ବିବାଦରେ ପଡିଲା ପୂର୍ଣ୍ଣଛେଦ
ସିଙ୍ଗର ଦମ୍ପତ୍ତି ହ୍ୟୁମାନ ସାଗର ଏବଂ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ଘଟଣାରେ ନୂଆ ଟୁଇଷ୍ଟ । ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି କହିଲେ ହ୍ୟୁମାନ । ଏଣିକି ସେମାନେ ଏକାଠି ରହିବେ ବୋଲି...
ଆଜି ଝାରସୁଗୁଡାରେ ହେବ ଶେଷକୃତ୍ୟ
ଆଜି ଝାରସୁଗୁଡାରେ ହେବ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ । ସକାଳେ ସରକାରୀ ବାସଭବନରେ ପ୍ରିୟ ପରିଜନ ତାଙ୍କ ଶେଷ ଦର୍ଶନ କରିବା ପରେ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା...
ଆଖି ବୁଜିଲେ ନବ ଦାସ
ଆଖି ବୁଜିଲେ ମନ୍ତ୍ରୀ ନବ ଦାସ I ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ନବ ଦାସଙ୍କ ମୃତ୍ୟୁ ହୋଇଛି I ଅପରେସନ କରାଯାଇ ତାଙ୍କର ଗୁଳି ବାହାର କରାଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି I ଆଜି...
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି ମାଡ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡା ହସପିଟାଲରେ ଭର୍ତ୍ତି କରାଯାଇଥିଲା...
ଆଜି ହକି ଫାଇନାଲ୍
ଆଜି ହକି ଫାଇନାଲ୍ । କଳିଙ୍ଗ ଷ୍ଟାଡିଅମରେ ହେବାକୁ ଯାଉଥିବା ସୁପର ସୋରେ ମୁକାବିଲା କରିବେ ବିଶ୍ବର ଦୁଇ ହକି ସୁପର ପାୱାର ଜର୍ମାନୀ ଓ ବେଲଜିଅମ ।
2018 ରେ ବେଲଜିଅମ ବିଶ୍ବ ଚାମ୍ପିଅନ ହୋଇଥିବା ବେଳେ ଲଗାତାର...
ସୁଖୋଇ-ମିରେଜ୍ କ୍ରାସ୍
ଭାରତୀୟ ବାୟୁସେନାର ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ପାଇଲଟ ମୃତ୍ୟୁବରଣ କରିଛନ୍ତି । ଆଜି ସକାଳେ ଗୋଆଲିଅର ସ୍ଥିତ ମହାରାଜପୁର ବିମାନଘାଟିରୁ ବାୟୁସେନାର ଦୁଇ ଲଢୁଆ ବିମାନ ସୁଖୋଇ-30 ଓ ମିରେଜ-2000 ଯୁଦ୍ଧାଭ୍ୟାସ ଉଡାଣରେ...
ଦେଶ ନୁହେଁ ବିଦେଶରେ ବି ଜଲୱା ଦେଖାଉଛି କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’
ଫିଲ୍ମ ‘ପଠାନ’ରିଲିଜ ହେବା ପରେ ବକ୍ସ ଅଫିସରେ ସାନଦାର କଲେକ୍ସନ କରୁଛି । ଦ୍ୱିତୀୟ ଦିନରେ ଫିଲ୍ମଟି ଦେଶରେ ୭୦ କୋଟି କମାଇଥିବାବେଳେ ବିଶ୍ୱରେ ସମୂଦାୟ ୨୩୫ କୋଟି କମାଇଛି । ଶାହାରୁଖ ଖାନ୍, ଦୀପିକା ପାଦୁକୋନ,...
ବିମାନରେ ଗଲେ ୯ ପୂର୍ବତନ ବିଧାୟକ, ଜଣେ ସାଂସଦ
ଆଗକୁ ଅଛି ୨୦୨୪ ସାଧାରଣ ନିର୍ବାଚନ । ତା ପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଓଡିଶାରେ ତାର ଶାଖା ଖୋଲିବା ପାଇଁ ଯାଉଛି । ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିରେ ଯୋଗଦେବେ ଓଡିଶାର ୯ ଜଣ...
ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ମୋଦି
ପରୀକ୍ଷା ସମୟରେ କିଭଳି ଚାପମୁକ୍ତ ଏବଂ ପ୍ରସ୍ତୁତି ରହିବେ ଛାତ୍ରଛାତ୍ରୀ? ବୋର୍ଡ ପରୀକ୍ଷା ପାଇଁ ମନରୁ ଭୟ ଦୂର କରି ପରୀକ୍ଷାକୁ କେମିତି ସାମ୍ନା କରିବେ ଛାତ୍ରଛାତ୍ରୀ? ଏନେଇ ଦିଲ୍ଲୀ ତାଲକଟୋରୀ ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ...
ଅବସର ନେବାବେଳେ କାନ୍ଦି ପକାଇଲେ ସାନିଆ
ଗ୍ରାଣ୍ଡସ୍ଲାମ୍ ଟେନିସରୁ ଟେନିସ୍ ତାରକା ସାନିଆ ମିର୍ଜା ଅବସର ନେଇଛନ୍ତି। ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା ଅଷ୍ଟ୍ରେଲିଆନ ଓପନ। ଏହାର ମିକ୍ସଡ ଡବଲ୍ସରେ ରୋହନ ବୋପନ୍ନାଙ୍କ ସହିତ ସେ ରନର୍ ଅପ୍ ହୋଇଛନ୍ତି। ବ୍ରାଜିଲର ଯୋଡ଼ି ଲୁଇସା ଷ୍ଟେଫାନି ଓ...



















