ମୋଦିଙ୍କ ‘ମନ୍ କି ବାତ୍’ : ସହିଦଙ୍କୁ ସଲାମ
ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ର 53ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ. ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ହାମଲା ପରେ ଭାରତକୁ କୂଟନୀତିକ ସ୍ତରରେ ବଡ...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ
ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା. ଭୁବନ ଢେଙ୍କାନାଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି. ଖବର ଅନୁସାରେ, ରବିବାର ପ୍ରାୟ ସକାଳ 6ଟା ସମୟରେ ଏକ...
ଟ୍ରକ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ
ଗତକାଲି ବାଲେଶ୍ୱର 60 ନମ୍ବର ଜାତୀୟ ରାଜପଥ ନିକଟରେ ଜଣେ ଟ୍ରକ ଚାଳକଙ୍କୁ ମରଣାନ୍ତକ ଭାବେ ଆକ୍ରମଣ ହୋଇଛି. ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି. ସୂଚନା ଅନୁସାରେ, ଦୁଇଟି ଟ୍ରକ ଜାତୀୟ ରାଜପଥ ନିକଟରେ ରହିଥିଲା....
ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଟଳିଲେ 3 ମାଓବାଦୀ
ଓଡିଶା ସୀମାରେ ଝାଡଖଣ୍ଡ ପୋଲିସକୁ ମିଳିଛି ଏକ ବଡ ସଫଳତା. ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ଟଳିଛନ୍ତି ତିନି ମାଓବାଦୀ. ମିଳିଥିବା ସୂଚନା ଅନୁସାରେ, ରବିବାର କମ୍ବିଂ ଅପରେସନ ସମୟରେ ପୋଲିସ ଗୁମଲା ଅଞ୍ଚଳରେ ଏକ ମାଓ...
ଭାସୁଛନ୍ତି ଶହ ଶହ ମଲା ମାଛ
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକରେ ଦେଖିବାକୁ ମିଳିଛି ମାଛ ମଡକ. ସୋନ ନଦୀରେ ଶହ ଶହ ମଲା ମାଛ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି. ପତ୍ରିପାଳ ଓ ଗନିପୁର ନିକଟରେ ବହୁ ସଂଖ୍ୟାରେ ମାଛ ମରିପଡିଥିବା ଦେଖିବାକୁ ମିଳିଛି. ନଦୀର...
ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ
ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରୁଛନ୍ତି. ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି. ମୁଖ୍ୟମନ୍ତ୍ରୀ ପ୍ରଥମେ ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ....
ଠିକା କର୍ମଚାରୀଙ୍କୁ ସ୍ଥାୟୀ ଦାବିରେ ରାସ୍ତାକୁ ଓହ୍ଲାଇଲା ମହାମଞ୍ଚ
ଠିକା କର୍ମଚାରୀ ବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରିଛି କର୍ମଚାରୀ ମହାମଞ୍ଚ. ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅଭାବ ଥିବା ବେଳେ ସରକାର ଗତ ୧୫ ବର୍ଷ ଧରି ଠିକା କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛନ୍ତି. ବାରମ୍ବାର ଦାବି...
ସାବାସ୍ ଅଭିଜିତା
ସୁନାଚେନ୍ ଲୁଟେରାର ବେଳା ଖରାପ. ସୁନାଚେନ୍ ଲୁଟିବା ବେଳେ ଖସି ପାରିଲାନି ସାହସୀ ମହିଳାଙ୍କ ହାତରୁ. ଘଟଣା ଏମିତି. ରସୁଲଗଡ ଜିଜିପି କଲୋନୀ ପାଖ ମଳୟ ବିହାରରୁ ଜଣେ ମହିଳାଙ୍କୁ ଲୁଟ କରିବା ପାଇଁ ପିଚ୍ଛା କରିଥିଲେ ଲୁଟେରା. ବାଇକରେ...
ଗ୍ରାମବାସୀଙ୍କ ମନରେ ଆଧ୍ୟାତ୍ମିକ ଆବେଗ
ବାଲେଶ୍ବର ଜିଲ୍ଲା କଞ୍ଚାପଡା ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗାଁ ନିକଟରୁ ଉଦ୍ଧାର କରାଯାଇଛି ବିରଳ ଗରୁଡ ପକ୍ଷୀ . ଶ୍ରୀଧର ନୋଡାଲ ୟୁପି ସ୍କୁଲ ନିକଟରେ ପକ୍ଷୀଟି ଉଡି ନପାରି ବସି ରହିଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର...
‘ତେଜସ୍’ରେ ଉଡିଲେ ସିନ୍ଧୁ
ଲଢୁଆ ବିମାନ ତେଜସରେ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ. ବେଙ୍ଗାଲୁରୁ ଆୟୋଜିତ ଏୟାର ସୋ’ରେ ଲଢୁଆ ବିମାନ ତେଜସରେ ଉଡାଣ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳୀ ପି.ଭି ସିନ୍ଧୁ. ଉଡାଣ କରିବା ପରେ ସିନ୍ଧୁ ବହୁତ ଖୁସି ଥିବା ବେଳେ ତାଙ୍କ...












