କ୍ୟାମେରାମ୍ୟାନଙ୍କୁ ତଳୁ ଉଠାଇ ଚର୍ଚ୍ଚାରେ ରାହୁଲ
ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ଭୁବନେଶ୍ୱର ବିମାନବନ୍ଦରରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ପହଁଞ୍ଚିବା ମାତ୍ରେ ତାଙ୍କ ଚିତ୍ରତ୍ତୋଳନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବେଶ ତତ୍ପରତା ଦେଖାଦେଇଥିଲା । ବିଶେଷକରି କ୍ୟାମେରାମ୍ୟାନ ମାନେ ଧାଁ ଦଉଡ ଆରମ୍ଭ କରିଦେଇଥିଲେ...
ପୁରୀରେ ମୁଖ୍ୟମନ୍ତ୍ରୀ
ପୁରୀ ମାଳତୀପାଟପୁରରେ ବିଜେଡି ବିଶାଳ କୃଷକ ସମାବେଶର ଆୟୋଜନ କରିଛି । ଏହି ଚାଷୀ ସମାବେଶରେ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ‘କାଳିଆ ‘ଯୋଜନାରେ ଟଙ୍କା ବଂଟନ ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ୟ୍ୟାୟରେ ୨୧...
ରାଷ୍ଟ୍ରୀୟ ସଭାପତି ହେବା ପରେ ପ୍ରଥମ ଗସ୍ତ
ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସ୍ୱତନ୍ତ୍ର ବିମାନରେ ଆସି ଅବତରଣ କଲେ ରାହୁଲ । କଂଗ୍ରେସର ରାଷ୍ଟ୍ରୀୟ ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ସେ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୧୧ଟାରେ...
ବର୍ଷିଲେ ଅପରାଜିତା
ନିଯୁକ୍ତି ଓ ଗରିବି ନେଇ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ନେତ୍ରୀ ଅପରାଜିତ ଷଡଙ୍ଗୀ । ସେ ପ୍ରଶ୍ନ କରିଛନ୍ତି, ୧୮ ବର୍ଷ ପରେ ବି ରାଜ୍ୟରେ ଦାରିଦ୍ର୍ୟ କାହିଁକି କମିନି । ମୁଣ୍ଡପିଛା ଆୟ ନେଇ ବି...
ଶୋକାକୁଳ ପରିବେଶରେ ସମୂହ ସଂସ୍କାର
କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡଦୁଆ ଘାଟି ଦୁର୍ଘଟଣାରେ ମୃତକଙ୍କ ସମୂହ ସଂସ୍କାର ଶୋକାକୁଳ ପରିବେଶ ମଧ୍ୟରେ ହୋଇଛି. ବ୍ରାହ୍ମଣୀ ଗାଁ, ଗଦାପୁର, ସୁଲୁମାହା ଓ କଲିଙ୍ଗି ଗାଁର ଲୋକଙ୍କ ଉପସ୍ଥିତିରେ ଖ୍ରୀଷ୍ଟୀୟ ରୀତିନୀତିରେ ସମୂହ ସଂସ୍କାର ହୋଇଥିଲା. ମୃତକଙ୍କ...
ଦରମା ବୃଦ୍ଧି ଦାବି
ବିଭିନ୍ନ ଦାବି ନେଇ ଗତ ଚାରିଦିନ ଧରି ବାଲେଶ୍ୱର ସୁଇପର ସଙ୍ଗ ପକ୍ଷରୁ ଆନେ୍ଦାଳନ କରାଯାଇଛି । ବୁଧବାର ଠାରୁ ଏହାର ପ୍ରଭାବ ସମଗ୍ର ସହରରେ ଦେଖିବାକୁ ମିଳିଛି । ସାରା ସହରରେ ଅଳିଆ ପଡି ରହିଥିବାବେଳେ ସୁଇପରମାନେ ବିଭିନ୍ନ...
ନକ୍ସଲ ପରିଚୟ ଦେଇ କରୁଥିଲେ ଲୁଟପାତ
ରାୟଗଡା ପୋଲିସ ହାବୁଡରେ ପଡିଛନ୍ତି ନକଲି ନକ୍ସଲ. ଗିରଫ ହେବା ପରେ ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୮୬ ହଜାର ୯୧୦ ଟଙ୍କା ଜବତ କରିଛି ପୋଲିସ. ନକଲି ନକ୍ସଲ ବନିଥିବା ଅଭିଯୁକ୍ତମାନେ ହେଲେ କାଶିପୁର ଥାନା ଜଲଖୁରା...
ଗଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ?
ଶନିବାର ସାରା ଦେଶରେ ପାଳିତ ହେବ 70ତମ ଗଣତନ୍ତ୍ର ଦିବସ. ଏ ନେଇ ସବୁ ଜିଲ୍ଲାରେ ପ୍ରସ୍ତୁତି ସରିଛି ଏବଂ କେଉଁ ମନ୍ତ୍ରୀ କେଉଁଠି ଯୋଗ ଦେବେ ତାର ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି. ଗ୍ରାମ୍ୟ ଉନ୍ନୟନ ଏବଂ ସଂସଦୀୟ...
ରାଜେନ୍ଦ୍ର କଲେଜ ହେବ ବିଶ୍ୱବିଦ୍ୟାଳୟ
ରାଜେନ୍ଦ୍ର କଲେଜ ହେବ ବିଶ୍ୱ ବିଦ୍ୟାଳୟ । ବଲାଙ୍ଗିରରେ ବିଜୁ ଯୁବ ସମାଜରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଉପସ୍ଥିତଥିବା ଯୁବବର୍ଗଙ୍କୁ ତକ୍ରାଳୀନ ବଲାଙ୍ଗୀର ରାଜା ରାଜେନ୍ଦ୍ର ପ୍ରସାଦଙ୍କ ଭଳି ସେବା ମନୋଭାବ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ନବୀନ...
କେନ୍ଦ୍ରକୁ ନବୀନଙ୍କ ପ୍ରଶ୍ନବାଣ
ଝାରସୁଗୁଡା ସଭାରୁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇ ଖୁବ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ୬୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଝାରସୁଗୁଡାରେ ବିମାନ...







