ନ’ ତାରିଖରେ ଆସିପାରେ ବାତ୍ୟା ‘ମୋଚ୍ଚା’
ଆସନ୍ତା 6 ତାରିଖ ସୁଦ୍ଧା ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ପରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପ ଅବପାତରେ ପରିଣତ ହୋଇ ଯଦି ବାତ୍ୟା ରୂପ ନିଏ, ତେବେ ଆଉ...
ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ସରକାର କ୍ଷମା ଦେଲେ କାହିଁକି
2002 ଗୋଧ୍ରା ଦଙ୍ଗା ସମୟର ବହୁଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା 11 ଜଣ ଦୋଷୀଙ୍କୁ ଗୁଜରାଟ ଓ କେନ୍ଦ୍ର ସରକାର କ୍ଷମା କରିଦେବା ମାମଲାର ଶୁଣାଣୀ କରିବା ପାଇଁ ସୁପ୍ରିମକୋର୍ଟ ଆସନ୍ତା ମେ...
ଆସନ୍ତା 6 ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ, ସରକାର ଆଗୁଆ ସଜାଗ
ଆସନ୍ତା 6 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପକୁ ନେଇ...
ବଦଳିବ ଆବଣ୍ଟନ ନିୟମ, ଜଣେ ବ୍ୟକ୍ତିଙ୍କୁ ମିଳିବ ଗୋଟିଏ ପ୍ଲଟ୍
ନିଜର ପ୍ରଭାବ ବିସ୍ତାର କରି ବିଭିନ୍ନ ସରକାରୀ ସଂସ୍ଥା ଠାରୁ ଜଣେ ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ହାତଉଛନ୍ତି । ମାତ୍ର ପ୍ଲଟଟିଏ ପାଇବା ପାଇଁ ଅନେକ ସାଧାରଣ ଲୋକେ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି...
58 ବର୍ଷ ପରେ ମିଳିଲା ସ୍ବର୍ଣ୍ଣ
58 ବର୍ଷ ପରେ ଭାରତକୁ ମିଳିଲା ଐତିହାସିକ ସଫଳତା । ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପର ପୁରୁଷ ଡବଲ୍ସରେ ଭାରତର ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ସ୍ବର୍ଣ୍ଣିମ ସଫଳତା ଆଣିଦେଇଛନ୍ତି । 2022...
ମନ୍ କୀ ବାତ୍ – ଶହେତମ ସଂସ୍କରଣରେ ଡି. ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି
ମନ୍ କୀ ବାତ୍ ର ଶହେତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶାର ଡି. ପ୍ରକାଶ ରାଓଙ୍କୁ ମନେ ପକାଇଛନ୍ତି । ସ୍ବର୍ଗତଃ ଡି. ପ୍ରକାଶ ରାଓ ଚା ବିକ୍ରି କରି ଉପାର୍ଜିତ ଅର୍ଥରେ ଗରିବ ପିଲାମାନଙ୍କୁ ପାଠ...
ଓଡିଶାରେ ଗଡିଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ୍
ଓଡିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନରେ ହାଓଡାରୁ ପୁରୀ ଗଡିଛି । ସକାଳ 6 ଟା 10 ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀ ଅଭିମୁଖେ ହାଓଡା ଷ୍ଟେସନ ଛାଡିଥିଲା...
ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ 11 ସହିଦ
ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ଅରନପୁରରେ ନକ୍ସଲଙ୍କ ବଡ ହମଲା । ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ବେଳେ 10 ଜଣ ଡିଆରଜି ଯବାନ ଓ ଗାଡି ଡ୍ରାଇଭର ସହିଦ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୋଲିସ...
ବଢୁଛି ସଂକ୍ରମଣ : ପୁଣି ଫେରିଲା ମାସ୍କ
ରାଜ୍ୟରେ କୋଭିଡ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ସ୍ବାସ୍ଥ୍ୟସେବା ସହ ଜଡିତ ସମସ୍ତ ଅନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସମସ୍ତ କ୍ଲିନିକ ଓ ଲାବରୋଟାରୀରେ କର୍ମଚାରୀମାନେ...
କୁସ୍ତି ଫେଡେରେସନ ସଭାପତିଙ୍କ ଯୌନ ଉତ୍ପୀଡନ ବିରୋଧରେ ଧାରଣା
ଭାରତୀୟ କୁସ୍ତି ମହାସଂଘ (wfi) ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ । ପୂର୍ବରୁ ମଧ୍ୟ ମହିଳା କୁସ୍ତି କ୍ରୀଡାବିତମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ଧାରଣାରେ ବସିଥିଲେ ।...

















