ଫୋନରେ କଥା ହେଉଥିଲେ ଡ୍ରାଇଭର!
ବାଲେଶ୍ୱର ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା. ଏକ ଯାତ୍ରୀବାହୀ ବସ ଓଲଟି 15ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି. ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆଳଦା ସେବାଶ୍ରମ ପଡିଆ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି....
‘ପିରିୟଡ-ଏଣ୍ଡ ଅଫ୍ ସେଣ୍ଟେନ୍ସ’କୁ ଓସ୍କାର
ଆରମ୍ଭ ହୋଇଛି ଦୁନିଆର ସବୁଠୁ ପ୍ରତିଷ୍ଠିତ ଫିଲ୍ମ ଆୱାର୍ଡ ସମାରୋହ ଓସ୍କାର. ଏହି ସମାରୋହ ଭାରତ ପାଇଁ ଆଣି ଦେଇଛି ଏକ ବଡ ସଫଳତା. ଉତ୍ତରପ୍ରଦେଶର ହାପୁଡରେ ବାସକରୁଥିବା ଝିଅ ମାନଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ପିରିୟଡ-ଏଣ୍ଡ ଅଫ୍...
ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଜିଲ୍ଲା ଗସ୍ତ
ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଏକ ଐତିହାସିକ ଯୋଜନା । ୩୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ସହାୟତା ପାଇଲେଣି । ଏପ୍ରିଲ ପହିଲାରୁ କାଳିଆର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ ବୋଲି କହିଛନ୍ତି ନବୀନ ।...
କେନ୍ଦ୍ରାପଡାରେ ଏନକାଉଣ୍ଟର
କେନ୍ଦ୍ରାପଡାରେ ପୁଣି ପୋଲିସର ଏନକାଉଣ୍ଟର. ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଦେବୀପ୍ରସାଦ ଦାସ ଓରଫ ଲିଟୁ. ଲିଟୁର ଡାହାଣ ଗୋଡରେ ବାଜିଛି ଗୁଳି. ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରିଠାରେ ପୋଲିସ ଏହି ଏନକାଉଣ୍ଟର କରିଥିବା ସୂଚନା...
୧୦୦ ଦିନ କାମ କରି ମିଳିଲାନି ମଜୁରି
ବାହାର ରାଜ୍ୟକୁ କାମ କରିବାକୁ ଯାଇ ଶୋଷଣର ଶୀକାର ହେଉଛନ୍ତି ଓଡିଆ ଶ୍ରମିକ. ହାଇଦ୍ରାବାଦରେ ଠିକାଦାର ପାଖରେ ଶହେଦିନ କାମ କରିବା ପରେ ବି ମିଳିଲାନି ମଜୁରୀ. ରାୟଗଡା କଲ୍ୟାଣସିଂପୁର ବ୍ଲକ ଚେରାପାଇ ଗ୍ରାମର ୩୬ ଜଣ ଶ୍ରମିକ ନିଜ...
ଚାଷୀଙ୍କ ଖାତାକୁ ଆସିବ ୬ହଜାର ଟଙ୍କା
ଉତ୍ତର ପ୍ରଦେଶର ଗୋରଖପୁରଠାରେ ରବିବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୭୫ ହଜାର କୋଟି ଟଙ୍କାର ଏହି ଯୋଜନାର ପ୍ରଥମ ପର୍ୟ୍ୟାୟରେ ୧୪ ରାଜ୍ୟର ୧ କୋଟି କୃଷକଙ୍କୁ ପ୍ରଥମ କିସ୍ତି ବାବଦରେ...
ଅହିରାଜକୁ ଉଦ୍ଧାର ସ୍ନେକ୍ ହେଲ୍ପଲାଇନ
ଅହିରାଜ ଉଦ୍ଧାର । ମୟୁରଭଂଜ ଜିଲ୍ଲା ଖଣ୍ଡାବୁଡା ଗାଁରେ ଅହିରାଜ ସାପକୁ ଉଦ୍ଧାର କରିଛି ବନ ବିଭାଗ । ସୁଚନାଅନୁସାରେ,ଗ୍ରାମବାସୀଏକ ବାଉଁଶ ବୁଦା ଉପରେ ସାପକୁ ଦେଖି ଭୟବିତ ହୋଇପଡିଥିଲେ । ପରେ ବାରିପଦାସ୍ଥିତ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିିଲେ...
ବରଯାତ୍ରୀ ଗାଡି ଦୁର୍ଘଟଣା
ବରଯାତ୍ରୀ ଗାଡି ଦୁର୍ଘଟଣା । ଦୁର୍ଘଟଣାରେ ୨ମୃତ ୧୦ ଆହତ । ରବିବାର କଳାହାଣ୍ଡି ଜିଲ୍ଲା ତୁଳାପଡା ନିକଟରେ ଟ୍ରକ ପଛପଟୁ ବରଯାତ୍ରୀ ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବରଯାତ୍ରୀ ଗାଡିଟି...
ବେସାହାରା ଲାଡ୍ଡା ଗ୍ରାମବାସୀ
ବେସାହାରା ହୋଇପଡିଛନ୍ତି ରାୟଗଡା ସଦର ବ୍ଲକର ଲାଡ୍ଡା ଗ୍ରାମବାସୀ. ଗତ ଚାଳିଶ ବର୍ଷ ଧରି ଲାଡ୍ଡା ରେଳବାଇ କଲୋନାରେ ରହି ଆସୁଥିବା 15ଟି ପରିବାରକୁ ରେଳବାଇ ପକ୍ଷରୁ ବାହାର କରିଦିଆଯିବା ପରେ ସେମାନେ ରାସ୍ତାକଡରେ ଆଶ୍ରୟ ନେଇଛନ୍ତି. ମୁଣ୍ଡ ଗୁଞ୍ଜିବା...
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-20
ରବିବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଛି ପ୍ରଥମ ଅନ୍ତରାଷ୍ଟ୍ରିୟ ଟି-20 ମ୍ୟାଚ. ବିଶାଖପାଟଣାମରେ ସନ୍ଧ୍ୟା 7ଟାରେ ଏହି ମ୍ୟାଚ ଖେଳାଯିବ. ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟି-20 ମ୍ୟାଚ ଖେଳିବା ସହ 5ଟି ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ. ନ୍ୟୁଜିଲାଣ୍ଡ...








