ପୁଅଙ୍କ ବିବାହ ବୟସ ୧୮: ଆବେଦନ ସୁପ୍ରିମକୋର୍ଟରେ ଖାରଜ
ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖଣ୍ଡନ କରିବା ସହିତ ଏ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି । ଏହା ସହିତ ମାମଲା ଦାୟର...
ସର୍ଜରୀ ୱାର୍ଡରୁ ରୋଗୀଙ୍କ କଟା ଗୋଡ ନେଇ କୁକୁର ଫେରାର
ରୋଗୀମାନଙ୍କର ଚିକିତ୍ସାରେ ଅବହେଳା ହେଉଥିବା ନେଇ ଅନେକ ମେଡିକାଲରୁ ଅଭିଯୋଗ ଆସେ । ହେଲେ ବର୍ତମାନ ସମୟରେ ଯେଉଁ ଅଭିଯୋଗ ଆସିଛି ତାହା ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଛି । ବିହାର ବକ୍ସର ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ଘଟିଛି ଏକ...
ଅଚେତ କରି ସୁନ୍ଦରୀକୁ ଏନ୍କ୍ଲୋଜରକୁ ଅଣାଯିବ: ପିସିସିଏଫ୍
ସୁନ୍ଦରୀକୁ ନେଇ ଚାଲିଛି ତର୍ଜମା । ସାତକୋଶିଆ ଜଙ୍ଗଲରେ ଥିବା ବାଘୁଣୀ ସୁନ୍ଦରୀକୁ ଅଚେତ କରି ଏନ୍କ୍ଲୋଜରକୁ ଅଣାଯିବ ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପିସିସିଏଫ୍ ଡ଼.ସନ୍ଦୀପ ତ୍ରିପାଠୀ । ବାଘୁଣୀ ଉପରେ ନିଶ୍ଚେତକ ପ୍ରୟୋଗ...
ଦିଲ୍ଲୀରେ ୪୦୦ ପେଟ୍ରୋଲ ପମ୍ପ ବନ୍ଦ
ସୋମବାର ରାଜଧାନୀ ଦିଲ୍ଲୀର ପ୍ରାୟ ୪୦୦ ପେଟ୍ରୋଲ୍ ପମ୍ପ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଦିଲ୍ଲୀ ସରକାର ଭାଟ୍ ହ୍ରାସ କରୁନଥିବା ଅଭିଯୋଗରେ ଦିଲ୍ଲୀ ପେଟ୍ରୋଲ୍ ବ୍ୟବସାୟ ସଂଘ ପକ୍ଷରୁ ୨୪ ଘଣ୍ଟିଆ...
ବଳଦ ଶିକାର କଲା ସୁନ୍ଦରୀ
’ସୁନ୍ଦରୀ’ର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁନ୍ଦରୀ ଏକ ବଳଦ ଶିକାର କରିଛି। ଟାଇଁସି ନିକଟରେ ଥିବା କୁମୁରୀ ଗାଁରେ ଏହି ଘଟଣା ଘଟିଛି। ରବିବାରରେ ଜଣେ ବ୍ୟକ୍ତିଙ୍କୁ ସୁନ୍ଦରୀ ମାରିବା ସହ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ...
ତୈଳ ଦରକୁ ଲଗାମ ଦେବାରେ ସରକାର ଫେଲ୍
ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । କେନ୍ଦ୍ର ସରକାରଙ୍କ କୌଣସି ପଦକ୍ଷେପ ତେଲ ଦର ଉପରେ ଲଗାମ ଲଗାଇପାରିନାହିଁ । ଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି, ପ୍ରଥମଥର ପାଇଁ ଡିଜେଲ ଦର ପେଟ୍ରୋଲକୁ...
ପଦ୍ମ ଧରିଲେ ପଦ୍ମଲୋଚନ
୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତିର ଉଷ୍ମତା ସେତିକି ବଢିବାରେ ଲାଗିଛି । ବାଲେଶ୍ୱରର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିରେ ମିଶିଛନ୍ତି । କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ ପଦ୍ମଲୋଚନ...
ମୋଦିଙ୍କ ଉପରେ ପ୍ରସ୍ତୁତ ହେବ ବିଶ୍ୱର ସବୁଠୁ ବଡ ଫଟୋ ଆଲବମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଚରିତ୍ର ଉପରେ ପ୍ରସ୍ତୁତ ହେବାକୁ ଯାଉଛି ଏକ ଫଟୋ ଆଲବମ୍ । ଆଠ ଫୁଟ ଲମ୍ବା, ଚାରି ଫୁଟ ଚଉଡାର ଏହି ଫଟୋ ଆଲବମ ରହିବ । ଏଥିରେ ପାଖାପାଖି ୧୦୦ଟି...
ଜାତୀୟ ପୋଲିସ ସ୍ମାରକୀ ଉଦଘାଟନ କଲେ ମୋଦି
ଜାତୀୟ ପୋଲିସ ସ୍ମାରକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀର ଚାଣକ୍ୟପୁରୀ ଠାରେ ନିର୍ମିତ ‘ଜାତୀୟ ପୋଲିସ ସ୍ମାରକୀ’କୁ ଉଦଘାଟନ କରିଛନ୍ତି । ଭାରତ ସ୍ୱାଧୀନ ହେବା ପରେ ଦେଶପାଇଁ ପୋଲିସ ଯବାନଙ୍କ ବଳିଦାନକୁ ପ୍ରଶଂସା କରିବା...
ସୁନ୍ଦରୀ ବିରୁଦ୍ଧରେ ନରହତ୍ୟା ଅଭିଯୋଗ
ପୁଣି ମାତିଲା ବାଘୁଣୀ ସୁନ୍ଦରୀ । ପୁରୁଣା କୋଟ ଅନ୍ତର୍ଗତ ଟାଇଁସି ଗାଁରେ ପଶି ସୁନ୍ଦରୀ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ତ୍ରିନାଥ ସାହୁ । ତାଙ୍କୁ ପାଖାପାଖି ୬୦ ବର୍ଷ ହେବ...









