ବିଧାୟକ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ କଂଗ୍ରେସରୁ ସସପେଣ୍ଡ୍
ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ-ବାରବାଟୀ ବିଧାୟକ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କୁ କଂଗ୍ରେସ ସସପେଣ୍ଡ କରିଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ନିଷ୍ପତ୍ତି ଅନୁଯାୟୀ ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପିସିସି...
ଚନ୍ଦ୍ରପୃଷ୍ଠକୁ ଯାତ୍ରା କଲା ଚନ୍ଦ୍ରୟାନ-3
ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବାର ଇତିହାସରେ ଆଉ ଏକ ସଫଳ ଅଧ୍ୟାୟ ଯୋଡିଛି ଇସ୍ରୋ । ଆଜି ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରୟାନ ଯାତ୍ରା ଆରମ୍ଭ କରିଛି । ଏଲଭିଏମ -3 - ଏମ - 4...
ହାଇସ୍କୁଲ ୟୁନିଫର୍ମରେ ବିଜେଡି ରଙ୍ଗକୁ ବିରୋଧ
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ନୂତନ ଡ୍ରେସକୋଡକୁ ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଛନ୍ତି । ବିରୋଧ ପଛରେ ମୁଖ୍ୟ କାରଣ ହେଉଛି, ନୂଆ ୟୁନିଫର୍ମରେ ବିଜେଡି ବ୍ୟବହାର...
ପାଞ୍ଚବର୍ଷ ପରେ ବସିଲା ଆଦିବାସୀ ପରାମର୍ଶଦାତା ବୈଠକ
ଆଗକୁ ନିର୍ବାଚନ ଆସୁଥିବାରୁ ସରକାରଙ୍କର ମନେପଡିଲା ଆଦିବାସୀଙ୍କ କଥା । ପାଞ୍ଚବର୍ଷ ପରେ ରାଜ୍ୟ ସରକାର ଆଜି ଆଦିବାସୀ ପରାମର୍ଶଦାତା କମିଟି ବୈଠକ ଡାକି ଆଦିବାସୀଙ୍କ ପାଇଁ କିଛି ଘୋ,ଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...
ବିଜେଡି ରାଜନୀତିକୁ ନେଇ ବିଜେପିର ଭବିଷ୍ୟବାଣୀ
2024 ବିଧାନସଭା ନିର୍ବାଚନରେ କିଏ ବାଣ୍ଟିବ ବିଜେଡି ଟିକଟ ? ଆଜି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଏମିତି ଏକ କଟାକ୍ଷ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଜେଡିର 21 ଲୋକସଭା ଓ 147...
ବିନା ଭିସାରେ ଭାରତ ଆସିଲେ ପାକିସ୍ତାନୀ ଯୁବତୀ
ବଲିଉଡ କାହାଣୀଠୁ କିଛି କମ୍ ରୋଚକ ନୁହେଁ ଏ ଖବର । ଭାରତୀୟ ଯୁବକଙ୍କ ପ୍ରେମରେ ପଡି ଜଣେ ପାକିସ୍ତାନୀ ଯୁବତୀ ବିନା ଭିସାରେ ନେପାଳ ଦେଇ ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିଲେ । କେବଳ ସେ ଏକା ନୁହଁନ୍ତି,...
ପୁଣି 5T ସଚିବଙ୍କୁ କଟାକ୍ଷ କଲେ ଅପରାଜିତା, କହିଲେ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ
5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ପୁଣି ଆକ୍ଷେପ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡିର ରାଜନୈତିକ ସାଙ୍ଗଠନିକ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ଜଣେ ନିମ୍ନ ଅଧସ୍ତନ ଅଧିକାରୀ କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ସେ...
ଜଗନ୍ନାଥ ଭଜନରେ କମ୍ପିଲା ଗୀତଗୋବିନ୍ଦ ପ୍ରେକ୍ଷାଳୟ
ଜଗନ୍ନାଥ ହୋ .. ମୁଁ ଯଦି ତୁମ ଝିଅ ହୁଅନ୍ତି, ଜଗନ୍ନାଥ କିଛି ମାଗୁନାହିଁ ତୋତେ ଏମିତି ଅନେକ ଶ୍ରୀଜଗନ୍ନାଥ ଭଜନରେ ପ୍ରକମ୍ପିତ ହେଲା ଭୁବନେଶ୍ବରର ଗୀତଗୋବିନ୍ଦ ପ୍ରେକ୍ଷାଳୟ । ଅବସର ଥିଲା ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକଟିଭି ପକ୍ଷରୁ...
2024 ପାଇଁ ସଜବାଜ : ଚାରି ରାଜ୍ୟରେ ବିଜେପିର ନୂଆ ମୁଖିଆ
2024 ପାଇଁ ବିଜେପିର ପ୍ରସ୍ତୁତି । ଆଜି ଚାରିଟି ରାଜ୍ୟରେ ନୂଆ ସଭାପତି ନିଯୁକ୍ତ କରିଛି ବିଜେପି । ତେଲେଙ୍ଗାନାର ନୂଆ ସଭାପତି ଦାୟିତ୍ବ ମିଳିଛି କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କୁ । ସେହିପରି ଡି. ପୁରନ୍ଦେଶ୍ବରୀଙ୍କୁ ଆନ୍ଧ୍ରପ୍ରଦେଶ ବିଜେପି...
ମହାରାଷ୍ଟ୍ର ରାଜନୀତି : ବିରୋଧୀ ଦଳ ନେତା ପଦ ଛାଡି ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାଓ୍ବାର
ମହାରାଷ୍ଟ୍ର ଏନସିପିରେ ବିଭାଜନ । ବିରୋଧୀ ଦଳ ନେତା ପଦ ଛାଡି ଅଜିତ ପାଓ୍ବାର କିଛି ବିଧାୟକଙ୍କ ସହ ବିଜେପି-ଶିବସେନା ସରକାରରେ ସାମିଲ ହୋଇଛନ୍ତି । ଆଜି ସେ ରାଜଭବନ ଯାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥଗ୍ରହଣ...

















