କୃଷି କ୍ଷେତ୍ରରେ ସୌରଶକ୍ତି ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କ ସୌର ଜଳନିଧି ଯୋଜନା
କୃଷି କ୍ଷେତ୍ରରେ ସୌରଶକ୍ତି ବିନିଯୋଗ କରିବା ଦିଗରେ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସୌର ଜଳନିଧି ଯୋଜନା. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚ୍ଚିବାଳୟରେ ଏହି ଯ଼ୋଜନାର ଶୁଭାରମ୍ଭ କରିଛନ୍ତି. ଏଥିପାଇଁ ରାଜ୍ୟ ସରକାର...
ନୀଳଗିରି ମୁହାଁ ଝାଡଖଣ୍ଡୀ ହାତୀପଲ
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗୋପାଳପୁର ଜଙ୍ଗଲରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋର ସମୟରେ ୪୦ରୁ ଉର୍ଦ୍ଧ ଝାରଖଣ୍ଡୀ ହାତୀ ଜଙ୍ଗଲ ଭିତରକୁ ପଶିଆସିଥିବା ଜଣାପଡିଛି । ହାତୀଙ୍କ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ...
କଂଗ୍ରେସକୁ ଧକ୍କା
କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଭୁବନେଶ୍ୱରଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି...
ପୁତ୍ରସନ୍ତାନର ମା’ହେଲେ ସାନିଆ
ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ମଙ୍ଗଳବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ପୁଅ ସୁସ୍ଥ ଥିବା ନେଇ ପାକିସ୍ତାନୀ କ୍ରିକେଟର ତଥା ସାନିଆଙ୍କ ସ୍ୱାମୀ...
ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ : ୱେଷ୍ଟଇଣ୍ଡିଜ ସମ୍ମୁଖରେ 378 ରନର ବିଜୟଲକ୍ଷ୍ୟ
ୱେଷ୍ଟଇଣ୍ଡିଜ ବିପକ୍ଷରେ ମୁମ୍ବାଇରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି 377 ରନ କରିଛି । ରୋହିତ ଓ ରାୟଡୁଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ସାମ୍ନାରେ 378 ରନର ବିଶାଳ ଟାର୍ଗେଟ ରଖିଛି...
୪୨ ଦିନ ପରେ ବୈଜୟନ୍ତଙ୍କୁ ମିଳିଲା ୨ଟି ହେଲିକପ୍ଟର
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଘଟଣା ନୂଆ ନୂଆ ମୋଡ଼ ନେଉଛି । ୪୨ ଦିନ ପରେ ପୁରୀ ପୋଲିସ ଭୁବନେଶ୍ୱର ବିମାନବନ୍ଦରରେ ସିଲ୍ କରିଥିବା ହ୍ୟାଙ୍ଗର ଖୋଲିଛି । ପୁରୀ ମେରାଇନ ଥାନା...
ଓକିଲ ସଂଘରେ ରାଜନୀତି, ଆନ୍ଦୋଳନକୁ ନେଇ ମୁହାଁମୁହିଁ : ରକ୍ତାକ୍ତ ହେଲେ ଓକିଲ
ଓକିଲଙ୍କ ଆନ୍ଦୋଳନରେ ପଶିଗଲା ରାଜନୀତି. ଦୁଇମାସରୁ ଅଧିକ ଦିନ ଚାଲିଥିବା ଓକିଲ ଆନ୍ଦୋଳନକୁ ରାଜନେତାମାନେ ଲାଗିପଡି ଫଟେଇଦେଲେ. ବିଜେଡି ଲିଗାଲ ସେଲ୍ ଆନ୍ଦୋଳନରୁ ଓହରିବା ପରେ ହାଇକୋର୍ଟ ବାର୍ ଆସୋସିଏସନ ଦୁଇଭାଗ ହୋଇଗଲା. ଆଉ ଆଜି ରାଜନୈତିକ ଷଡଯନ୍ତ୍ରର ଭୟଙ୍କର...
ନନ୍ଦନକାନନକୁ ଆସିବ ସୁନ୍ଦରୀ
ଅନୁଗୁଳ ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ଅଣାଯିବ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ନନ୍ଦନକାନନ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।
ବାଘୁଣୀ ସୁନ୍ଦରୀକୁ...
ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପ୍ରାକ୍ ପ୍ରଦାନ କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି. ଏହା ଦ୍ୱାରା ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସୂଚନା ମିଳି ପାରିବ. ଯାହା ଦ୍ୱାରା ସେମାନେ ନିଜର ପୂର୍ବ ପ୍ରସ୍ତୁତି କରିପାରିବେ....








