ଡ୍ରାଇଭରର ପୁଅ ଏବେ ମୁଖ୍ୟମନ୍ତ୍ରୀ
ଡ୍ରାଇଭରର ପୁଅ ଏବେ ମୁଖ୍ୟମନ୍ତ୍ରୀ । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ହିମାଚଳର ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ...
‘ଡିଲ୍’ ରାଜନୀତିକୁ ନେଇ ଚର୍ଚ୍ଚା
ପଦ୍ମପୁରରେ ବିଜେଡି-କଂଗ୍ରେସ ଡିଲ୍ ମନ୍ତବ୍ୟକୁ ପୁଣି ଦୋହରାଇଲେ ଜୟନାରାୟଣ । ଡିଲ୍ ନେଇ ସିଧାସିଧା ସେ ଟାର୍ଗେଟ କରିଛନ୍ତି । ସତ୍ୟକୁ ସମସ୍ତେ ମାନିବେ । ଡିଲ୍ ହୋଇଥିବା କଥା କଂଗ୍ରେସ ଓ ବିଜେଡି ଲୋକଙ୍କ ଠାରୁ ଶୁଣିବାକୁ ପାଇଛି...
ଅଧୁରା ରହିଲା ଅଗ୍ନିବୀର ସ୍ୱପ୍ନ
ପହଁରା ଶିଖୁଥିବାବେଳେ ମହାନଦୀରେ ପଡି ମୃତ୍ୟୁ । ଯୋବ୍ରା ମହାନଦୀରେ ବୁଡି ନିଖୋଜ ଥିବା ଛାତ୍ର ଉଦ୍ଧାର ହୋଇଛନ୍ତି । କିଛିଘଣ୍ଟା ପରେ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଟ୍ରେନିଂ ସମୟରେ ବୋଟରୁ ଖସିପଡି ନିଖୋଜ ହୋଇଥିଲେ ।...
ପଡିଗଲା କି ଚାପ!
ମିଡିଆ ଆଗରେ ଫଁ ହେଲେ ଇଡି ଆଗରେ ଚୁପ୍ । ଗଣମାଧ୍ୟମ ଆଗରେ ସବୁ ଗୁମର ଖୋଲିଦେବା କହୁଥିବା ଅର୍ଚ୍ଚନା ଇଡି ଆଗରେ ଚୁପ୍ ରହିଛନ୍ତି । ଜେରାରେ ସହଯୋଗ କରୁନାହାଁନ୍ତି । ତଦନ୍ତକାରୀ ଅଧିକାରୀ ପଚାରୁଥିବା ପ୍ରଶ୍ନର ଉତ୍ତର...
ଦିନିକିଆରେ ଇଶାନଙ୍କ ଦ୍ୱିଶତକ
ଓପନର ଇଶାନ କିଶନଙ୍କ ବିସ୍ଫୋରକ ଦ୍ୱିଶତକ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଇଶାନଙ୍କ ବିସ୍ଫୋରକ ଦ୍ୱିଶତକ । । ୧୨୬ଟି ବଲରୁ ୨୩ ଚୌକା ଓ ୯ ଛକା ଜରିଆରେ ଦ୍ୱିଶତକ । ଦିନିକିଆରେ ଦ୍ରୁତତମ ଦ୍ୱିଶତକର ରେକର୍ଡ...
ବହୁ କସରତ ପରେ ବଞ୍ଚିପାରିଲାନି କୁନି ପୁଅ
୯୬ ଘଣ୍ଟାର ରେସ୍କ୍ୟୁ ଅପରେସନ । ବହୁ କସରତ ପରେ ବି ବଞ୍ଚିପାରିଲା ନାହିଁ କୁନି ପୁଅ ତନ୍ମୟ । ଜୀବନ ଯୁଦ୍ଧରେ ହାରିଗଲା । ବୋରୱେଲ ତଳେ ଜୀବନ ମରଣ ସହିତ ସଂଘର୍ଷ ପରେ ଶେଷରେ ଆଖି ବୁଜିଛି...
କାହିଁକି ଅମାନତ ହରାଉଛି କଂଗ୍ରେସ
କଂଗ୍ରେସ ଆଉ ଲଢିବା ସ୍ଥିତିରେ ନାହିଁ । ଯେତେଯାହା କଲେ ବି କଂଗ୍ରେସର ଅବସ୍ଥା ସୁଧୁରୁନି । ପିସିସି ସଭାପତି ବଦଳାଇଲେ ବି ଦଳ ଉପରେ କିଛି ଫରକ ପଡୁନି । ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ...
ସ୍ୱପ୍ନ ପୁରା କରିବେ ସରକାର
ଆଉ ମୁଲ ଲାଗିବନି ଇଫୁ ମଲ୍ଲିକ । ଡାକ୍ତରୀ ପାଠ ପଢୁଥିବା ମେଧାବୀ ଛାତ୍ର ଆଉ ବିଲକୁ ଯାଇ ଧାନ କାଟିବନି କି ମୁଲ ଲାଗିବନି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇଫୁଙ୍କୁ ଡାକରା ଆସିଛି ।
...
ଜିତିଲେ ବର୍ଷା
ପଦ୍ମପୁର ଫଳାଫଳକୁ ନେଇ ଯେଉଁ ଅଙ୍କ କଷା ଚାଲିଥିଲା । ଆଜି ପୂର୍ଣ୍ଣଛେଦ ପଡିଛି । ପଦ୍ମପୁର ଜିତିଛି ବିଜେଡି । ପଦ୍ମପୁରରେ ବିଜେଡି ବର୍ଷା ସିଂ ବରିହା ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।...
ଗୁଜରାଟରେ ପୁଣି ବିଜେପି
ବିଜୟ ବ୍ୟବଧାନରେ ରେକର୍ଡ କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ । ଘାଟଲୋଡିଆ ଆସନରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ରେକର୍ଡ । କଂଗ୍ରେସ ପ୍ରାର୍ଥୀଙ୍କୁ ୧ ଲକ୍ଷ ୯୦ ହଜାରରୁ ଅଧିକ ଭୋଟରେ ହରାଇଲେ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ମିଳିଛି ୨...
















