ମଇଁଷି ଦୋଷୀ: ଘଟଣାସ୍ଥଳ ଅନୁଧ୍ୟାନ ପରେ କହିଲେ ତଦନ୍ତକାରୀ
ମହାନଦୀ ପୋଲ ଉପରେ ବସ ଖସିପଡିବା ଘଟଣାରେ ୩ ଜଣିଆ ଟିମ୍ ତଦନ୍ତ ସରିଛି । ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଞ୍ଚାଇବାକୁ ଯାଇ ବସ୍ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବୋଲି ସୂଚନା ଦେଇଛନ୍ତି ତଦନ୍ତକାରୀ...
‘ବସୁଧା’ ଯୋଗାଇବ ଶୁଦ୍ଧ ପିଇବା ପାଣି: ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଚାରିଛକ ଗୋମୁଣ୍ଡିଆରେ ବୃହତ ପାନୀୟ ଜଳ ପ୍ରକଳ୍ପ ‘ବସୁଧା’ର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ୱାରା ଗଂଜାମ ବ୍ଲକର ୫୫...
କେବେ ଚେତିବ ପ୍ରଶାସନ
ମଙ୍ଗଳବାର ସଂଧ୍ୟାରେ ମହାନଦୀ ପୋଲରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ଅସମୟରେ ଲିଭିଯାଇଛି ୧୦ ଜୀବନଦୀପ . ନିଜର ଭାଗ୍ୟବଳରେ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି ପ୍ରାୟ ୫୦ ଯାତ୍ରୀ . ତେବେ ଏହି ଦୁର୍ଘଟଣାରେ କିଛି ଭୁଲ ବସ...
ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ
ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ସେ କର୍କଟ ରୋଗରେ ପୀଡିତ ଥିଲେ। ବୈଷ୍ଣବ ପରିଡା ଏକାଧାରାରେ ଜଣେ ରାଜନେତା, ସ୍ତମ୍ଭକାର ଓ ସମାଜସେବୀ...
କାଳ ସାଜିଲା ମଇଁଷି, ୫୦ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
କଟକ-ଜଗତପୁର ମହାନଦୀ ପୋଲ ଉପରେ ମଙ୍ଗଳବାର କାଳ ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ୫୦ ଜଣ ଯାତ୍ରୀଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ଲୋକଙ୍କ ଭିତରୁ ୭ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ...
ଏଟିଏମ୍ ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ
ଏଟିଏମ୍ ଭିତରେ ହୋଇଛି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ. ଆପଣ ଭାବୁଥିବେ ଏଟିଏମ୍ ଭିତରେ ଏଭଳି ଘଟଣା ଘଟିବା ଅସମ୍ଭବ. ହେଲେ ପ୍ରକୃତରେ ଏଭଳି ଘଟିଛି ଜଣେ ମହିଳାଙ୍କ ସହ. ତେବେ ଏହି ଘଟଣା ଆଉ କେଉଁଠି ନୁହେଁ, ଘଟିଛି କଟକସ୍ଥିତ...
ଆରମ୍ଭ ହେଲା ପଞ୍ଚୁକ ବ୍ରତ
ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକମାସର ପଞ୍ଚୁକ ବ୍ରତ. ପାଞ୍ଚଦିନ ଧରି ହେବାକୁ ଥିବା ଏହି ବ୍ରତରେ ବ୍ରତଧାରୀମାନେ ବଡି ଭୋରରୁ ଉଠି ନିଜର ନିତ୍ୟକର୍ମ ସାରି ମନ୍ଦିରକୁ ଯାଇଥାଆନ୍ତି ଓ ଦେବାଦେବୀଙ୍କୁ ପୂଜା କରି ଆସିବା ପରେ ନିଜ ଘର...
ହାଇକୋର୍ଟର ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ
ଓଡିଶା ହାଇକୋର୍ଟର ଦୁଇ ନୂଆ ବିଚାପରତିଭାବେ ଶପଥ ଗ୍ରହଣ କରିଛନ୍ତି ବିଚାପରତି ଶତ୍ରୁଘ୍ନ ପୂଜାହାରୀ ଓ ଅକ୍ଷୟ କୁମାର ମିଶ୍ର. ଏହି ଦୁଇ ନୂଆ ବିଚାପରିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ. ଏହି ଶପଥପାଠ...
ଫିଟିଲା ବ୍ରହ୍ମ ବିଭ୍ରାଟ ଗୁମର
ଗତ କିଛିଦିନ ଧରି ଚର୍ଚ୍ଚାରେ ଥିବା ଶ୍ରୀଜଗନ୍ନାଥଙ୍କ ବ୍ରହ୍ମବିଭ୍ରାଟର ଶେଷରେ ଗୁମର ଫିଟିଛି. ଏହି ଘଟଣା ପଛରେ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଅଛନ୍ତି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି. ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ ସଂପୂର୍ଣ୍ଣରୂପେ...
ଏ.ଆର୍ ରହମାନଙ୍କ ସ୍ୱରରେ ଝୁମିବ ବାରବାଟୀ
କଟକ ବାରବାଟୀ ଷ୍ଟାଡିୟମରେ ଶୁଭିବାକୁ ଯାଉଛି ବଲିଉଡ କଣ୍ଠଶିଳ୍ପୀ ଏ.ଆର୍ ରହମାନଙ୍କ ସ୍ୱର. ଆସନ୍ତା ନଭେମ୍ବର 28 ତାରିଖ ଅର୍ଥାତ୍ ବୁଧବାର ଦିନ କଟକ ଆସିବେ ବଲିଉଡ ଲୋକପ୍ରିୟ ଗାୟକ ଏ.ଆର୍ ରହମାନ. ଏଥିପାଇଁ ପ୍ରସ୍ତୁତ ହେଉଛି କଟକ ବାରବାଟୀ...








