24 ପାଇଁ ପ୍ରସ୍ତୁତ ହେଲା ରୋଡମ୍ୟାପ୍
ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଆସନ୍ତା ନିର୍ବାଚନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି ବିଜେପି । ତିନିଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରେ କିପରି ବୁଥ୍ ସ୍ତରରୁ ସଂଙ୍ଗଠନକୁ ସୁଦୃଢ କରାଯିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ...
ସର୍ବସାଧାରଣରେ କରନ୍ତୁନି ଫୋନ୍ ଚାର୍ଜ
ଆପଣ ଏଠି ସେଠି ମୋବାଇଲକୁ ଚାର୍ଜରେ ବସାଉଛନ୍ତି କି । ତେବେ ସାବଧାନ ହୋଇଯାଆନ୍ତୁ । ସର୍ବସାଧାରଣରେ ମୋବାଇଲ ଚାର୍ଜ ନକରିବାକୁ ସତର୍କ କରାଇଲା ଓଡିଶା ପୋଲିସ । ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଲା ପୋଲିସ...
ରାଣୀଙ୍କ ଶେଷକୃତ୍ୟରେ ଯୋଗଦେବେ ଦ୍ରୌପଦୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତରେ ଯିବେ । ବ୍ରିଟେନର ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବା ସହ ଭାରତ ତରଫରୁ ଶୋକବ୍ୟକ୍ତ କରିବେ । ସେପ୍ଟେମ୍ବର ୧୭ରୁ ୧୯ ତାରାଖ ଯାଏଁ ରାଷ୍ଟ୍ରପତି ଲଣ୍ଡନରେ ରହିବେ...
ସେୟାର ମାର୍କେଟ ନାଁରେ ଠକିଦେଲେ ଯୁବକ
କଥାରେ ଅଛି ଅତି ଲୋଭରୁ ମୃତ୍ୟୁ ହୋଇଥାଏ । ଆଉ ତାହା ପ୍ରମାଣିତ ବି ହୋଇଗଲା । ୨୦ ଲକ୍ଷ ଟଙ୍କା ଡବଲ କରିବା ଲୋଭ ମଣିଷର ପ୍ରାଣ ନେଇଗଲା । ଟଙ୍କା ବୁଡିଯିବାରୁ ଜୀବନ ହାରିଲେ...
ରାଜଧାନୀ ଆକାଶରେ ଉଡିବ ସୂର୍ଯ୍ୟକିରଣ
ପୁଣି ଥରେ ଓଡିଶା ଦେଖିବ ସୂର୍ଯ୍ୟକିରଣ ସୋ । ସେଥିପାଇଁ ଭୁବନେଶ୍ୱର ବାଲିଯାତ୍ରା ପଡିଆରେ ଚାଲିଛି ପ୍ରସ୍ତୁତି । ଏୟାରଫୋର୍ସର ଅଧିକାରୀମାନେ ଆସି ଯାଞ୍ଚ କରୁଛନ୍ତି । ଆସନ୍ତା ୧୬ରେ କୁଆଖାଇ ପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ସୋ’ ହେବ...
ବିଜେପିର ବିଜେଡି ହଟାଓ ଅଭିଯାନ
ପୁରୀରେ ଆରମ୍ଭ ହୋଇଥିବା ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ରାଜନୈତିକ ସଂକଳ୍ପ । 2024ରେ ଓଡିଶାରୁ ବିଜେଡି ସରକାରକୁ ହଟାଇବେ । କର ବା ମର ଡାକରା ଦେବେ । କେବଳ କ୍ଷମତାକୁ ଆସିବା ପାଇଁ ନୁହେଁ, ବିଜେଡି ସରକାର...
‘ମୁଁ ମରିଲେବି ତୋ ପାଖରେ ରହିବି’
ଭୁବନେଶ୍ୱରରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଗଙ୍ଗପଡାରେ ଏକ ଘରୋଇ କଲେଜରେ ଜଣେ ଛାତ୍ର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ହେଲେ ସୂର୍ଯ୍ୟପ୍ରକାଶ ପଲ୍ଲାଇ । ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ...
ଥାନାରେ ପଶି ପୋଲିସକୁ ପିଟିଲେ
ଥାନାରେ ପଶିଲେ ଯିଏ ସାମ୍ନାକୁ ଆସିଲା ତାକୁ ଗୋଡେଇ ଗୋଡେଇ ପିଟିଲେ । ଏମିତିକି ପୋଲିସକୁ ତଳେ ପକାଇ ମାଡ ମାରିଲେ । ଆଦିବାସୀଙ୍କ ଘରେ ରାତି ଅଧିଆ ଚଢାଉ କରି ଗିରଫ ସହିତ ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ...
ସ୍କୁଲ ବସରେ ୩ ବର୍ଷର ଝିଅକୁ ବଳାତ୍କାର
୩ ବର୍ଷର କୁନି ଝିଅକୁ ସ୍କୁଲ ବସରେ ବଳାତ୍କାର । ଭୋପାଳର ଏକ ପ୍ରାଇଭେଟ୍ ସ୍କୁଲର ବସ ଡ୍ରାଇଭର ଏବଂ ମହିଳା ହେଲଫରକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସ୍କୁଲ ବସ୍ ଡ୍ରାଇଭର ବସ ଭିତରେ...
ଆସୁଛି ଲଘୁଚାପ, ପୁଣି ବର୍ଷିବ
ସେପ୍ଟେମ୍ବର ୧୮ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ସକ୍ରିୟ ହେବ ମୌସୁମୀ । ଆଜିଠାରୁ ରାଜ୍ୟରେ ବର୍ଷାର...


















