାନବନ୍ଦର
ଭୁବନେଶ୍ୱର ଓ ଝାରସୁଗୁଡା ପରେ ଏବେ ରାଉରକେଲାରେ ନିର୍ମାଣ ହେବ ରାଜ୍ୟର ତୃତୀୟ ବିମାନବନ୍ଦର. ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ମିଳିଛି ଏବଂ ବିମାନ ବନ୍ଦର ନିର୍ମାଣ ପାଇଁ ଡିଜିସିଏ ପକ୍ଷରୁ ଲାଇସେନ୍ସ...
କାଳିଆ ଦର୍ଶନ ନୋହିଲା
କାଳିଆକୁ ଦର୍ଶନ କରିବା ପାଇଁ କୋଲକାତା ଦମଦମରୁ ଆସୁଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି. ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ 13 ଜଣ ଆହତ ହୋଇଥିବା ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର...
ଦୁଇ ଦିନିଆ ଭାରତ ବନ୍ଦ ଡାକରା
ଜାନୁୟାରୀ 8 ଓ 9 ତାରିଖ ଏହି ଦୁଇ ଦିନ ପର୍ଯ୍ୟନ୍ତ 12 ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍, ସ୍ୱାଧୀନ ଫେଡେରେସନ୍ ଓ ଆସୋସିଏସନ ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି. ତେବେ...
ଜୁନାଗଡକୁ ଜିଲ୍ଲା ଓ ଚାରବାହଲକୁ ବ୍ଲକ ଦାବି
ଜୁନାଗଡକୁ ସ୍ୱତନ୍ତ୍ର ଜିଲ୍ଲା ଏବଂ ଏହି ବ୍ଲକ ଅନ୍ତର୍ଗତ ଚାରବାହଲ ଗାଁକୁ ବ୍ଲକ ମାନ୍ୟତା ଦାବି କରି କଳାହାଣ୍ଡିରେ ଆନେ୍ଦାଳନ ଜୋର୍ ଧରିଛି । ଏଥିପାଇଁ ସଚେତନ ନାଗରିକ ମଞ୍ଚ ତରଫରୁ ପ୍ରଥମେ ସାନପୁରିଆଣି ମନ୍ଦିରରୁ ଏକ ବିରାଟ ପଟୁଆରରେ...
ସଂରକ୍ଷଣରେ ସାଧାରଣ
ସାଧାରଣ ନିର୍ବାଚନକୁ ୨ମାସ ବାକିଥିବା ବେଳେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍ । ବଦଳିବ ସର୍ବଣ୍ଣଙ୍କ ଭାଗ୍ୟ, ମିଳିବ ୧୦ ପ୍ରତିଶତ ସଂରକ୍ଷଣ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ସବୁଜ...
ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ଦାବି
ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ଓକିଲ ସଂଘ ଓ କଳାହାଣ୍ଡି ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ସୋମବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି. ଫଳରେ ଦୋକାନ ବଜାର ସମେତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ମଧ୍ୟ ବନ୍ଦ...
କମିଶନରେଟ ପୋଲିସ ପକ୍ଷରୁ ସଚେତନତା ବାର୍ତ୍ତା
ସୋମବାର ରାଜଧାନୀର ଜିରୋ ଟଲରାନ୍ସ ଜୋନ ଏଜି ଛକରେ ପରିବେଶ ଥିଲା ଅଲଗା । ଟ୍ରାଫିକ ନିୟମ ଉଲଘଂନ କରି ହେଲମେଟ ପିନ୍ଧିନଥିବା ବାଇକ ଚାଳକଙ୍କ ପ୍ରତି ପୋଲିସର ବ୍ୟବହାର ନରମ ଥିଲା । କାହାକୁ କଡା ଭାଷାରେ ପୋଲିସ...


















