26.4 C
Bhubaneswar
Wednesday, July 29, 2026
-Advertisement-

ପ୍ରୟାଗରାଜରେ ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ କୁମ୍ଭମେଳା. ହେଲେ ତା ପୂର୍ବରୁ ଘଟିଯାଇଛି ଏକ ବଡ ଧରଣର ଅଘଟଣ. ସୋମବାର ସକାଳ ସମୟରେ ଦିଗମ୍ବର ଆଖଡା ଟେଣ୍ଟରେ ନିଆଁ ଲାଗିଯାଇଥିଲା. ଫଳରେ ଚାହୁଁଚାହୁଁ ନିଆଁ ଚାରିଆଡେ ବ୍ୟାପି...

ପବିତ୍ର ମକର ସଂକ୍ରାନ୍ତି

ସୋମବାର ସାରା ଦେଶରେ ଅତି ଧୂମଧାମରେ ପାଳିତ ହେଉଛି ମକର ସଂକ୍ରାନ୍ତି. ମକରସଂକ୍ରାନ୍ତି ପାଇଁ ବିଭିନ୍ନ ଦେବାଳୟରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି. ବିଶ୍ୱାସ ରହିଛି ଯେ, ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ...

ଶିଶୁକନ୍ୟା ମୃତ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଦାରିଙ୍ଗବାଡିସ୍ଥିତ ସରକାରୀ ସେବାଶ୍ରମ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସରେ କନ୍ୟା ସନ୍ତାନକୁ ଜନ୍ମଦେବା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଗତକାଲି...

ଛାତିରେ ପଶିଲା ଲୁହା ରଡ୍

11 ବର୍ଷର ନାବାଳକ ଚନ୍ଦନ ମହାକୁଡ ଖେଳୁଥିବା ସମୟରେ ଛାତିରେ ଲୁହା ରଡ୍ ପଶିଯାଇଛି. ଫଳରେ ଗୁରୁତର ଅବସ୍ଥାରେ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି. ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଡିମ୍ବୋ ଗାଁର ନନ୍ଦକିଶୋର ମହାକୁଡ,...

ଅପରେସନ ଥିଏଟରରେ ଡାକ୍ତର ବାବୁଙ୍କ ପ୍ରେମ

ମଧ୍ୟପ୍ରଦେଶ ଉଜ୍ଜେନ ଜିଲ୍ଲା ଚିକିତ୍ସାଳୟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି. ଜଣେ ସିଭିଲ ସର୍ଜନ ସହକର୍ମୀ ନର୍ସଙ୍କୁ କିସ୍ ଦେଉଥିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି. ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ତୀବ୍ର...

ଆସିଲା ଇଲେକ୍ଟ୍ରିକ ଟୁଥ୍ ବ୍ରଶ୍

ଆମେରିକାର ଲସ୍ ଭେଗାସରେ ଚାରି ଦିନ ଧରି ଚାଲିଥିବା କନଜ୍ୟୁମର ଇଲେକ୍ଟ୍ରିକ ସୋ’ (ସିଇଏସ) ରେ ଫ୍ରାନ୍ସ କମ୍ପାନୀ ଏକ ‘ୱାଇ’ ଆକାରର ଏଭଳି ଏକ ଟୁଥ ବ୍ରଶ୍ ପ୍ରଦର୍ଶନ କରିଛି, ଯେଉଁଥିରେ ମାତ୍ର 10 ସେକେଣ୍ଡ ମଧ୍ୟରେ ଦାନ୍ତ...

ମଙ୍ଗଳବାରଠୁ ଆରମ୍ଭ ହେବ ପ୍ରୟାଗରାଜ କୁମ୍ଭମେଳା

ଜାନୁୟାରୀ 15 ତାରିଖ ଅର୍ଥାତ୍ ମଙ୍ଗଳବାରଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ପ୍ରୟାଗରାଜ ମେଳା 2019. ଉତ୍ତରପ୍ରଦେଶରେ ଆୟୋଜନ ହେବାକୁ ଥିବା ଏହି କୁମ୍ଭମେଳାରେ ପ୍ରାୟ 12 କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବ ଏବଂ ଏହି ମେଳାରେ ବିଭିନ୍ନ ପ୍ରକାର ଦୃଶ୍ୟ...

Game of Thrones ସିଜନ-8 ର ଟିଜର ରିଲିଜ

ଟେଲିଭିଜନ  କାର୍ଯ୍ୟକ୍ରମ ମଧ୍ୟରୁ ସାରା ଦୁନିଆରେ ଲୋକପ୍ରିୟତା ହାସଲ କରିଥିବା କାର୍ଯ୍ୟକ୍ରମ ‘ଗେମ୍ ଅଫ୍ ଥ୍ରୋନ୍ସର’ ଟିଜର ରିଲିଜ ହୋଇଛି. ଦୁନିଆରେ ସବୁଠୁ ଅଧିକା ମାତ୍ରାରେ ଦେଖୁଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପାଦ ଥାପିଛି. ‘ଗଟ୍’ ର...

ଶିଖ୍ ବିରୋଧୀ ଦଙ୍ଗା ମାମଲା, ଆଜି ହେବ ସଜ୍ଜନ କୁମାରଙ୍କ ଶୁଣାଣି

ଶିଖ୍ ବିରୋଧୀ ଦଙ୍ଗା ସହ ଜଡିତ ଥିବା ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବ କଂଗ୍ରେସ ନେତା ସଜ୍ଜନ କୁମାର କରିଥିବା ଅପିଲ ଉପରେ ସୋମବାର ସୁପ୍ରିମ କୋର୍ଟ ଶୁଣାଣି କରିବେ. 1984 ମସିହାରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗାରେ ସାମିଲ...

ପ୍ରଥମେ ଏହି ରାଜ୍ୟରେ ଲାଗୁ ହେଲା ସବର୍ଣ୍ଣ ସଂରକ୍ଷଣ ବିଲ୍

ମୋଦି ସରକାର 10 ପ୍ରତିଶତ ସଂରକ୍ଷଣ ବିଲକୁ ଲୋକସଭା ଓ ରାଜ୍ୟସଭାରେ ଗୃହୀତ କରାଇବା ପରେ ଏହି ବିଲ ମାଧ୍ୟମରେ ଆର୍ଥିକ ଦୁର୍ବଳ ଶ୍ରେଣୀରେ ଥିବା ଲୋକ କିପରି ଫାଇଦା ପାଇପାରିବେ ସେ ନେଇ ସରକାର ଏହାର ବ୍ୟବସ୍ଥା କରୁଛନ୍ତି....
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...