ଚେତନ ଶର୍ମାଙ୍କ ସାଂଘାତିକ ବୟାନ
ଷ୍ଟିଙ୍ଗ ଅପରେସନରେ ଫସିଲେ ବିସିସିଆଇ ଚୟନ କମିଟି ମୁଖ୍ୟ ଚେତନ ଶର୍ମା । ଖୋଲିଦେଲେ ଭାରତୀୟ କ୍ରିକେଟ ଟିମର ଅନେକ ରାଜ୍ । ଖେଳାଳୀଙ୍କ ଫିଟନେସଠୁ ଆରମ୍ଭ କରି ଟିମ୍ ଚୟନ ପୁଣି ଅଧିନାୟକ କୋଚଙ୍କ ମଧ୍ୟରେ ମନମାଳିନ୍ୟର ବହୁ...
୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ
ଆତଙ୍କବାଦୀ କାର୍ଯ୍ୟକଳାପରେ ଗିରଫ କଟକ ଜଗତପୁର ପଶ୍ଚିମକଚ ଗାଁର ମହମ୍ମଦ ଅବଦୁଲ ରେହେମାନକୁ ଜେଲ ଦଣ୍ଡାଦେଶ । ୭ ବର୍ଷ ୫ ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ଅଲ କାଏଦା ଲିଙ୍କରେ...
ପ୍ରେମ ପାଇଁ ଦିନଟିଏ ..
ପ୍ରେମିକ ସବୁଦିନ ଅପେକ୍ଷା କରେ ପ୍ରେମିକାକୁ । ପ୍ରେମିକା ବି ଅପେକ୍ଷା କରିଥାଏ, କେତେବେଳେ ତା ପ୍ରେମିକ ଆସିବ । ପ୍ରେମର ଯାଦୁରେ ଦୁହେଁ ଯେମିତି ପରସ୍ପର ବାନ୍ଧି ହୋଇଯାଇଥାନ୍ତି । ଗୋଟିଏ କଲେଜରେ ପାଠ ପଢୁଥିବା ପ୍ରେମିକ ପ୍ରେମିକା...
କେଉଁ ଜେଲ ଯିବ ଗୋପାଳ ?
ଗୋପାଳର ସୁରକ୍ଷା ଚିନ୍ତା । ଝାରସୁଗୁଡା ଜେଲରେ ଅସୁରକ୍ଷିତ ଗୋପାଳ ଦାସ । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ଚୌଦାର ଜେଲକୁ ସ୍ଥାନାନ୍ତର କରାଯାଇପାରେ । ଗୋପାଳକୁ ଝାରସୁଗୁଡା ଜେଲରୁ ସ୍ଥାନାନ୍ତର ପାଇଁ...
ରାଜରାସ୍ତାରେ ବସିଲା ବିଜେଡି, ହରତାଳ କରୁଛି ବିଜେପି
କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ୩ ଦିନିଆ ଆନ୍ଦୋଳନ । କେନ୍ଦ୍ର ଉଷୁନା ଧାନ ଉଠାଇବା ପରିମାଣ କମାଇଦେବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିଦେବା ପ୍ରସଙ୍ଗ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି...
ମୁଁ ଯେଉଁ ନବୀନଙ୍କ ସହ କାମ କରୁଥିଲି, ବର୍ତ୍ତମାନର ନବୀନଙ୍କ ଭିତରେ ଆକାଶ ପାତାଳ ଫରକ – ବିଜୟ...
ବର୍ତ୍ତମାନ ରାଜ୍ୟରେ ଯାହା ଚାଲିଛି, ତାହା ମୁକ ହୋଇ ଦେଖିବା ଆଉ ସମ୍ଭବ ନୁହେଁ । ନୂଆଦିଲ୍ଲୀରେ କଂଗ୍ରେସରେ ସାମିଲ ହେବା ପରେ ଆଜି ଓଡିଶା ଫେରି ଏହା କହିଛନ୍ତି ବିଜୟ ପଟ୍ଟନାୟକ । କଂଗ୍ରେସରେ ସାମିଲ ହେବା ପରେ...
ସ୍ୱାସ୍ଥ୍ୟସେବାର ନୂଆ ଅଧ୍ୟାୟ
କେନ୍ଦୁଝରରେ ଧରଣୀଧର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୮୧ କୋଟିରେ ନିର୍ମାଣ ହୋଇଛି ଡିଡି ମେଡିକାଲ କଲେଜ ଓ ହସ୍ପିଟାଲ । ପ୍ରଥମ ବର୍ଷର ୧୦୦ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା...
ବଦଳିଲେ 13 ରାଜ୍ୟପାଳ
ବଦଳିଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଶ୍ବଭୂଷଣଙ୍କ ସ୍ଥାନରେ ଜଷ୍ଟିସ ଏସ. ଅବଦୁଲ ନାଜିରଙ୍କୁ ନିଯୁକ୍ତି ଦିଆଯାଇଛି । ବିଶ୍ବଭୂଷଣଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ...
ମହାକାଶରେ ବିରଳ ଘଟଣା
ଯେଉଁ ସୌର ମଣ୍ଡଳରେ ଆମେ ରହିଛେ । ତାର ମୂରବି କହିଲେ ସୂର୍ଯ୍ୟଙ୍କୁ ବୁଝାଯାଇଥାଏ । ଆଉ ଯଦି ସୂୂର୍ଯ୍ୟ ବିପଦପୂର୍ଣ୍ଣ ସ୍ଥିତି ଭିତରକୁ ଟାଣି ହୋଇଯାଆନ୍ତି । ତାହେଲେ ପୁରା ସୌରମଣ୍ଡଳ ପାଇଁ ବିପଦ ଆଣିଦିଏ । ...
ଜିତିଲା ଭାରତ
ନାଗପୁର ଟେଷ୍ଟ ମାତ୍ର ଅଢେଇ ଦିନରେ ଶେଷ ହୋଇଛି । ୫ଦିନର ଖେଳକୁ ମାତ୍ର ଅଢେଇ ଦିନରେ ସାରିଦେଲା ଭାରତ । ଏକତରଫା ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମାତ୍ ଦେଲା ଭାରତ । ନାଗପୁର ଟେଷ୍ଟରେ ଭାରତର ଇନିଂସ...

















