25.1 C
Bhubaneswar
Saturday, October 31, 2026
-Advertisement-

ଚାଉଳ ଜୀବନର ଶସ୍ୟ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ କଟକ ବିଦ୍ୟାଧରପୁରସ୍ଥିତ ନ୍ୟାସନାଲ ରାଇସ୍ ରିସର୍ଚ ଇନଷ୍ଟିଚ୍ୟୁଟରେ ଆୟୋଜିତ ଦ୍ୱିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସରେ ଯୋଗଦେଇ ନିଜ ଅଭିଭାଷଣ ରଖିଥିଲେ । ନିଜ ଅଭିଭାଷଣରେ...

କାହିଁକି କଂଗ୍ରେସରେ ମିଶିଲେ ବିଜୟ

ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ ପଟନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି I ନୂଆଦିଲ୍ଲୀ ଏ ଆଇ ସି ସି କାର୍ଯ୍ୟାଳୟରେ ଜାତୀୟ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ ଓ ପିସିସି ସଭାପତି ଶରତ ପଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି...

ଭୁବନେଶ୍ବରରେ ରାଷ୍ଟ୍ରପତି

ଦୁଇଦିନିଆ ଓଡିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁୁୁ୍ର୍ମୁ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିମାନବନ୍ଦରରୁ ରାଷ୍ଟ୍ରପତିଙ୍କୁ କଡା ସୁରକ୍ଷା ଭିତରେ ଉତ୍କଳ ମଣ୍ଡପକୁ ନିଆଯାଇଥିଲା । ସେଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା...

‘ବାପାଙ୍କ ସ୍ବପ୍ନ ଆମେ ଭାଇ, ଭଉଣୀ ପୁରା କରିବୁ’

"ବାପାଙ୍କ ସ୍ବପ୍ନ ଆମେ ଭାଇ, ଭଉଣୀ ପୁରା କରିବୁ । ବାପା କେତେ ଲୋକପ୍ରିୟ ଥିଲେ, ଏବେ ଜାଣୁଛୁ । ଆଜି ବାପା ଚାଲି ଯାଇଛନ୍ତି, ହେଲେ ଆମ ପାଇଁ ଏକ ବିଶାଳ ପରିବାର ଦେଇ ଯାଇଛନ୍ତି ।" ଆଜି...

ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟିକସ ନିଷ୍ପତ୍ତି ହାଇକୋର୍ଟରେ ରଦ୍ଦ

ଭୁବନେଶ୍ବର ମହାନଗର ନିଗମର ବର୍ଦ୍ଧିତ ହୋଲଡିଂ ଟିକସ ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ପୁରୁଣା ମ୍ୟୁନିସପାଲ ଆଇନ ଆଧାରରେ ଏହି ବିଜ୍ଞପ୍ତି ଜାରି କରାଯାଇଥିବାରୁ ଏହା ମହାନଗର ନିଗମ କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି...

EMI ହେବ ମହଙ୍ଗା

ଲଗାତର ୬ଷ୍ଠ ଥର ପାଇଁ ସୁଧ ହାର ବଢାଇଛି RBI.. ୨୫ ବେସିସ ପଏଣ୍ଟ ବଢିଲା ରେପୋ ରେଟ୍ । ରେପୋ ରେଟ୍ ହୋଇଛି ୬ ଦଶମିକ ୫ ପ୍ରତିଶତ । ଲଗାତାର ୬ ଥର ଲାଗି ବଢାଇଛନ୍ତି ରିଜର୍ଭ...

ମନ୍ତ୍ରୀଙ୍କ ମୃତ୍ୟୁର ଦଶଦିନ ପରେ କ୍ରାଇମସ୍ପଟ୍କୁ ଗଲେ ଡିଜିପି

ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିବା କ୍ରାଇମସ୍ପଟକୁ ଯାଇ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜିପି ସୁନୀଲ ବଂଶଲ । ଗତ ଜାନୁଆରୀ ମାସ 29 ତାରିଖରେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଝାରସୁଗୁଡା ଜିଲ୍ଲା...

ଡେମୋ ଦେଖାଇଲା ଗୋପାଳ, କେମିତି ମାରିଥିଲା ନବ ଦାସଙ୍କୁ…

ଆଜି ପୋଲିସ ଓ କ୍ରାଇମବ୍ରାଞ୍ଚ ଉପସ୍ଥିତିରେ ଡେମୋ ଦେଖାଇଛି ଗୋପାଳ I ବ୍ରଜରାଜନଗର ଗାନ୍ଧୀ ଛକରେ ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି କରିଥିଲା ଗୋପାଳ, ଆଜି ତାର ସିନ ରିକ୍ରିଏଟ କରିଛି ପୋଲିସ I ଘଟଣା ଦିନ ଗାନ୍ଧୀ...

ମର୍ଡରର ଟେର୍ ପାଉନି କ୍ରାଇମବ୍ରାଞ୍ଚ

କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ମୃତୁ୍ୟଙ୍କୁ ୯ଦିନ ପୁରିଲାଣି । ଆଜି ହେଉଛି ନବଙ୍କ ଦଶାହ । ଏତେ ଦିନ ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାଶ କାହିଁକି ନବଙ୍କୁ ଗୁଳି କରି ହତ୍ୟାକଲା ତାର କାରଣ...

ତୁର୍କୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 4 ହଜାର ଡେଇଁଲା

ଗତ ଚବିଶ ଘଣ୍ଟା ଭିତରେ ତୁର୍କିରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା 4300 ରୁ ଅଧିକ ହେଲାଣି । ଭୂକମ୍ପର ତାଣ୍ଡବରେ ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି । ତୁର୍କୀ ଓ ସିରିୟାର ଉଦ୍ଧାରକାରୀ ଦଳ ଉଦ୍ଧାର...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...