ତୁନିଷାଙ୍କୁ ଅନ୍ତିମ ବିଦାୟ
ଅଲବିଦା ତୁନିଷା ଶର୍ମା । ମୁହଁରେ ମିଲିୟନ ଡଲାର ସ୍ମାଇଲ ନେଇ ବିନ୍ଦାସ ରହୁଥିବା ୨୦ ବର୍ଷୀୟ ଯୁବତୀ ଆଜି ପଞ୍ଚଭୂତରେ ବିଲୀନ ହୋଇଯାଇଛି । ଯେଉଁ ବୟସରେ ଝିଅମାନେ ସ୍ୱପ୍ନ ଦେଖୁଥାନ୍ତି ସେହି ବୟସରେ ତୁନିଷା ନିଜ ଜୀବନ...
ଓଡିଶାରେ ମୃତ୍ୟୁବରଣ କରିଥିବା ରୁଷର ସାଂସଦ ପୁଟିନଙ୍କ ବଡ ସମାଲୋଚକ ଥିଲେ
ରାୟଗଡାରେ ଦୁଇ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା । ଋୁଷ ଦୂତାବାସ କହିଛି ଯେ, ଓଡିଶା ପୋଲିସକୁ ଏପର୍ଯ୍ୟନ୍ତ କୌଣସି ଅପରାଧିକ ଲିଙ୍କ୍ ମିଳିପାରିଲା ନାହିଁ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ପୁଟିନଙ୍କ ବଡ ସମାଲୋଚକ ଥିଲେ ଧନୀ...
୮୦୦ ଟଙ୍କାରେ ମିଳିବ ନାଜାଲ ଭ୍ୟାକସିନ୍
ଚୀନରେ କରୋନାର ଭୟଙ୍କର ସ୍ଥିତି ଦେଖି ସତର୍କ ହୋଇଗଲେଣି ଭାରତ ସରକାର । ନାଜାଲ ଭ୍ୟାକ୍ସିନକୁ ଇନକୋଭାକକୁ ଅନୁମତି ମିିଳିସାରିଛି । ଏହି ନାଜାଲ ଭାକ୍ସିନ୍ କୋୱିନ୍ ଆପ୍ ଜରିଆରେ ଉପଲବ୍ଧ ରହିଛି । ବୁଷ୍ଟର ଡୋଜ୍ ପାଇଁ ଏହାର...
ରାଜ୍ୟରେ ଆସିପାରେ ମାସ୍କ ନିୟମ
କୋଭିଡ ମୁକାବିଲା ପାଇଁ ଏବେ ସାରା ଦେଶରେ ତତ୍ପରତା । ବିଭିନ୍ନ ହସ୍ପିଟାଲରେ ମୁକାବିଲା ପାଇଁ ମକଡ୍ରିଲ ହେଉଥିବାବେଳେ ଏପଟେ ପୁଣି ମାସ୍କ ନିୟମ ଆଣିବା ପାଇଁ ଚାଲିଛି ପ୍ରସ୍ତୁତି । ବାହାର ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ପରେ ରାଜ୍ୟରେ...
ବ୍ରେକଅପ ସୁଇସାଇଡ ରହସ୍ୟ
ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ଘଟଣାରେ ନୂଆ ମୋଡ । ଶ୍ରଦ୍ଧା ମର୍ଡର କେସ୍ ସାମ୍ନାକୁ ଆସିବା ପରେ ବିଚଳିତ ଥିଲେ ବୋଲି ସିଜାନ କହିଛନ୍ତି । ତୁନିଷା-ସିଜାନଙ୍କ ମଧ୍ୟ ବଡ ବୟସ ବ୍ୟବଧାନ ଥିଲା । ଦୁହିଁଙ୍କ ଧର୍ମ...
ମଦୁଆ ଅଫିସର ଜ୍ୱାଇଁ ଅପେକ୍ଷା ରିକ୍ସା ଚାଳକ ବହୁତ ଭଲ
କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଭାବବିହ୍ୱଳ ଅପିଲ । ଝିଅଙ୍କୁ ମଦୁଆଙ୍କ ସହ ବାହା ଦିଅନି । ଜଣେ ମଦୁଆ ଅଫିସର ଅପେକ୍ଷା ଜଣେ ରିକ୍ସା ଚାଳକ ବା ଶ୍ରମିକ ଜ୍ୱାଇଁ ଢେର ଭଲ । ନିଶା ନିବାରଣ ପାଇଁ ଏକ...
ଅହଂକାର ଯୋଗୁଁ ଧାମନଗର ହାରିଲୁ
ପ୍ରତିଷ୍ଠା ଦିବସରେ ନିଜ ଦଳକୁ ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଧାମନଗରରେ ଦଳକୁ ମିଳିଲା ଶିକ୍ଷା । ବାରମ୍ବାର ଜିତିବା ପରେ ଅହଂକାର ବଢିଯାଲିଥିଲା । ପ୍ରଭୁ ଜଗନ୍ନାଥ ଆମକୁ ଶିକ୍ଷା ଦେଲେ । ସବୁବେଳେ...
‘ପଚିଶ କି ପଚାଶ ନୁହେଁ, ଶହେ ବର୍ଷ ସେବା କରିବୁ’
୨୬ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଆଜି ବିଜେଡିକୁ ପୁରିଛି ୨୫ ବର୍ଷ । ଶ୍ରୀକ୍ଷେତ୍ରରେ ରୌପ୍ୟ ଜୟନ୍ତୀ ପାଳନ କରିଛି ଦଳ । ପୁରୀ ତାଳବଣିଆ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ଯୋଗଦେଇ ଦଳର...
ଓଡିଶା ଫେରିଲା ବିଶ୍ୱକପ ହକି ଟ୍ରଫି
ଓଡିଶା ଫେରିଲା ବିଶ୍ୱକପ ହକି ଟ୍ରଫି । ୧୩ ରାଜ୍ୟ , ୨ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିଛି । ବିମାନବନ୍ଦରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏବଂ...
ବଡଦିନରେ ସବୁଠି ସେଲିବ୍ରେସନ୍
ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ସବୁଠି ସେଲିବ୍ରେସନର ମାହୋଲ । ଖ୍ରୀଷ୍ଟ ଧର୍ମାବଲମ୍ବି ଧୂମଧାମରେ ଉତ୍ସବକୁ ପାଳନ କରୁଛନ୍ତି । ଏଥିଲାଗି ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି । ରାଜଧାନୀ ଟ୍ୱିନ୍...















