ଭୁବନେଶ୍ୱରରେ ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କ ରାଲି
ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ରାଲି । ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ପ୍ରଥମରୁ ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ରାଜ୍ୟର ୧ ଲକ୍ଷ ୩୬...
ଜେଲ ସୁପରିନଡେଣ୍ଡେଣ୍ଟ ଓ କଏଦୀଙ୍କ ସହ ଖଟି
ଜେଲ ଭିତରୁ ଆସୁଛି ମନ୍ତ୍ରୀଙ୍କ ନୂଆ ନୂଆ ଭିଡିଓ । ଥାନାରେ କେତେବେଳେ ଖଟି କରୁଛନ୍ତି ପୁଣି କେତେବେଳେ ମସାଜ୍ ନେଉଛନ୍ତି । ତିହାର ଜେଲରେ ବନ୍ଦି ଥିବା ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଆଉ ଏକ ଭିଡିଓ ସାମ୍ନାକୁ...
ରଥଯାତ୍ରା ପୂର୍ବରୁ ଚାଲିବ ‘ଜଗନ୍ନାଥ ଏକ୍ସପ୍ରେସ’
ରଥଯାତ୍ରା ପୂର୍ବରୁ ଚଳାଚଳ କରିବ ଜଗନ୍ନାଥ ଏକ୍ସପ୍ରେସ । ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତ ଗୌରବ ପ୍ରକଳ୍ପ ଅଧିନରେ ଏହି ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ ଆରମ୍ଭ ହେବ । ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ...
ରାଣୀଙ୍କ କାର୍ ଧକ୍କାରେ ଜଣେ ମୃତ
ଦୁର୍ଘଟଣାର ଶୀକାର ହେଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ । କଟକ ଜିଲ୍ଲା ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି ।...
ଦୁଷ୍କର୍ମର ଦଣ୍ଡ ଉଠବସ୍
୫ ବର୍ଷର ଶିଶୁକୁ ଦୁଷ୍କର୍ମ । ଆଉ ଅଭିଯୁକ୍ତ ଦଣ୍ଡ ଦିଆଗଲା ୫ ଥର ଉଠବସ୍ । କଅଁଳ ଶିଶୁ ପ୍ରତି କରାଯାଇଥିବା ଜଘନ୍ୟ ଅପରାଧର ଦଣ୍ଡ ମାତ୍ର ଏମିତି ଘୋଷଣା କରାଯାଇଥିଲା । ବିହାରର ନବଦା ଜିଲ୍ଲାରେ ଦେଖିବାକୁ...
ବିନା ଅନୁମତିରେ ଭଏସ୍, ଚେହେରା କେହି ବି ବ୍ୟବହାର କରିବେନି
ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ । ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି ଯେ, ଅମିତାଭ ବଚ୍ଚନଙ୍କ ସ୍ୱର, ନାମ, ଏବଂ ଚେହେରାକୁ ତାଙ୍କ ବିନା ଅନୁମତିରେ କୌଣସି କଂପାନୀ ବ୍ୟବହାର...
ଦ୍ୱିତୀୟ ଦିନରେ ପ୍ରବଳ ହଟ୍ଟଗୋଳ
ଗୋଟିଏ ମିନିଟ୍ ବି ଚାଲିପାରିଲା ନାହିଁ ଆଜି ବିଧାନସଭା । ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଲା । ଗୃହକାର୍ଯ୍ୟ ଆରମ୍ଭରୁ ହିଁ ମଧ୍ୟଭାବକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ କଂଗ୍ରେସ...
ରାମ-ନାମ ସତ୍ୟ ହେ
ରାମ-ନାମ ସଙ୍କୀତର୍ଣ୍ଣ ଚାଲିବାବେଳେ ହଠାତ୍ ଚାଲିଗଲା ଜୀବନ । ଆମେ ସମସ୍ତେ ଜାଣିଛେ ଯେ, ଯେତେବେଳେ ଜଣଙ୍କ ପ୍ରାଣବାୟୁ ଚାଲିଯାଏ । ସେତେବେଳେ ମର ଶରୀରକୁ ଶ୍ମଶାନ ନେବାବେଳେ ରାମ ନାମ ସତ୍ୟ ହେ , ହରିନାମ ସତ୍ୟ ହେ...
ଗୋଟିଏ ଦିନରେ ୩୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ
ଚୀନରେ ପୁଣି କରୋନା କାୟା ମେଲାଇଲାଣି । ଗୋଟିଏ ଦିନରେ ପଜିଟିଭ୍ ସଂଖ୍ୟା ଏବେ ଉପରମୁହାଁ । ବୁଧବାର ୩୧, ୪୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ବିନା ଲକ୍ଷଣରେ ୨୭, ୫୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...
ଇଡିରେ ବିଜେଡି ବିଧାୟକଙ୍କ ଭାଇ
ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ । ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ଇଡିରେ ହାଜର ହୋଇଛନ୍ତି । ଗଙ୍ଗାଧର ସାମଲ କାର ସୋ ରୁମ ମାଲିକ ହୋଇଥିବା ସୂଚନା ରହିଛି । ଅର୍ଚ୍ଚନା ନାଗଙ୍କ...















