25.8 C
Bhubaneswar
Tuesday, July 28, 2026
-Advertisement-

‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  

ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ ମୋ ବସ୍’ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁପଟ୍ଟନାୟକ ବିମାନବନ୍ଦର ଠାରେ ‘ ମୋ ବସ୍‌’ସେବାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ...

ଆଜି ଧନତେରସ: ଦେଶବାସୀଙ୍କୁ ମୋଦୀଙ୍କ ଶୁଭେଚ୍ଛା

ସମଗ୍ର ଦେଶରେ ଆଜି ଲୋକମାନେ ଧନତେରସ ଉସôବ ପାଳନ କରୁଛନ୍ତି । ଦିପାବଳୀର ଦୁଇଦିନ ପୂର୍ବରୁ ଲୋକମାନେ ଏହି ଉସôବକୁ ବେଶ୍ ଧୂମଧାମରେ ପାଳନ କରନ୍ତି । ଏହି ଦିନ ସୁନା , ଗହଣା, ବାସନକୁସନ ମଧ୍ୟ କିଣାଯାଏ ।...

ରାଜ୍ୟ ସରକାରଙ୍କ ଦିପାବଳୀ ଭେଟି: ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାରୀ ଉଦ୍ୟୋଗ(ପିଏସୟୁ) କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ସେମାନଙ୍କ ପାଇଁ ଅତିରିକ୍ତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି ସରକାର। ଏହାଦ୍ୱାରା ମହଙ୍ଗା ଭତ୍ତା ୭ରୁ ୮...
video

୧୪୪ ଧାରାକୁ ଫୁ : ରାଜଧାନୀକୁ ଧସେଇ ପଶିଲେ ଚାଷୀ,ନେତାଙ୍କ ଶହ ଶତାଧିକ ଚାଷୀ ଗିରଫ

ଉଗ୍ର ରୂପ ନେଇଛି ଚାଷୀ ଆନ୍ଦୋଳନ । ୧୪୪ ଧାରା ଜାରି ସତ୍ତ୍ୱେ ତମାଣ୍ଡୋରୁ ରାଜଧାନୀକୁ ମାଡି ଆସିଛନ୍ତି ଚାଷୀ । ପୋଲିସ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ଧସେଇ ପଶିଛନ୍ତି ଚାଷୀ । ନବନିର୍ମାଣ କୃଷକ ସଂଘର ଆନ୍ଦୋଳନ...

ଆଜିଠୁ ରାଜଧାନୀ ୱାଇ ଫାଇ ସହର

ସୋମବାର ଠାରୁ ସ୍ମାର୍ଟ ସିଟି ଭୁବନେଶ୍ୱର  ୱାଇଫାଇ ସହର ପାଲଟିଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଦେଶର ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ ଏବଂ ଯୁବପିଢ଼ୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବ ବୋଲି...

ମାଲକାନଗିରି ପୋଲିସକୁ ବଡ ସଫଳତା: ୫ ମାଓବାଦୀ ନିହତ

ପୁଣି ଓଡିଶା ପୋଲିସକୁ ମିଳିଛି ବଡ ଧରଣର ସଫଳତା । ଚିତ୍ରକୋଣ୍ଡା ପପଲୁରୁ ଅଂଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳାଙ୍କ ସମେତ ୪ ଜଣ କ୍ୟାଡର ପ୍ରାଣ ହରାଇଛନ୍ତି । ମାଲକାନଗିରି ଜିଲ୍ଲା କାଲିମଳା...

ହକି ବିଶ୍ୱକପ ପାଇଁ ଅଫ ଲାଇନ ଟିକଟ ବିକ୍ରି ଆରମ୍ଭ

ବିଶ୍ୱକପ ହକି ପାଇଁ ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ସକାଳ ୧୦ ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ୧୮ ଟି କେନ୍ଦ୍ରରେ ଓ କଟକର ୨ଟି କେନ୍ଦ୍ରରେ ଟିକେଟ...

ପୁଣି ସୋସିଆଲ ମିଡିଆରେ ଘୁରି ବୁଲିଲା ଶ୍ରୀମନ୍ଦିର ଭିତର ଫଟୋ

କଡ଼ା କଟକଣା ଏବଂ ପ୍ରଶାସନର କଡ଼ା ସୁରକ୍ଷା ସତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି । ରବିବାର ପୁଣି ଥରେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଛି । ବେଙ୍ଗଲୁରୁର ମେଘା ଲୁଥ୍ରା...

ଥମୁନି ମାଓ ଆତଙ୍କ, ଟାର୍ଗେଟରେ ଛତିଶଗଡ ବିଧାନସଭା ନିର୍ବାଚନ

ଦାନ୍ତେୱାଡାରେ ମାଓବାଦୀ ଲଙ୍କାକାଣ୍ଡ । ଗାମବାଡା ଜଙ୍ଗଲରେ ଦୁଇଟି ଯାତ୍ରୀବାହୀ ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ସେଥିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀମାନେ ।  ସୂଚନା ମିଳିଛି, ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ମାତ୍ର ବସରେ ସେମାନେ କାହିଁକି ନିଆଁ...

ଅଳାଁନବମୀରେ ଭକ୍ତଙ୍କ ଉପରେ ଲାଗିଲା କଟକଣା, କେବଳ ଦର୍ଶନ କରିବେ ରାଧା ପାଦ, ସ୍ପର୍ଶ ମନା

ଆସନ୍ତା ନଭେମ୍ବର ୧୭ରେ ପବିତ୍ର ଅଳାଁନବମୀ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ରାଧାପାଦ ଦର୍ଶନ ନୀତି ଅନୁଷ୍ଠିତ ହୋଇଥାଏ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com