ବିଧାନସଭାରେ ପଛକୁ ଘୁଞ୍ଚିଲା ଦାମଙ୍କ ଆସନ
ଚାରିଦିନ ଛୁଟି ପରେ ବିଧାନସଭା ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ଦଳ ବିରୋଧି ମନ୍ତବ୍ୟ ଦେଇ ଦଳରୁ ବହିଷ୍କୃତ ହୋଇଥିବା ପାରାଦୀପ ବିଧାୟକ ଡା. ଦାମୋଦର ରାଉତଙ୍କୁ ସ୍ଥାନାନ୍ତର କରାଯାଇଛି । ସେ ଏବେ ଏଫ...
ଆସାମରେ ବନ୍ୟା, ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ସୂଚନା
ଲଗାଣ ବର୍ଷା ଯୋଗୁଁ ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଅରୁଣାଞ୍ଚଳ ପ୍ରଦେଶରେ ଲଗାତାର ବର୍ଷା ଫଳରେ ବ୍ରହ୍ମପୁତ୍ର ଏବଂ ଏହାର ସହଯୋଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଆସାମରେ...
ତୈଳ ଦର ବୃଦ୍ଧି ପ୍ରସଙ୍ଗ : ଟିକସ କମାଇବା ପାଇଁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ
ତେଲ ଦର ଆକାଶ ଛୁଆଁ । ଦିନକୁ ଦିନ ବୃଦ୍ଧି ପାଉଥିବା ତେଲ ଦର ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଆଉ ଏହାକୁ ନେଇ ରାଜନୀତି ନିଆଁ ବି ତେଜି ଉଠୁଛି । ଏପରି ସ୍ଥିତିରେ ମୁହାଁମୁହିଁ...
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭାରତୀୟ ପୁରୁଷ ହକି ଟିମ୍
ରବିବାର ଦିନ ଭୁବନେଶ୍ୱରରେ ପହଁଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଞ୍ଚିବା ପରେ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା ।
ଅକ୍ଟୋବରରେ ହେବାକୁ ଥିବା ଚାମ୍ପିଆନ୍ସ ଟ୍ରଫି ପ୍ରସ୍ତୁତି ପାଇଁ ଖେଳାଳିମାନେ ରାଜଧାନୀରେ ପହଁଞ୍ଚିଛନ୍ତି...
ରାଜ୍ୟରେ ନିଯୁକ୍ତି ପାଇବେ 171 ଜଣ ଦନ୍ତ ଚିକିତ୍ସକ
ରାଜ୍ୟରେ 171 ଜଣ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଯୁକ୍ତି ପ୍ରକ୍ରିୟା ଜରିଆରେ ଓଡିଶା ପବ୍ଲିକ ସର୍ଭିସ କମିଶନର 171 ଜଣ ଦନ୍ତ ଚିକିତ୍ସିକଙ୍କୁ...
୧୮ରୁ ଲଘୁଚାପ ବର୍ଷା
ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁ ଆସନ୍ତା ଆସନ୍ତା ୧୮ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ଏହାର ପ୍ରଭାବରେ ୧୭ ଓ ୧୮...
ଦିଲ୍ଲୀ ଏମସକୁ ସ୍ତାନାନ୍ତର ହେଲେ ଗୋଆ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ଏମସରେ ହେବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚିକିତ୍ସା । କିଛି ମାସ ହେବ ଅସୁସ୍ଥ ଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଚିକିତ୍ସା ପାଇଁ ଅଖିଳ ଭାରତୀୟ ଆୟୁର୍ବିଗ୍ୟାନ ସଂସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଚାର୍ଟଡ...
ବିଜେଡି ସାଙ୍ଗଠନିକ ସ୍ତରରେ ଅଦଳବଦଳ: ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁରସ୍କାର
ଆଗକୁ ନିର୍ବାଚନ ଥିବାରୁ ନୂଆ ରଣନୀତି ଆରମ୍ଭ କରିଦେଇଛି ବିଜେଡି । ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ଦଳରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ବିଜେଡି ସାଙ୍ଗଠନିକ ସ୍ତରରେ...
ଆରମ୍ଭ ହେଲା ମୋଦିଙ୍କ ‘ସ୍ୱଚ୍ଛତା ହିଁ ସେବା’ ମିଶନ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶରୁ ଦେଶବ୍ୟାପୀ ପରିଚ୍ଛନ୍ନତା ଅଭିଯାନ ‘ସ୍ୱଚ୍ଛତା ହିଁ ସେବା’ ମିଶନର ଶୁଭାରମ୍ଭ କରିଛନ୍ତି. ଏହି ସ୍ୱଚ୍ଛତା ମାଧ୍ୟମରେ ଦେଶର ତିନିଲକ୍ଷ ଲୋକଙ୍କ ଜୀବନ ବଞ୍ଚିଯାଇପାରିବ. କେବଳ...















