26.1 C
Bhubaneswar
Friday, October 30, 2026
-Advertisement-

ନିଆଁ ଲାଗିବା ପରେ ସୁଉଚ୍ଚ ଅଟ୍ଟାଳିକାରୁ ଡେଇଁ ପଡିଲେ ଯୁବକ

ବେଙ୍ଗାଲୁରର କୋରାମଙ୍ଗଳ ଅଞ୍ଚଳରେ ଏକ ବହୁତଳବିଶିଷ୍ଟ ବ୍ୟାବସାୟିକ ଅଟ୍ଟାଳିକାରେ ନିଆଁ ଲାଗିଗଲା । ଅଟ୍ଟାଳିକାର ଉପର ମହଲାରେ ବିସ୍ଫୋରଣ ହେଲା ଏବଂ ପରେ ନିଆଁ ଚାରିଆଡକୁ ବ୍ୟାପିଗଲା । ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି...

ଗାଜା ହସପିଟାଲ ଉପରେ ବୋମାମାଡ, 500 ମୃତ

ଯୁଦ୍ଧର ଭୟଙ୍କର ପରିଣାମ । ଗାଜାର ଅଲ ଆହିଲ ହସିପାଟଲ ଉପରେ ବୋମାମାଡ ଯୋଗୁ 500 ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଛି । ତେବେ ଏହି ବିସ୍ପୋରଣ ପାଇଁ ହମାସ ଆତଙ୍କବାଦୀ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ଇସ୍ରାଏଲ ସେନା ଏହାକୁ...

ଚାରିମାସ ତଳେ ଅପହରଣ, ଏବେ ପୋଡି ପାଉଁଶ

ପୋଲିସ ଅଭିଯୋଗକୁ ଗୁରୁତ୍ବ ଦେଉନି । ଯାହାର ଭୟଙ୍କର ପରିଣାମ ଭୋଗିବାକୁ ପଡୁଛି ନାବାଳିକାଙ୍କ ପରିବାରକୁ । ଅନେକ କ୍ଷେତ୍ରରେ ପୋଲିସର ଅବହେଳା ପାଇଁ ନାବାଳିକାଟିଏ ଅତ୍ୟାଚାରିତ ହେବା ପରେ ଅକାଳରେ ଆଖି ବୁଜି ଦେଉଛି । କଟକ ସଦର...

ସମଲିଙ୍ଗୀ ବିବାହ ନିଷ୍ପତ୍ତି ସରକାର ନେବେ

ସମଲିଙ୍ଗୀ ବିବାହକୁ ଆଇନଗତ ଓ ସାମାଜିକ ମାନ୍ୟତା ଦେବା ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ନୁହେଁ । ଏହି ନିଷ୍ପତ୍ତି ସରକାର ନେଇପାରିବେ । ସମଲିଙ୍ଗୀ ବିବାହ ମୌଳିକ ଅଧିକାରଭୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନରେ ପରିବର୍ତ୍ତନ କରିବାର କ୍ଷମତା...

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପାଇଁ କଂଗ୍ରେସ ଦେଲା ଡେଡ୍ ଲାଇନ୍

କୋଭିଡ୍ ପରଠୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲା ଯାଉନାହିଁ । ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଚାରିଦ୍ବାର ବନ୍ଦ ରଖିଥିବାରୁ ଏଙାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଆଜି କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପାଇଁ...

ଗାଜାରେ ଭୟଙ୍କର ସ୍ଥିତି, ବୁଧବାର ଇସଲାମ ରାଷ୍ଟ୍ର ସମ୍ମିଳନୀ

ଦିନକୁ ଦିନ ଗାଜାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଇସ୍ରାଏଲ ବୋମା ମାଡରେ ଗାଜାରେ ବିଧ୍ବଂସର ଦୃଶ୍ୟ । ହମାସ ଆତଙ୍କବାଦୀଙଅକୁ ନିପାତ କରିବା ପାଇଁ ଇସ୍ରାଏଲର ଅଭିଯାନରେ ବଳି ପଡି ଯାଉଛନ୍ତି ସାଧାରଣ ନାଗରିକ, ନୀରିହ...

31 ଓଭରରେ ଖେଳ ଶେଷ, 7 ଉଇକେଟରେ ମ୍ୟାଚ୍ ଜିତିଲା ଭାରତ

ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଭରପୁର ଉତ୍କଣ୍ଠା ଲାଗି ରହିଥିଲା । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଲକ୍ଷାଧିକ କ୍ରିକେଟ ପ୍ରେମୀଙ୍କ ଭିଡ ଜମିଥିଲା । ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚରେ ବିଜ୍ଞାପନ ଭାଉ ବି ରେକର୍ଡ ଭାଙ୍ଗିଥିଲା । ହେଲେ...

ଭାରତୀୟ ବୋଲରଙ୍କ ସାମନାରେ 50 ଓଭର ଖେଳି ପାରିଲାନି ପାକିସ୍ତାନ

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍କଣ୍ଠା ଲାଗି ରହିଥିବା ବେଳେ ଆରମ୍ଭରୁ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ ଓ...

ଇସ୍ରାଏଲ ପାଇଁ ବଡ ଚ୍ୟାଲେଞ୍ଜ ହମାସଙ୍କ ଲମ୍ବା ଟନେଲ୍

ଗାଜା ଉପରେ ଲଗାତର ବୋମାମାଡ ଜାରି ରଖିଥିଲେ ବି ଗାଜା ଦଖଲ ଇସ୍ରାଏଲ ପାଇଁ ଏତେ ସହଜ ନୁହେଁ । ପାଲେଷ୍ଟାଇନ ହମାସ ଗାଜା ସୀମାନ୍ତରେ ଯେଉଁ ଟନେଲ ନିର୍ମାଣ କରିଛନ୍ତି, ତାହା ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ।...

ଶ୍ରୀମନ୍ଦିର ପାଇଁ ପୋଷାକ ଗାଇଡଲାଇନ୍

ଶ୍ରୀମନ୍ଦିର ଭିତରକୁ ଯିବା ପାଇଂ ପୋଷାକ ଗାଇଡ୍ ଲାଇନ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ତଥା ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଯାତ୍ରୀମାନଙ୍କୁ ପରାମର୍ଶ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...