ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରୁ ଉଡାଣ କରିଥିବା ଏକ ବୋଇଁ ବିମାନ ନିଖୋଜ ହୋଇଯାଇଛି । ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନରେ 56 ଜଣ ଯାତ୍ରୀ ଓ 6 ଜଣ କ୍ରିଉ ମେମ୍ବର ଥିଲେ । ଶ୍ରୀଉଇଜେ ଏୟାରଲାଇନ୍ସର ଏହି ବିମାନଟି ଜାକର୍ତ୍ତାରୁ କାଲିମାଣ୍ଟାନ ଦ୍ବୀପର ପୋଣ୍ଟିଆନାକକୁ ଯାଉଥିଲା । ଦିନ ସାଢେ ଦୁଇଟା ପରଠୁ ବିମାନଟି ନିଖୋଜ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here