ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ : ୱେଷ୍ଟଇଣ୍ଡିଜ ସମ୍ମୁଖରେ 378 ରନର ବିଜୟଲକ୍ଷ୍ୟ
ୱେଷ୍ଟଇଣ୍ଡିଜ ବିପକ୍ଷରେ ମୁମ୍ବାଇରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି 377 ରନ କରିଛି । ରୋହିତ ଓ ରାୟଡୁଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ସାମ୍ନାରେ 378 ରନର ବିଶାଳ ଟାର୍ଗେଟ ରଖିଛି...
୪୨ ଦିନ ପରେ ବୈଜୟନ୍ତଙ୍କୁ ମିଳିଲା ୨ଟି ହେଲିକପ୍ଟର
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଘଟଣା ନୂଆ ନୂଆ ମୋଡ଼ ନେଉଛି । ୪୨ ଦିନ ପରେ ପୁରୀ ପୋଲିସ ଭୁବନେଶ୍ୱର ବିମାନବନ୍ଦରରେ ସିଲ୍ କରିଥିବା ହ୍ୟାଙ୍ଗର ଖୋଲିଛି । ପୁରୀ ମେରାଇନ ଥାନା...
ଓକିଲ ସଂଘରେ ରାଜନୀତି, ଆନ୍ଦୋଳନକୁ ନେଇ ମୁହାଁମୁହିଁ : ରକ୍ତାକ୍ତ ହେଲେ ଓକିଲ
ଓକିଲଙ୍କ ଆନ୍ଦୋଳନରେ ପଶିଗଲା ରାଜନୀତି. ଦୁଇମାସରୁ ଅଧିକ ଦିନ ଚାଲିଥିବା ଓକିଲ ଆନ୍ଦୋଳନକୁ ରାଜନେତାମାନେ ଲାଗିପଡି ଫଟେଇଦେଲେ. ବିଜେଡି ଲିଗାଲ ସେଲ୍ ଆନ୍ଦୋଳନରୁ ଓହରିବା ପରେ ହାଇକୋର୍ଟ ବାର୍ ଆସୋସିଏସନ ଦୁଇଭାଗ ହୋଇଗଲା. ଆଉ ଆଜି ରାଜନୈତିକ ଷଡଯନ୍ତ୍ରର ଭୟଙ୍କର...
ନନ୍ଦନକାନନକୁ ଆସିବ ସୁନ୍ଦରୀ
ଅନୁଗୁଳ ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ଅଣାଯିବ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ନନ୍ଦନକାନନ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।
ବାଘୁଣୀ ସୁନ୍ଦରୀକୁ...
ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପ୍ରାକ୍ ପ୍ରଦାନ କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି. ଏହା ଦ୍ୱାରା ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସୂଚନା ମିଳି ପାରିବ. ଯାହା ଦ୍ୱାରା ସେମାନେ ନିଜର ପୂର୍ବ ପ୍ରସ୍ତୁତି କରିପାରିବେ....
ଆଲୋକମାଳାରେ ଝଲସିବ ବିନ୍ଦୁସାଗର, ଶୁଣାଇବ ଇତିହାସର କଥା
ବିନ୍ଦୁସାଗର କହିବ କଥା. ପର୍ଯ୍ୟଟକଙ୍କୁ ଶୁଣାଇବ ତାର ଐତିହାସିକ ପୃଷ୍ଠଭୂମି, ପୌରାଣିକ କିମ୍ବଦନ୍ତୀ ଓ ପରଂପରାର କାହାଣୀ.ଏଥିପାଇଁ ବିନ୍ଦୁସାଗରରେ କରାଯିବ ଲାଇଟ ଓ ସାଉଣ୍ଡ ବ୍ୟବସ୍ଥା. ବିନ୍ଦୁସାଗରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ. ଏଥିପାଇଁ ଗତ ରବିବାର ଦିନ ଏହାର ଏକ...
ଓକିଲ ଆନ୍ଦୋଳନର ଭୟଙ୍କର ପ୍ରଭାବ, ଜେଲରେ କଏଦୀଙ୍କୁ ରଖିବାକୁ ଜାଗା ନାହିଁ
ଓକିଲ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ, ଜେଲ୍ରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବଢ଼ିଛି । ଗତ ଦୁଇମାସ ଧରି କୋର୍ଟ କାମ ବନ୍ଦ ରହିବା ଯୋଗୁ କଏଦୀଙ୍କ ବିଚାର ହୋଇପାରିନାହିଁ । ତେଣୁ କଏଦୀମାନଙ୍କ ମାମଲାର...
ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଦିନିକିଆ; ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତି
ସୋମବାର ମୁମ୍ବାଇରେ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ. ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଭାରତ ବ୍ୟାଟିଂ ପାଇଁ ନିଷ୍ପତି ନେଇଛି. ତେବେ ପୂର୍ବ ମ୍ୟାଚରେ ଭାରତର ପରାଜୟ ପରେ ଦଳରେ ପରିବର୍ତ୍ତନ...
ଜାତିଭିତ୍ତିକ ଆଇନ୍ ପ୍ରତ୍ୟାହାର ଦାବି: ୩ଠରେ ଭାରତ ବନ୍ଦ ଡାକରା
ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ଅକ୍ଟୋବର ୩ଠରେ ଭାରତ ବନ୍ଦ ପାଳନ ହେବ । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ସାଧାରଣ ବର୍ଗ ସମୂହ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । କୌଣସି ବଡ଼ ରାଜନୈତିକ...
ଇଣ୍ଡୋନେସିଆରେ ଲାୟନ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିବା ୧୮୯ ଯାତ୍ରୀ ମୃତ
ଇଣ୍ଡୋନେସିଆରେ ଲାୟନ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୧୮୯ ଜଣ ଯାତ୍ରୀ ଇଣ୍ଡୋନେସିଆର ଜାକର୍ତାରେ ଆଜି ସକାଳୁ ସକାଳୁ ବଡ ବିମାନ ଦୁର୍ଘଟଣା ହୋଇଛି. ସୂଚନା ମୁତାବକ, ଲାୟନ ଏୟାର ବିମାନ JT610 ୧୦ ଉଡାଣ କରିବାର ୧୩...








