ଖଣ୍ଡ ସ୍ୱେରେଜ ଟାଙ୍କିରୁ ମିଳିଲା ଗୋପାଳର ହାତ ଲେଖା
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୫ଦିନ ବିତିଲାଣି । ହେଲେ ଏଯାଏଁ ହତ୍ୟା ପଛର ରହସ୍ୟ ଉଠିପାରୁନି । ଏହାରି ଭିତରେ ଗୋପାଳର ହାତ ଲେଖା ଚିଠି ପାଇଖାନା ଟାଙ୍କିରୁ ମିଳିଛି । ଅନେକ କାଗଜ ଖଣ୍ଡ ସ୍ୱେରେଜ...
ବଦଳିଲା ଆୟକର ସୀମା
ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ । ବଜେଟରେ ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ବାର୍ଷିକ ସାତଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଆୟକର ଦେବାକୁ...
୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ
.ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା ।
.ସହରାଞ୍ଚଳ ବିକାଶ ପାଇଁ ଅର୍ବାନ ଇନଫ୍ରା ଫଣ୍ଡର ଘୋଷଣା ।
. ଅର୍ବାନ ଇନଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା ।
.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ...
ନବଙ୍କ ପିଏସଓ ସସପେଣ୍ଡ
ନବ ଦାସଙ୍କ ପିଏସଓ ସସପେଣ୍ଡ । ପିଏସଓ (ପର୍ସନାଲ ସିକ୍ୟୁରିଟି ଅଫିସର) ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଛି । ପିଏସଓଙ୍କ ଉପସ୍ଥିତିରେ ଯେଉଁଭଳି ଭାବରେ ଗୁଳିକାଣ୍ଡ ଘଟିଲା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଘଟଣାସ୍ଥଳରେ ପିଏସଙ୍କ...
ଆଶାରାମ ବାପୁଙ୍କୁ ଆଜୀବନ
ବହୁ ଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍ । ଆଜୀବନ ଜେଲ୍ ଦଣ୍ଡାଦେଶ କଲେ ଗାନ୍ଧିନଗର ସେସନ୍ସ କୋର୍ଟ । ଏକ ଦୁଷ୍କର୍ମ ମାମଲାର ବିଚାର କରି ଦଣ୍ଡାଦେଶ କଲେ କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ...
ସ୍ପଟରେ ହି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ !
ଗୁଳି ପରେ ନବ କିଶୋର ଦାସଙ୍କର ସ୍ପଟ୍ ଡେଥ୍ ହୋଇଥିଲା । ନବ ଦାସଙ୍କର ସ୍ପଟ୍ ଡେଥ୍ ହୋଇଥିବା ନେଇ ତଥ୍ୟ ମିଳିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ନବ ଦାସଙ୍କୁ...
ଟପ୍ ଲେବଲ୍ କନସ୍ପିରାସି
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରାଯିବା ପଛରେ ରହିଛି ଟପ୍ ଲେବଲ୍ କନସ୍ପିରାସି । ଏମିତି ଆରୋପ ଲଗାଇଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ତଥା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଜଣେ ପୋଲିସ ଅଧିକାରୀଙ୍କ...
ଚାକିରିରୁ ବିଦା ହେଲେ ଏଏସଆଇ ଗୋପାଳ ଦାସ
ବିଦାହେଲେ ଏଏସଆଇ ଗୋପାଳ ଦାସ । ଝାରସୁଗୁଡା ଏସପି ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ହେଉଛନ୍ତି ଗୋପାଳ ଦାସ । ଗତକାଲି ଠାରୁ ଅଟକ ଥିବା ଗୋପାଳଙ୍କୁ ଗିରଫ ନେଇ...
ଅଲବିଦା ନବ ଦାସ
ପଞ୍ଚଭୂତରେ ବିଲୀନ ହୋଇଗଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପାର୍ଥୀବ ଶରୀର । ସରିଗଲା ରାଜନୀତି, ଚିରନିଦ୍ରାରେ ଶୋଇଗଲେ ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରିୟ ନେତାଙ୍କୁ ଟିକିଏ ଶେଷ ଦର୍ଶନ ପାଇଁ ଜନସମାଗମ ହୋଇପଡିଥିଲା ଝାରସୁଗୁଡା ସହର । ନବ...
ନବ ଦାସଙ୍କ ମୃତ୍ୟୁ ପରେ ନିରଞ୍ଜନ ପୂଜାରୀଙ୍କୁ ଦାୟିତ୍ୱ
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନବ ଦାସଙ୍କ ମୃତ୍ୟୁ ପରେ ନିରଞ୍ଜନ ପୂଜାରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପୂଜାରୀ ଏବେ ରାଜ୍ୟ ଅର୍ଥ ଓ...



















