ରଣଜୀ ଟ୍ରଫି : ଆଜିଠୁ କିଟ ପଡିଆରେ ଓଡିଶା-ହରିୟାଣା
୨୦୧୮-୧୯ ରଣଜୀ ଟ୍ରଫି ଗୁରୁବାରଠାରୁ ଆରମ୍ଭ ହେଉଛି । କିଟ୍ କ୍ରିକେଟ୍ ପଡ଼ିଆରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ ହରିଆଣାର ମୁକାବିଲା କରିବାକୁ ଯାଉଛି। ତିନିଟି ସିଜିନ୍ ପରେ ଉଭୟ ଦଳ ପରସ୍ପରକୁ ଭେଟିବେ। ପୂର୍ବରୁ ଓଡ଼ିଶା ଏବଂ ହରିଆଣା...
ରୋଷେଇ ଘରେ ମହଙ୍ଗା ମାଡ: ବଢିଲା ଗ୍ୟାସ ଦର
ରନ୍ଧନ ଗ୍ୟାସ ମୂଲ୍ୟ ପୁଣି ବଢ଼ିଛି । ସବସିଡ଼ ସିଲିଣ୍ଡରର ମୂଲ୍ୟ ୨.୯୪ ଟଙ୍କା ବଢ଼ିଛି। ଟିକସରେ କେତେକ ପରିବର୍ତ୍ତନ ଯୋଗୁ ନଭେମ୍ବର ୧ ତାରିଖଠାରୁ ୧୪.୨ କିଗ୍ରା ବିଶିଷ୍ଟ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇ ୫୦୫.୩୪ ଟଙ୍କା ହେବ...
ଆଖି ଆଗରେ ମୃତ୍ୟୁକୁ ଦେଖୁଥିବା ଲାଇଟମ୍ୟାନ ମାଆଙ୍କୁ କି ମେସେଜ୍ ଦେଲେ
ଛତିଶଗଡର ଦନ୍ତେୱାଡାରେ ମାଓବାଦୀଙ୍କ ଗୁଳିକାଣ୍ଡରେ ଦୁରଦର୍ଶନର କ୍ୟାମେରାମ୍ୟାନ ଅଚୁ୍ୟତାନନ୍ଦ ସାହୁ ପ୍ରାଣ ହରାଇବା ଘଟଣା ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି । ତେବେ ଏହି ହିସାଂକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଥିବା ଦୂରଦର୍ଶନର ଲାଇଟମ୍ୟାନ ମୋରମୁକୁଟଙ୍କ ସେହି ସମୟର ଏକ...
ସାବଧାନ, ଏଣିକି ପଲିଥିନ ବିକ୍ରି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଅକ୍ଟୋବର ପହିଲାରୁ ପଲିଥିନ ନିଷେଧ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା । ସରକାର ଖବରକାଗଜ ଓ ଟିଭିରେ ପଲିଥିନ ନିଷେଧକୁ ନେଇ ଜୋରସୋରରେ ପ୍ରଚାର କଲେ , କିନ୍ତୁ ପଲିଥିନ ବ୍ୟବହାର ବନ୍ଦ ହେଲା ନାହିଁ । ଉଭୟ ବ୍ୟବସାୟୀ...
ସହିଦ୍ ଅଚ୍ୟୁତାନନ୍ଦଙ୍କୁ ଅଶ୍ରୁଳ ବିଦାୟ
ଗାଁରେ ଶୋକର ଛାୟା । ସମସ୍ତଙ୍କ ପାଟିରେ ଅମର ଅଚ୍ୟୁତ । କାନ୍ଦ ବୋବାଳିରେ ଯେମିତି ଗାଁ ସ୍ତବ୍ଧ ହୋଇଯାଇଥିଲା । ଛତିଶଗଡ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ଓଡ଼ିଆ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷକୃତ୍ୟ ବୁଧବାର ସମ୍ପନ୍ନ...
ଏନଡିଏ, ୟୁପିଏ ଓ ବିଜେଡିକୁ ସମତାକ୍ରାନ୍ତିର ସମାଲୋଚନା
କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ.ଡି.ଏ ଶାସନ ,ପୂର୍ବ କଂଗ୍ରେସ ନେତୃତ୍ୱରେ ତାଲିଥିବା ୟୁ.ପି.ଏ ସରକାର ଓ ରାଜ୍ୟର ଦୀର୍ଘ ୧୯ବର୍ଷର ବି.ଜେ.ଡି ସରକାର ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ବିଫଳ ହୋଇଛି ବୋଲି ସମତା କ୍ରାନ୍ତି ଦଳ କହିଛି...
ଏକତା ପାଇଁ ଦୌଡ
ଳୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ସାରା ଦେଶ ଜାତୀୟ ଏକତା ଦିବସ ଭାବେ ପାଳନ କରିଛି. ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ରାଜନାଥ ସିଂ ପତାକା ଦେଖାଇ...
ସାମ୍ବାଦିକଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ୧୪ତମ ସ୍ଥାନରେ ଭାରତ
ସାରା ଦେଶରେ ବର୍ତମାନ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ସାମ୍ବାଦିକଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ଭାରତର ସ୍ଥାନ ୧୪ତମ ବୋଲି ଆମେରିକାର ଏକ ଘରୋଇ ସର୍ଭେ ସଂସ୍ଥା ‘କମିଟ ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ କହିଛି ।...
ଉନ୍ମୋଚନ ହେଲା ବିଶ୍ୱର ସୁଉଚ୍ଚ ପ୍ରତିମୂର୍ତ୍ତି: ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’
ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦେ୍ଦଶ୍ୟରେ ଉସôର୍ଗ କରିଛନ୍ତି । ଦେଶର ପ୍ରଥମ ଗୃହମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ୧୪୩ ତମ ଜନ୍ମ ଦିବସ ଅବସରରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ...
ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳି ଭେଟି
ଶ୍ରମିକଙ୍କ ପାଇଁ ଖୁସି ଖବର । ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାର । ତିନି ବର୍ଷ ପରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାରରେ ସଂଶୋଧନ ହୋଇଛି । ସଂଶୋଧନ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ...








