36.1 C
Bhubaneswar
Monday, May 20, 2024
-Advertisement-

ବଦଳିଲା ଖେଳରତ୍ନ ପୁରସ୍କାର ନାଁ

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଆସୁଥିବା ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର 'ରାଜିବ ଗାନ୍ଧୀ ଖେଳରତ୍ନ ପୁରସ୍କାର'ର ନାଁ ପରିବର୍ତ୍ତନ କରାଯାଇ 'ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର' ରଖାଗଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି...

ନାତି ଆଇଏଏସ, ପୁଅ 30 କୋଟି ସମ୍ପତିର ମାଲିକ, ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବାପାମା

ନାତି ଆଇଏଏସ, ପୁଅ 30 କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ I ହେଲେ ବୁଢ଼ା ବାପା ମାଙ୍କୁ ଖାଇବାକୁ ଦେଲେନି I ପୁଅ ବୋହୁଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା ମା ଆତ୍ମହତ୍ୟା କରିଦେଲେ I ଗତ ବୁଧବାର ଦିନ ଏଭଳି...

ଧଉଳିରେ ଶାନ୍ତିସ୍ତୁପ ପ୍ରତିଷ୍ଠାର ସୁବର୍ଣ୍ଣ ଦିବସ

ଧଉଳିରେ ଶାନ୍ତିସ୍ତୁପ ପ୍ରତିଷ୍ଠାର ସୁବର୍ଣ୍ଣ ଦିବସ ପାଳନ । ଶାନ୍ତିସ୍ତୁପ ପ୍ରତିଷ୍ଠାର ପଚାଶ ବର୍ଷ ପୂର୍ତ୍ତିକୁ ଧଉଳିରେ ଖୁବ୍ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଏହି ଅବସରରେ ଦେଶ ଓ ଦେଶ ବାହାରର ବିଭିନ୍ନ ପ୍ରାନ୍ତରରୁ ବୌଦ୍ଧଭିକ୍ଷୁ ଓ...

ଘୁଞ୍ଚିଲା ଅଯୋଧ୍ୟା ମାମଲା ଶୁଣାଣି

ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠକୁ ନେଇ ଗୁରୁବାରଠୁ ଆରମ୍ଭ ହେବାକୁ ଥିବା ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍‌ ଓ ରାମ ଜନ୍ମଭୂମି ମାମଲାର ଶୁଣାଣି ଜାନୁୟାରୀ 29 ତାରିଖରେ ହେବ . ଗୁରୁବାର ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ...
video

ସେପ୍ଟେଜ୍ ବିଶୋଧନାଗାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ୬ଟି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ସହରରେ ବିଶୋଧନାଗାର କାର୍ଯ୍ୟକାରୀ ହେବ । ଏହି ସହର ମାନଙ୍କ ମଧ୍ୟରେ ରହିଛି ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ପୁରୀ...

KOOL HOMEର ଗୁମର ଖୋଲିଲେ ସାଲୁଜା

ରାୟପୁର ଗୁମର ଖୋଲିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଗୋବିନ୍ଦ, ମମିତା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କଲ ଡିଟେଲ ଯାଞ୍ଚ ଦାବି କରିଛନ୍ତି ସାଲୁଜା । ୨୦ ସେପ୍ଟେମ୍ବରରେ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇଥିଲେ । ଆଉ ସେଠାରେ...

ପାଞ୍ଚବର୍ଷ ପରେ ବସିଲା ଆଦିବାସୀ ପରାମର୍ଶଦାତା ବୈଠକ

ଆଗକୁ ନିର୍ବାଚନ ଆସୁଥିବାରୁ ସରକାରଙ୍କର ମନେପଡିଲା ଆଦିବାସୀଙ୍କ କଥା । ପାଞ୍ଚବର୍ଷ ପରେ ରାଜ୍ୟ ସରକାର ଆଜି ଆଦିବାସୀ ପରାମର୍ଶଦାତା କମିଟି ବୈଠକ ଡାକି ଆଦିବାସୀଙ୍କ ପାଇଁ କିଛି ଘୋ,ଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଶାରଳା ପୀଠରେ ୧୪୪ ଧାରା

ଜଗତସିଂହପୁରର ମା ଶାରଳାଙ୍କ ପୀଠରେ ୧୪୪ ଧାରା । ଆଜିଠୁ ୧୪ ତାରିଖ ଯାଏଁ ପୀଠରେ ୧୪୪ ଧାରା ଜାରି କରାଯାଇଛି । କୋଭିଡ ସଙ୍କ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ମହାଷ୍ଟମୀ...
video

ବିଜେପି ଟିକଟ ଆଣି ବିଜେଡିରେ ମିଶୁଛନ୍ତି

ପାଖେଇ ଆସିଲାଣି ନିର୍ବାଚନ । ନିର୍ବାଚନକୁ  ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଏବେ ବେଶ ଜମୁଛି ରାଜନୀତି । ବିଜେପିର କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ବିଜେଡିରେ ମିଶିଛନ୍ତି । ନବୀନ ନିବାସ...
video

ଦିଦି ମିଛ କହିଲେ

ପଶ୍ଚିମବଙ୍ଗରେ ସିବିଆଇକୁ ନେଇ ଚାଲିଥିବା ଝାମେଲାରେ ତାଙ୍କ ସହ ଟିଏମସିର କେହି ଯୋଗାଯୋଗ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ପଷ୍ଟ କରିଛନ୍ତି. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ....
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...