ବିଜେଡି ଆଗରେ
ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗରେ ରହିଛନ୍ତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ୮୧୭୮ ଖଣ୍ଡ ଭୋଟରେ ଆଗୁଆ । ପଦ୍ମପୁର ଉପନିର୍ବାଚନ ପାଇଁ...
ଦିଲ୍ଲୀ ମହାନଗର ଦଖଲ କଲା ଆପ୍
ଦୀର୍ଘ 15 ବର୍ଷ ଧରି ବିଜେପି କବଜାରେ ଥିଲା ଦିଲ୍ଲୀ ମହାନଗର । ଆମ ଆଦମୀ ପାର୍ଟି 15 ବର୍ଷର ପଦ୍ମ ଦୁର୍ଗକୁ ଦଖଲ କରି ନେଇଛି । 250 ଓ୍ବାର୍ଡରୁ ଆପକୁ 134 ଆସନ ମିଳିଥିବା ବେଳେ ବିଜେପିକୁ...
ଦିଲ୍ଲୀ ମହାନଗର ନିଗମରେ ଆପ୍ – ବିଜେପି କଡା ଟକ୍କର
କିଏ ଦଖଲ କରିବ ଦିଲ୍ଲୀ ମହାନଗର ନିଗମ ? ଆପ୍ ନା ବିଜେପି ? 15 ବର୍ଷ ଧରି ବିଜେପି ଦଖଲରେ ଥିବା ଏମସିଡିକୁ ଆମ ଆଦମୀ ପାର୍ଟି ଛଡାଇ ଆଣିବ କି ?
ଦିଲ୍ଲୀ ମହାନଗର ଦଖଲ...
ଯେତେବେଳେ ମୁଁ କହିବି, ରାଜ୍ୟ ପରିବର୍ତ୍ତନ ହୋଇଯିବ : ଅର୍ଚ୍ଚନା ନାଗ୍
ମୁଁ ଛାଡିବିନି I ସବୁ ଖୋଲିଦେବି I ମୁଁ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ହୋଇଯିବ I ସମସ୍ତଙ୍କ ମୁଖା ଖୋଲିଦେବି I ତଥ୍ୟ, ପ୍ରମାଣର ସହ ସବୁ ଖୁଲାସା କରିବି I ଆଜି ଗଣମାଧ୍ୟମ ଆଗରେ ଏମିତି ବିସ୍ଫୋରକ...
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା I ଆସନ୍ତାକାଲି ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ସହ କ୍ରମଶଃ ବାତ୍ୟାରେ ପରିଣତ ହେବ I ସମ୍ଭାବ୍ୟ ବାତ୍ୟା ସଂପର୍କରେ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ ...
ସରିଲା ଗୁଜରାଟ ଭୋଟ : ବିଜେପିକୁ ମୁକାବିଲା କରୁଛନ୍ତି କଂଗ୍ରେସ ଓ ଆପ୍
ଗୁଜରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ତଥା ଚୂଡାନ୍ତ ପର୍ଯ଼୍ୟାୟ ଭୋଟ ଆଜି ଶେଷ ହୋଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ଆଜି ତାଙ୍କ ମତଦାନ କରିଛନ୍ତି I ଦ୍ବିତୀଯ ପର୍ଯ଼୍ୟାଯରେ 93ଟି ଆସନ ପାଇଁ ଭୋଟଗ୍ରହଣ...
ସିବିଆଇ ତଦନ୍ତ ଦାବି କଲେ ଅର୍ଚ୍ଚନା
ଆଜି କୋର୍ଟରେ ହାଜର ହୋଇ ଫେରିବା ବେଳେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ପୁରା ମାମଲାର ସିବିଆଇ ତଦନ୍ତ କରାଯ଼ାଉ ବୋଲି କହିଛନ୍ତି I କୋର୍ଟ ଭ୍ୟାନ ଭିତରୁ ମିଡିଆକୁ ଦେଇଥିବା ପ୍ରତିକ୍ରିୟାରେ ଅର୍ଚ୍ଚନା କହିଛନ୍ତି, ତଥାକଥିତ ପୀଡିତା କୁଆଡେ...
ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟଙ୍କ ବଡ ରାୟ
ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟଙ୍କ ବଡ ରାୟ । ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ପ୍ୟୁଟର ଟେଷ୍ଟ କଲେ ବି ଚୂଡାନ୍ତ...
ଚାଲିଗଲେ ବର୍ଷିୟାନ ଅଭିନେତ୍ରୀ
ତାଙ୍କ କଣ୍ଠସ୍ୱର ଲୋକଙ୍କୁ ଆକର୍ଷିତ କରୁଥିଲା, ଝରଣା ଦାସଙ୍କ ନାଁ ଶୁଣିଲେ ଲୋକେ ରେଡ଼ିଓ ଧରି ବସି ଯାଉଥିଲେ l ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି। କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ...
ଆଉ ୧ ଲକ୍ଷ କୋଟି ଟଙ୍କାର ନିବେଶ ଘୋଷଣା କଲା JSW
ଓଡିଶାରେ ଆଉ ୧ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ଷ୍ଟିଲ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ମେକ୍ ଇନ୍ ଓଡିଶା କନକ୍ଲେଭରେ ଜେଏସଡବ୍ଲ୍ୟୁ ଅଧକ୍ଷ୍ୟ ସଜ୍ଜନ ଜିନ୍ଦଲ ଏହି ଘୋଷଣା...
















